Browsing Tag

rourakela news

ଇସ୍ପାତ ନାଟ୍ୟ ମହୋତ୍ସବର ଅଷ୍ଟମ ସନ୍ଧ୍ୟା

ପଞ୍ଚତତ୍ୱ ତରଫରୁ ନାଗମଣ୍ଡଳ ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପୃଷ୍ଠପୋଷକତା ଏବଂ ଆରଏସପି ଆନୁକୂଲ୍ୟରେ ‘ଏକତ୍ର’ ରାଉରକେଲା ଦ୍ୱାରା ଆୟୋଜିତ ତୃତୀୟ ଇସ୍ପାତ ନାଟ୍ୟ ମହୋତ୍ସବର ଅଷ୍ଟମ ସନ୍ଧ୍ୟାରେ ସ୍ଥାନୀୟ ସିଭିକ୍
Read More...

ଆନନ୍ଦ ଓ ଉତ୍ସାହର ସହିତ ରାଉରକେଲା ବିଧାନସଭା କ୍ଷେତ୍ରର ସାଂସଦ ଖେଳ ମହୋତ୍ସବ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ଉଦିତ ନଗର ପଡିଆ ଠାରେ ଆଜି ରାଉରକେଲା ବିଧାନସଭା କ୍ଷେତ୍ରର "ସାଂସଦ ଖେଳ ମହୋତ୍ସବ"ର ଉଦଘାଟନୀ ଉତ୍ସବ ବହୁ ଆନନ୍ଦ ଓ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ
Read More...

ଭାରତ ସ୍କାଉଟ୍‌ ଏଣ୍ଡ ଗାଇଡ୍‌ ଆନୁକୂଲ୍ୟରେ ରାଜ୍ୟ ପୁରସ୍କାର ପରୀକ୍ଷା ଶିବିର ଅନୁଷ୍ଠିତ

ରାଉରକେଲ, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା ସ୍କାଉଟସ୍ ଏଣ୍ଡ ଗାଇଡସ୍ ଆନୁକୂଲ୍ୟରେ ସେକ୍ଟର -୧ ସ୍ଥିତ ସ୍କାଉଟ ଭବନ ଠାରେ ଦ୍ୱିଦିବସୀୟ ରାଜ୍ୟ ପୁରସ୍କାର ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍କାଉଟ ଜିଲ୍ଲା କମିଶନର ବ୍ରଜେନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତା ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର
Read More...

ବିଶ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ରା ବ୍ଲକ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ ଯୋଗ ଦେଇ ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ
Read More...

ସୁନ୍ଦରଗଡ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚର ଜିଲ୍ଲା ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ନୀଳମାଧବ ବିଦ୍ୟାମନ୍ଦିର ପରିସରରେ ସୁନ୍ଦରଗଡ ଜିଲ୍ଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟାର ଜିଲ୍ଲା ଉପସଭାପତି ମୀନକେତନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ କାର୍ଯ୍ୟକାରିଣୀ
Read More...

ଅରଜିନାଲ ପାୱାର କ୍ଲବର ଡେଡ୍‌ଲୁଫ୍‌ ଚମ୍ପିୟାନସିପ

ରାଉରକେଲା, (ସସ୍ମିତା ପ୍ରଧାନ) : ଅରିଜିନାଲ୍ ପାୱାର କ୍ଲବ୍ ସେକ୍ଟର ୭ ସ୍ଥିତ ରାଇମା କ୍ଲବ୍‌ରେ ଏକ ଡେଡ଼୍‌ଲୁଫ୍‌ ଚମ୍ପିୟାନସିପ ଆୟୋଜିତ ହୋଇଯାଇଛି । ସମାଜସେବୀ ଡି. ଆର. ପଟ୍ଟନାୟକଙ୍କ ଜନ୍ମଦିବସ ପାଳନ ଓ ତାଙ୍କୁ ସମର୍ପିତ ଏହି କାର୍ଯ୍ୟକ୍ରମରେ ୧୬୯ ଜଣ ପିଲା ଏଥିରେ ଅଂଶଗ୍ରହଣ କରିଥିଲେ
Read More...

ସିଆଇଟିୟୁ ସୁନ୍ଦରଗଡ଼ ଜିଲ୍ଲା ୭ମ ସାଂଗଠନିକ ସମ୍ମିଳନୀ ଅନୁଷ୍ଠିତ

ମୋଦି ସରକାରଙ୍କ ନୂତନ ଶ୍ରମ କୋର୍ଡ ଶ୍ରମିକ ଶ୍ରେଣୀକୁ ଗୋଲାମୀ ମଧ୍ୟକୁ ଠେଲିଦେବ - ବିଷ୍ଣୁ ମହାନ୍ତି ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ଟ୍ରେଡ ୟୁନିୟନ କେନ୍ଦ୍ର (ସିଆଇଟିୟୁ)ର ୭ମ ସୁନ୍ଦରଗଡ଼ ଜିଲ୍ଲା ସାଂଗଠନିକ ସମ୍ମିଳନୀ ସ୍ଥାନୀୟ ଶ୍ରମିକ ଭବନ ସେକ୍ଟର -୧୬ ଠାରେ ଅନୁଷ୍ଠିତ
Read More...

“ନିଶା ମୁକ୍ତ ଭାରତ ଅଭିଯାନ” ଅନ୍ତର୍ଗତ ରାଉରକେଲାରେ ଐତିହାସିକ ଯୁବ ଜନ-ଜାଗରୁକତା ରାଲିର ଭବ୍ୟ ଆୟୋଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ବ୍ରହ୍ମାକୁମାରୀ ରାଉରକେଲା ତତ୍ତ୍ୱାବଧାନରେ ଦେଶବ୍ୟାପୀ “ନିଶା ମୁକ୍ତ ଭାରତ ଅଭିଯାନ” ଅନ୍ତର୍ଗତ ଆଜି ରାଉରକେଲା ଷ୍ଟିଲ୍ ସିଟିରେ ଏକ ଐତିହାସିକ ଓ ପ୍ରେରଣାଦାୟକ ଯୁବ ଜନ-ଜାଗରୁକତା ରାଲି ଭବ୍ୟ ଭାବରେ ଆୟୋଜିତ ହୋଇଥିଲା । ଏହି ବିଶାଳ ରାଲି ସକାଳ ୮ଟା ୩୦
Read More...

ଜଳବାୟୁ ପରିବର୍ତ୍ତନ ଦିବସ ପାଳନ

ରାଉରରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ଶାଖା ତରଫରୁ ମାସିକ ସାରସ୍ୱତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଆଲୋଚକ ଥିଲେ, ବିଶିଷ୍ଟ ସ୍ତମ୍ଭକାର ତଥା ଅର୍ଥନୀତି ବିଶାରଦ ନଳିନୀକାନ୍ତ ଧର, ସଭାପତିତ୍ୱ କରିଥିଲେ ବିଶିଷ୍ଟ ଶିକ୍ଷାବିତ ଡ. ଚିରବ୍ରତ ଦତ୍ତ ।
Read More...

୬୩ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ପୋଲିସ ରିଜର୍ଭ ପଡ଼ିଆରେ ପାଳିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଉପନିରୀକ୍ଷକ (ଡିଆଇଜି) ପଶ୍ଚିମାଞ୍ଚଳ ବ୍ରିଜେଶ ରାୟ ମୁଖ୍ୟ ଅତିଥି ଭାବେ
Read More...