Browsing Tag

rourakela news

ଓଡିଶା ସିତୋରିଓ ଦୋ କରାଟେ ଆସୋସିଏସନ୍‌ର ବ୍ଲାକ ବେଲ୍ଟ ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସିତୋରିଓ ଦୋ କରାଟେ ଆସୋସିଏସନ୍ ଅଫ୍ ଇଣ୍ଡିଆ ତରଫରୁ ପାଞ୍ଚ ଜଣ ଶିକ୍ଷାର୍ଥୀଙ୍କୁ ବ୍ଲାକ ବେଲ୍ଟ ପ୍ରଦାନ କରାଯାଇଛି । ଆସୋସିଏସନ୍‌ର ସଂପାଦକ ଶିବ ପ୍ରସାଦ ନାଥଙ୍କ ଆବାହକତ୍ୱ ଓ ଇନ୍ଦରଜିତ ସିଂଙ୍କ ସଂଯୋଜନାରେ ସେକ୍ଟର ୧୮ ଜିଟିବି ସ୍କୁଲରେ
Read More...

ଭାରତର ସ୍ୱାଧୀନତା ଆନ୍ଦୋଳନରେ ଇରମ ମାଟିର ବଳିଦାନ ଇତିହାସରେ ଅଦ୍ୱିତୀୟ

ବାସୁଦେବପୁର ଜନକଲ୍ୟାଣ ପରିଷଦ ଆନୁକୂଲ୍ୟରେ ଇରମ ସହିଦ୍ ଦିବସ ପାଳିତ ରାଉରକେଲା, (ସସ୍ମିତା ପ୍ରଧାନ) : ୧୯୪୨ ମସିହାରେ ମହାତ୍ମାଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ଡାକରାରେ ଉଦବୁଦ୍ଧ ହୋଇ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଅଖ୍ୟାତ ପଲ୍ଲୀ ଇରମର ମେଳନ ପଡ଼ିଆରେ
Read More...

କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ସ୍ମୃତି ନ୍ୟାସର ଆମେ ଓଡିଆ ଆମ ଓଡିଶାର ଦ୍ୱିଦିବସୀୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ସ୍ମୃତି ନ୍ୟାସର ଆମେ ଓଡିଆ ଆମ ଓଡିଶା ତରଫରୁ ଦୁଇ ଦିନିଆ ସାହିତ୍ୟ ଆଲୋଚନା ସଭା ଇସ୍ପାତନଗରୀର ବିଭିନ୍ନ ଅନୁଷ୍ଠାନମାନଙ୍କରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ପ୍ରାକ୍ତନ ମହିଳା କମିଶନର ପ୍ରାଧ୍ୟାପିକା
Read More...

ପଲସର୍‌ ଏନ୧୬୦ର ମାର୍କେଟରେ ପ୍ରବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ଉଦିତନଗର ସ୍ଥିତ ଆରଏମ ମୋଟର୍ସ ତରଫରୁ ବଜାଜ କମ୍ପାନୀର ପଲସର୍‌ ଏନ୧୬୦ର ଉଦ୍‌ଘାଟନ ହୋଇଯାଇଛି । ଏହି ବାଇକ୍‌ର ବିଶେଷତ୍ୱ ହେଲା ଏହା ଭାରତର ପ୍ରଥମ ୧୬୦ସିସି ବାଇକ, ଯେଉଁଥିରେ ଦ୍ୱେତ ଚାନେଲ, ଆଣ୍ଟି ବ୍ରେକିଂ ସିଷ୍ଟମ ଉପଲବ୍ଧ । ଏହାର ପିକଅପ ଭଲଥିବା ବେଳେ
Read More...

କିରାଣୀ ସଞ୍ଜୟ ଦେଓଙ୍କ ବଦଳି ପରେ ବାଣ ଫୁଟାଇ ଖୁସି ମନାଇଲେ ଶିକ୍ଷକ ଶିକ୍ଷୟିତ୍ରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୁରୁଣ୍ଡିଆ ବିଇଓ ଅଫିସର କନିଷ୍ଠ କିରାଣୀ ସଞ୍ଜୟ ଦେଓଙ୍କ ବାବୁନୂଆଗାଁ ଉଚ୍ଚ ବିଦ୍ୟାଳୟକୁ ବଦଳି ହେବା ପରେ ଗୁରୁଣ୍ଡିଆ ବ୍ଲକରେ କାର୍ଯ୍ୟରତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗତକାଲି ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ଖୁସି ମନାଇଛନ୍ତି । ଶିକ୍ଷକ
Read More...

ଭୁତପୂର୍ବ ନଗରପାଳ ରମେଶ ବଳଙ୍କ ଆତ୍ମହତ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମ୍ୟୁନିସିପାଲଟିର ପ୍ରାକ୍ତନ ନଗରପାଳ ତଥା ରାଉରକେଲା ବାରଆସୋସିଏସନର ପ୍ରାକ୍ତନ ସଭାପତି, ସମାଜସେବୀ ରମେଶ ଚନ୍ଦ୍ର ବଳ ହରିଆନା ଭବନ ନିକଟସ୍ଥ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଖବରପାଇ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଆଇନଜୀବୀ,
Read More...

ଦଶହରାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଦାବୀ ନେଇ ଡିଆଇଜିଙ୍କୁ ଚିଠି ଲେଖିଲେ ଭିଏଚ୍‌ପି ନେତା

ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତ କିଛି ଦିନ ଭିତରେ ସୁନ୍ଦରଗଡ଼ ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ଜଗତଜନନୀ ମା' ଦୁର୍ଗାଙ୍କ ପୂଜା ଉତ୍ସବରେ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଓ ହିନ୍ଦୁ ଧାର୍ମିକ ଅଧିକାରକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ପାଠାଗାରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ପ୍ରଫେସର ଜେ କେ. ରାଓଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର
Read More...

କ୍ୟୁସିଏଫ୍ଆଇ ଗୁଣାତ୍ମକ ମଣ୍ଡଳୀର ୩୦ତମ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : କ୍ୱାଲିଟି ସର୍କଲ ଫୋରମ୍ ଅଫ୍ ଇଣ୍ଡିଆ, ରାଉରକେଲା ତରଫରୁ କନଭେନସନ୍ ଅଫ୍ କ୍ୱାଲିଟି କନ୍ସେପ୍ଟସ୍ ଶୀର୍ଷକ ଏକ ଦୁଇଦିନିଆ ସମ୍ମିଳନୀ ଦୁଇଦିନ ଧରି ରାଉରକେଲା ଛେଣ୍ଡ କଲୋନୀ ସ୍ଥିତ ରିମସ୍ ପରିସରରେ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଆରଏସ୍‌ପିର
Read More...

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସର୍ଦ୍ଦାର ପଟେଲ କଲଚରାଲ ଆସୋସିଏସନ୍ ରାଉରକେଲା ପକ୍ଷରୁ ଆସନ୍ତା ଅକ୍ଟୋବର ୩୧ତାରିଖ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ମହାସମାରୋହରେ ପାଳନ କରିବାକୁ ପ୍ରଥମ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ବିଭିନ୍ନ ବିଷୟ ସହିତ ଭିନ୍ନ ଭିନ୍ନ
Read More...