Browsing Tag

rourakela news

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ

ରାଉରକେଲା, (କେପିଏନ୍‌ଏସ୍‌) : ଲାଠିକଟା ବ୍ଲକର ୧୩ଟି କ୍ଲଷ୍ଟରକୁ ନେଇ ଜଲଦା ସରକାରୀ ହାଇସ୍କୁଲ ଠାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଲାଠିକଟା ବ୍ଲକ ଶିକ୍ଷାଧିକାରୀ ଦେବେନ୍ଦ୍ର ସାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ
Read More...

କଳିଙ୍ଗ ବିହାର ସାଂସ୍କୃତିକ ପରିଷଦର ବୋଇତବନ୍ଦାଣ ଉତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ କଳିଙ୍ଗ ବିହାର ସାଂସ୍କୃତିକ ପରିଷଦର ନବମ ବାର୍ଷିକୋତ୍ସବ ଓ ବୋଇତବନ୍ଦାଣ ଉତ୍ସବ ୨୦୨୨ ଆସନ୍ତା ନଭେମ୍ବର ୭ ତାରିଖ ଦିନ ଛେଣ୍ଡ ସେଣ୍ଟ୍ରାଲ ପାର୍କଠାରେ ଆୟୋଜିତ ହେବ । ଏନେଇ ପରିଷଦର ସଭାଗୃହ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ
Read More...

ଆଦର୍ଶ ପାଠାଗାରରେ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାର ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ କରାଯାଇଛି । ପାଠାଗାରର ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ
Read More...

‘ବାଟରୁ କିଣିଲି ହାଟ ସଉଦା’ ଓ ‘ଏଇତ ସମୟର ଖେଳ’ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ନାଟ୍ୟାନୁଷ୍ଠାନ ଶ୍ରୀକୃଷ୍ଣ ସାଂସ୍କୃତିକ କଳା ପରିଷଦ ପକ୍ଷରୁ ଦୁଇଟି ନାଟକ ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ପ୍ରତାପ କିଶୋର ବିଶ୍ୱଳଙ୍କ ସଭାପତିତ୍ୱରେ ଓ ସଂପାଦକ ଅଜିତ କୁମାର ସେନାପତିଙ୍କ
Read More...

ବିଶ୍ୱ ପୋଲିଓ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ପୋଲିଓ ଦିବସ ଉପଲକ୍ଷେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ଆମ୍ବାଗାନ ନିକଟସ୍ଥ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ଉପସଭାପତି ରୋଟାରୀଆନ ସଂଧ୍ୟାରାଣୀ ବରାଳଙ୍କ
Read More...

ଉତ୍କଳ ସାଂସ୍କୃତିକ ପରିଷଦର କାର୍ଯ୍ୟାଳୟ ଉଦ୍‌ଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାଂସ୍କୃତିକ ପରିଷଦର ୩୨ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ସେକ୍ଟର ୨ ଦୁର୍ଗା ପୂଜା ପଡିଆଠାରେ ଏକ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲାଯାଇଛି । ପରିଷଦର ଅଧ୍ୟକ୍ଷ ସୁନିଲ୍ କୟାଲଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଶଂକର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏକ
Read More...

ଏଆଇଟିୟୁସିର ରାଜ୍ୟ ସମ୍ମିଳନୀକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତ ଟ୍ରେଡ ୟୁନିୟନ କଂଗ୍ରେସ (ଏ.ଆଇ.ଟି.ୟୁ.ସି)ର ୧୩ତମ ରାଜ୍ୟ ସମ୍ମିଳନୀ ଆସନ୍ତା ନଭେମ୍ବର ମାସ ୧୧ରୁ ୧୩ ପର୍ଯ୍ୟନ୍ତ ତିିନି ଦିନ ଧରି ପ୍ରଥମ ଥର ପାଇଁ ସୁନ୍ଦରଗଡ ଜିଲ୍ଲାର ଇସ୍ପାତ ନଗରୀ ରାଉରକେଲାରେ ସହରରେ ଅନୁଷ୍ଠିତ ହେବ । ଓଡିଶାର ବିଭିନ୍ନ
Read More...

ଶ୍ରଦ୍ଧା ଅନୁଷ୍ଠାନ ପକ୍ଷରୁ ଦୀପାବଳୀ ଉତ୍ସବ ପାଳିତ

ରାଉରକେଲା, (କେପିଏନ୍‌ଏସ୍‌) : ସବୁ ବର୍ଷ ପରି ଏବର୍ଷ ମାନସିକ ଭିନ୍ନକ୍ଷମମାନଙ୍କ ସହିତ ସେମାନଙ୍କର ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଅଭିଭାବକ ଓ ପରିଚାଳନା କମିଟିର ସଦସ୍ୟମାନେ ତଥା ଅତିଥିଙ୍କ ଗ୍ରହଣରେ ଶ୍ରଦ୍ଧା ଅନୁଷ୍ଠାନ ପରିସରରେ ଦୀପାବଳୀ ଉତ୍ସବ ପାଳିତ ହୋଇଯାଇଛି । ଶ୍ରଦ୍ଧାର
Read More...

ବିସ୍ମୟ ପୁରୁଷ ଚିତ୍ତରଞ୍ଜନ ଦାସଙ୍କ ଜୟନ୍ତୀ ଶତବାର୍ଷିକୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ସକ୍ରେଟିସ ଭାବେ ଅବହିତ ପ୍ରଫେସର ଚିତ୍ତରଞ୍ଜନ ଦାସ ବାସ୍ତବିକ ଜଣେ ବିସ୍ମୟ ପୁରୁଷ । ଜ୍ଞାନ ଜଗତର ସବୁ ପ୍ରସ୍ତ, ବହୁବିଧ ବିଷୟରେ ଗଭୀର ସଞ୍ଚାରଣ ଥିଲା ତାଙ୍କ ଆଦର୍ଶ । ସେ ମଣିଷ ଭିତରେ ଥିଲେ ସକଳ ଦେବଗୁଣର ଆଧାର ବୋଲି ଅତିଥିମାନେ ପ୍ରଫେସର
Read More...

ସେକ୍ଟର ୧୬ ଡିଏଭି ସ୍କୁଲ ଇଣ୍ଟ୍ରାକ୍ଟ କ୍ଲବ୍‌ର ଦ୍ୱିତୀୟ ପ୍ରତିଷ୍ଠାନ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୬ସ୍ଥିତ ଡିଏଭି ସ୍କୁଲ ଇଣ୍ଟ୍ରାକ୍ଟ କ୍ଲବର ଦ୍ୱିତୀୟ ପ୍ରତିଷ୍ଠାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଦୀପିକା ଇଂରାଜୀ ବିଦ୍ୟାଳୟର ପ୍ରାଥମିକ ବିଭାଗ ଉପଅଧୀକ୍ଷକ ଅଞ୍ଜଳି ଶତପଥି ଯୋଗ ଦେଇ ଖାଦ୍ୟ ନଷ୍ଟର କ୍ଷତି,
Read More...