Browsing Tag

rourakela news

ପୁରୀ-ରାଉରକେଲା ଦିନବେଳା ସ୍ୱତନ୍ତ୍ର ଟ୍ରେନ ସବୁଦିନିଆ ହେଉ : ଇଂ ଉତ୍ତମ କୁମାର ସାମଲ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାରେ ଭୁବନେଶ୍ୱର ଏବଂ ରାଉରକେଲାରେ ବଶ୍ୱକପ୍ ହକି ମ୍ୟାଚ ହେଉଥିବାରୁ ଭାରତୀୟ ରେଳବାଇ ପୁରୀ-ଭୂବନେଶ୍ୱର-ରାଉରକେଲା ମଧ୍ୟରେ ଦିନବେଳା ଏକ ସ୍ୱତନ୍ତ୍ର ଟ୍ରେନ ପ୍ରଚଳନ କରିଛନ୍ତି । ବହୁ ପୂର୍ବରୁ ଭୁବନେଶ୍ୱର ପଟୁ ସକାଳୁଆ ଏକ ଟ୍ରେନ ରାଉରକେଲାକୁ ପ୍ରଚଳନ
Read More...

ହାତିଆ ପଞ୍ଚାୟତ ଭବନରେ ଝାଡ଼ଖଣ୍ଡ ସରକାରଙ୍କ ଓଡ଼ିଆ ମାରଣ ନୀତି ବିରୁଦ୍ଧରେ ଲଢେଇ ଜୋରଦାର କରିବା ପାଇଁ ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଅପରାହ୍ନରେ ଚକ୍ରଧରପୁର ବ୍ଲକ ଅନ୍ତର୍ଗତ ହାତିଆ ଗାଆଁରେ ଓଡ଼ିଆ ଭାଷାଭାଷୀ ଲୋକ ଏକାଠି ଜମା ହୋଇ ହାତିଆ ପଞ୍ଚାୟତ ଭବନରେ ଝାଡ଼ଖଣ୍ଡ ସରକାରଙ୍କ ଓଡ଼ିଆ ମାରଣ ନୀତି ବିରୁଦ୍ଧରେ ଲଢେଇ ଜୋରଦାର କରିବା ପାଇଁ ଜରୁରୀ ବୈଠକରେ ଉପସ୍ଥିତ ହୋଇଥିଲେ । ଶୋକ
Read More...

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ମାତୃଭୂମି ଓ ମାତୃଭାଷା ପ୍ରତି ସମର୍ପିତ ପ୍ରାଣ ତଥା ଜୀବନର କବି ମଧୁସୂଦନ : ଶ୍ରୀ ପାଟ୍ଟଶାଣୀ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି
Read More...

ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରଥମ ଗ୍ଲୋବାଲ୍ ଆଲୁମନି ମିଟ୍ ଆସନ୍ତା ୨୯ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ପ୍ରଥମ ଗ୍ଲୋବାଲ୍ ଆଲୁମନି ମିଟ୍ ଆସନ୍ତା ୨୯ ତାରିଖରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ପ୍ରାକ୍ତନ ଛାତ୍ର
Read More...

ହିନ୍ଦ୍‌ ମଜଦୁର ସଭାକୁ ଅଧିକ କ୍ରିୟାଶୀଳ କରାଯିବ : ରବି ରଥ

ରାଉରକେଲା, (କେପିଏନ୍‌ଏସ୍‌) : ଭାରତ ବର୍ଷର ଅଗ୍ରଣୀ ଶ୍ରମିକ ସଂଗଠନ ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌)କୁ ଅଧିକ କ୍ରିୟାଶୀଳ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ରାଜ୍ୟ ଉପସଭାପତି ରବି ରଥ ଗୁରୁତ୍ୱାରୋପ କରିଛନ୍ତି । ସ୍ଥାନୀୟ ପାନ୍ଥ ନିବାସଠାରେ ଏଚ୍‌ଏମ୍‌ଏସ୍‌ ସହ
Read More...

ଝାଡ଼ଖଣ୍ଡରେ ଓଡ଼ିଆ ମାରଣ ଷଡ଼ଯନ୍ତ୍ର ବିରୁଦ୍ଧରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପୂର୍ବାହ୍ନରେ ପଶ୍ଚିମ ସିଂହଭୂମି ଜିଲ୍ଲାର ବନ୍ଦଗାଁ ବ୍ଲକ ଅନ୍ତର୍ଗତ କୁଡୈକଳା ରାଜକୀୟ ବୁନିଆଦି ବିଦ୍ୟାଳୟ ପ୍ରାଙ୍ଗଣରେ ବହୁସଂଖ୍ୟାରେ ଓଡ଼ିଆ ଭାଷାଭାଷୀମାନେ ଏକତ୍ରିତ ହୋଇ ଝାଡ଼ଖଣ୍ଡ ସରକାରଙ୍କ ଓଡ଼ିଆ ଭାଷା ପ୍ରତି ଅବହେଳା ବିରୁଦ୍ଧରେ ଏକ ସ୍ଵରରେ
Read More...

ରାଉରକେଲାରେ ସପ୍ତମ ପ୍ରାକ୍ତନ ସୈନିକ ଦିବସ ଓ ୭୫ତମ ଭାରତୀୟ ସେନା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ସୈନିକ ଭବନଠାରେ ସପ୍ତମ ପ୍ରାକ୍ତନ ସୈନିକ ଦିବସ ତଥା ୭୫ତମ ଭାରତୀୟ ସେନା ଦିବସ ଉପଲକ୍ଷେ ରାଉରକେଲା ପୂର୍ବତନ ସୈନିକ ସଂଘ ତରଫରୁ ପାଳନ କରାଯାଇଛି । ସଂଘ ଓ ଦି ନିଉରନ ମଲଟି ସ୍ପେସାଲିଷ୍ଟ କ୍ଲିନିକର ମିଳିତ ସହଯୋଗରେ ପୂର୍ବତନ ସୈନିକ ଓ
Read More...

ଓଡ଼ିଆ ଭାଷା ବିକାଶ ମଞ୍ଚର ଫକୀର ମୋହନ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚର ସଭାପତି ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ତତ୍ୱ ଓ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ସେକ୍ଟର- ୭ ସ୍ଥିତ ଫକୀର ମୋହନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ତାଙ୍କର
Read More...

ସୁନ୍ଦରଗଡ ପତଞ୍ଜଳି ଯୋଗ ସମିତିର ସୂର୍ଯ୍ୟ ନମସ୍କାର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ତରଫରୁ ସହରର ବିଭିନ୍ନ ସ୍ଥାନରେ ହକି ବିଶ୍ଵକପ୍ -୨୦୨୩କୁ ସ୍ୱାଗତ ଜଣାଇବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ଭାରତର ସଂସ୍କୃତି ଓ ବୈଦିକ ପରମ୍ପରା ଅନୁଯାୟୀ ସୂର୍ଯ୍ୟ ନମସ୍କାର ମାଧ୍ୟମରେ
Read More...

ରାଉରକେଲା ମହାବିଦ୍ୟାଳୟ ଓ ଡିଏଭି ପବ୍ଲିକ୍ ସ୍କୁଲ ତରଫରୁ ହକି ବିଶ୍ୱକପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ହକି ବିଶ୍ୱକପ୍ ଟ୍ରଫିକୁ ସେକ୍ଟର -୨ ବିଜୁ ପଟ୍ଟନାୟକ ଛକରେ ଭବ୍ୟ ସ୍ୱାଗତ କରାଯାଇଛି । ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟର ହକି
Read More...