Browsing Tag

rourakela news

କୋହିନୁର ସର୍କସର ଶୁଭାରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବର୍ଷର ଜଣାଶୁଣା କୋହିନୁର ସର୍କସ ପ୍ରଥମ ଥର ପାଇଁ ଇସ୍ପାତ ନଗରୀ ରାଉରକେଲାରେ ସେକ୍ଟର ୧୩ ଦୁର୍ଗାପୂଜା ମେଲଣ ପଡିଆଠାରେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏହି ସର୍କସରେ ପ୍ରଥମ ଥର ପାଇଁ ଆଫ୍ରିକା ଓ ଇଥିଓପିଆ
Read More...

ଓଡିଶା ସିତୋରିଓ କରାଟେ ଆସୋସିଏସନ୍‌ର ନୂତନ କେନ୍ଦ୍ର ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସିତୋରିଓ କରାଟେ ଆସୋସିଏସନ୍‌ର ନୂତନ କେନ୍ଦ୍ର ରାଉରକେଲା କ୍ଲବ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଆସୋସିଏସନ୍‌ର ମୁଖ୍ୟ କୋଚ ଧର୍ମେନ୍ଦ୍ର ସିଂଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସ୍‌ପିର ବରିଷ୍ଠ ପ୍ରବନ୍ଧକ ତଥା ଆରଏସ୍‌ପି
Read More...

ରାଉରକେଲା ଟ୍ୟାକ୍ସବାର ଆସୋସିଏସନର କନ୍‌ଫରେନ୍ସ ୨୦୨୩ ଆସନ୍ତା ୨୬ ଓ ୨୭ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଟ୍ୟାକ୍ସବାର ଆସୋସିଏସନ୍‌ର ଦୁଇଦିନିଆ ଜାତୀୟ ସମ୍ମିଳନୀ ୨୦୨୩ (ଜ୍ଞାନସେତୁ) ଚଳିତ ମାସ ୨୬ ଓ ୨୭ତାରିଖ ଦିନ ବେଦବ୍ୟାସ ସ୍ଥିତ ପାହାଡି ହୋଟେଲଠାରେ ଆୟୋଜନ କରିବ ବୋଲି ବ୍ରାହ୍ମଣୀକ୍ଲବଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି
Read More...

ପ୍ରଗତି ଉତ୍କଳ ସଂଘରେ ପଣ୍ଡିତ ନୀଳକଣ୍ଠ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପଣ୍ଡିତ ନୀଳକଣ୍ଠ ଦାସ ଥିଲେ ଏକାଧାରରେ ଜଣେ ସାହିତ୍ୟିକ, ରାଜନୀତିଜ୍ଞ, ଶିକ୍ଷାବିତ୍, ସ୍ୱାଧୀନତା ସଂଗ୍ରାମୀ ତଥା ସମାଜ ସଂସ୍କାରକ । ଓଡ଼ିଶାର ଏହି ଯୁଗ ଜନ୍ମା ମହାପୁରୁଷଙ୍କ ଜୟନ୍ତୀ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଉରକେଲାର ଅଗ୍ରଣୀ ସାହିତ୍ୟ -
Read More...

ସୁବର୍ଣ୍ଣରେଖା ଆନୁକୂଲ୍ୟରେ ଆତ୍ମରକ୍ଷା କୌଶଳ ଓ ବିପର୍ଯ୍ୟୟ ପ୍ରଶମନ ପାଇଁ ଉଦ୍ୟମ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣରେଖା ଆନୁକୂଲ୍ୟରେ ବ୍ୟାସ ଭବନ ପରିସରରେ ଏକ ସମୟୋପଯୋଗୀ ତଥା ଉପାଦେୟ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ଅନୁଷ୍ଠାନର ସଭାପତି ମନୋରଞ୍ଜନ ଦାସ ପୌରୋହିତ୍ୟତା
Read More...

ଲେଡିଲାୟନ ତରଫରୁ କିଶୋର କୁମାର ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ମହିଳା ସଂଗଠନ ଲେଡି ଲାୟନ ତରଫରୁ ରାଉରକେଲା କ୍ଲବଠାରେ କିମ୍ବଦନ୍ତୀ ଗାୟକ କିଶୋର କୁମାରଙ୍କ ୯୪ତମ ଜୟନ୍ତୀ ପାଳନ ସହିତ ସେ କଣ୍ଠଦାନ କରିଥିବା ଗୀତ ଗୁଡିକ ଗାୟନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷା ବନ୍ଦିତା ମହନ୍ତଙ୍କ ସଭାପତିତ୍ୱ ଓ ସାଧାରଣ
Read More...

ଜନ୍ମଦିନରେ ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ରାଜେନ୍ଦ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ନିଜ ଜନ୍ମ ଦିନରେ ସମାଜସେବୀ ତଥା ସଂଗଠକ ରାଜେନ୍ଦ୍ର ପ୍ରସାଦ ପଣ୍ଡା ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । ଆର୍‌ଜିଏଚ୍‌ଠାରେ ରକ୍ତ ଆବଶ୍ୟକ ହେଉଥିବା ଜଣେ ନାବାଳିକା ମଞ୍ଜୁ ମୁଣ୍ଡାରୀ (୧୬)ଙ୍କୁ ଶ୍ରୀ ପଣ୍ଡା ରକ୍ତଦାନ କରି ନିଜର ମହାନତା
Read More...

ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ-ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ଛେଣ୍ଡ୍ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାର ସଭାଗୃହରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ସମିତିର ସଭାନେତ୍ରୀ ସବିତା ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି
Read More...

ଲଗାଣ ବର୍ଷାରେ ବସ୍ତି ବାସିନ୍ଦାଙ୍କୁ ପଲିଥିନ ବାଣ୍ଟିଲେ ପ୍ରଶାନ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ବସ୍ତି ବାସିନ୍ଦାଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରିଆସୁଥିବା ସମାଜସେବୀ ପ୍ରଶାନ୍ତ ସେଠୀ ଲଗାଣ ବର୍ଷାରେ ପ୍ରଭାବିତ ଜନସାଧାରଣଙ୍କ ଦୁଃଖ ସମସ୍ୟା ବୁଝିବା ସହିତ ଆଜି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ତ୍ୱରିତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଲଘୁଚାପ
Read More...

ବିଶ୍ୱରଂଜନ ମିଶ୍ରଙ୍କ ବିୟୋଗରେ ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) :୧୯୭୭ ବ୍ୟାଚର ସଦସ୍ୟ ତଥା ଆର୍‌ଏସ୍‌ପିର ପ୍ରାକ୍ତନ କର୍ମଚାରୀ ବିଶ୍ୱରଂଜନ ମିଶ୍ରଙ୍କ ହୃଦଘାତରେ ପରଲୋକ ଘଟିଛି । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ମିଶ୍ର ରାଉରକେଲା ଇସ୍ପାତ କାରଖାନାର ଜଣେ କର୍ମଚାରୀ ଭାବେ କାର୍ଯ୍ୟକରି ୨୦୨୦ରେ ଅବସର ଗ୍ରହଣ କରିଥିଲେ ।
Read More...