Browsing Tag

rourakela news

ହମିରପୁର ଉନ୍ନୟନ ପରିଷଦର ୪ର୍ଥ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ଚତୁର୍ଥ ବାର୍ଷିକୋତ୍ସବ ସ୍ଥାନୀୟ ସାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡଃ ସୁମନ ଦତ୍ତଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ନିରଞ୍ଜନ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିସିବି
Read More...

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ବିଦ୍ୟୁତ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

ଜାତୀୟସ୍ତରୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଆସନ୍ତା ୯ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ମା' ବାଟ ମଙ୍ଗଳା ଷଷ୍ଠ ଜାତୀୟସ୍ତରୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଆସନ୍ତା ୯ ତାରିଖ ଦିନ ଜଗଦା ସ୍ଥିତ ମା' ବାଟ ମଙ୍ଗଳା ଶକ୍ତି ପୀଠଠାରେ ଅନୁଷ୍ଠିତ ହେବ ବୋଲି ରାଉରକେଲା କ୍ଲବଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଜଗଦା ସ୍ଥିତ ଜୟଦେବ
Read More...

ମାନବିକତା ପରିବାର ପକ୍ଷରୁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟକୁ ସଫଳ ସମ୍ପାଦନା କରିଥିବା ବରିଷ୍ଠ ନାଗରିକଙ୍କୁ ସମ୍ମାନ ପ୍ରଦାନ କରିଛି ମାନବିକତା ପରିବାର । ଆଜି ସାରା ବିଶ୍ୱରେ ବରିଷ୍ଠ ନାଗରିକ ଦିବସ ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳିତ ହେଉଛି । ଏ ସମାଜ
Read More...

ରାଜ୍ୟସ୍ତରୀୟ ବଡି ବିଲଡିଂ ପ୍ରତିଯୋଗିତା ଆସନ୍ତା ୨୭ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସମର୍ପଣ ଓ ଓଡିଶା ବଡି ବିଲଡିଂ ଆଣ୍ଡ ଫିଟ୍‌ନେସ୍‌ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ବଡି ବିଲଡିଂ ପ୍ରତିଯୋଗିତା ଆସନ୍ତା ୨୭ ତାରିଖ ଦିନ ଭଂଜଭବନଠାରେ ଅନୁଷ୍ଠିତ ହେବ ବୋଲି ରାଉରକେଲା କ୍ଲବରେ ଆୟୋଜିତ ଏକ ସାମ୍ବାଦିକ
Read More...

ଏସ୍‌ବିଆଇରେ ସ୍ୱାସ୍ଥ୍ୟ ସଚେତନତା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଆମ୍ରି ହସ୍ପିଟାଲ, ଭୁବନେଶ୍ୱର ଆନୁକୂଲ୍ୟରେ ଷ୍ଟେଟ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନେଇ ଏସ୍‌ବିଆଇ ରାଉରକେଲା ଟାଉନସିପ୍‌ ଶାଖାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଆର୍‌ବିଓ (ଏସ୍‌ବିଆଇ) ରାଉରକେଲାଙ୍କ ପ୍ରତ୍ୟକ୍ଷ
Read More...

ୟୁରୋପିଆନ ପ୍ରତିନିଧି ଦଳଙ୍କ ରାଉରକେଲା ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ୟୁରୋପିଆନ ପ୍ରତିନିଧି ଦଳ (ଜର୍ମାନୀ ଓ ଅଷ୍ଟ୍ରିଆ)ର ରାଷ୍ଟ୍ରଦୂତ ସେଠାକାର ସଂସ୍କୃତି ଓ ଶିକ୍ଷାର ଭାବ ବିନିମୟ ଉଦ୍ଦେଶ୍ୟରେ ରାଉରକେଲାଠାରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ପରିପେକ୍ଷୀରେ ସେଣ୍ଟ୍ରାଲ ପାର୍କଠାରେ ରୋଟାରୀ କ୍ଲବ
Read More...

ବାସନ୍ତୀ ପାଠାଗାରରେ ୭୭ତମ ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରା ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସର ତାପ୍ତର୍ଯ୍ୟ ବିଷୟରେ ଏକ ସଂକ୍ଷିପ୍ତ ଭାଷଣ ଦେବା ସଙ୍ଗେ ସଙ୍ଗେ ପାଠାଗାରରେ ଏହି ମାସରେ ସ୍କିଲ ଡେଭଲପମେଣ୍ଟ ଏବଂ କମ୍ପୁଟର ଶିକ୍ଷା ଦେବାର ବ୍ୟବସ୍ଥା
Read More...

ଆଦର୍ଶ ପାଠାଗାରର କାବ୍ୟସଂଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ସ୍ବାଧୀନତା ଦିବସ ଉପଲକ୍ଷେ କାବ୍ୟସଂଧ୍ୟା ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ
Read More...

ସ୍ୱାଧୀନତା ହିଁ ମାନବର ସର୍ବୋଚ୍ଚ ସମ୍ମାନ ଓ ଅଧିକାର : ଅକୃର ମାର୍ଥା

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ପତାଞ୍ଜଳି ଯୋଗ ପରିବାର ତରଫରୁ ରାଉରକେଲା ସେକ୍ଟର -୪ କମ୍ୟୁନିଟ ସେଣ୍ଟର୍ ଯୋଗ କେନ୍ଦ୍ର ପ୍ରାଙ୍ଗଣରେ ଏବଂ କମ୍ୟୁନିଟ ସେଣ୍ଟରର ମିଳିତ ସହଯୋଗରେ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ରାଜ୍ୟ ସହପ୍ରଭାରୀ ଅକୃର ମାର୍ଥା ଜାତୀୟ ପତାକା
Read More...