Browsing Tag

rourakela news

ରଘୁନାଥପାଲ୍ଲୀ ମହିଳା ବିଜୁ ଜନତା ଦଳ ପକ୍ଷରୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳା ବିଜୁ ଜନତା ଦଳ ପକ୍ଷରୁ ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମ ମହିଳା ସଭାନେତ୍ରୀ ଇନ୍ଦିରା ନାୟକଙ୍କ ନେତୃତ୍ୱରେ ରାଉରକେଲା ଭଞ୍ଜଭବନ ପରିସରରେ ହତ୍ସୋଉଲ୍ଲାସର ସହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲିର ବିଧାୟକ ସୁବ୍ରତ ତରାଇଙ୍କ
Read More...

ଶ୍ରଦ୍ଧାରେ ରକ୍ଷାବନ୍ଧନ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରଦ୍ଧାର ସ୍ଵତନ୍ତ୍ର ପିଲା (ମାନସିକ ଭିନ୍ନକ୍ଷମ ଛାତ୍ରଛାତ୍ରୀ), ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କମିଟି ସଭ୍ୟମାନଙ୍କ ମିଳିତ ସହଯୋଗରେ ମହାଆଡମ୍ବରରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥିଲା । ଦୀର୍ଘ ମାସକ ପୂର୍ବରୁ ଶ୍ରଦ୍ଧାର ଏହି ଦିବ୍ୟାଙ୍ଗ
Read More...

ବୈଶାଖୀ ସାହିତ୍ୟ ସଂସଦର ମେହେର ଜୟନ୍ତୀ ଓ ବର୍ଷା କବିତା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଲୋନୀ ସ୍ଥିତ ମଧୁସୂଦନ ପାଠାଗାର ପରିସରରେ ବୈଶାଖୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶହେ ବାଆଷଠି ଜନ୍ମ ଜୟନ୍ତୀ ପାଳନ ତଥା ବର୍ଷା କବିତା ଆସର କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଚିନ୍ମୟ ବିଦ୍ୟାଳୟର ନିଆରା ରାକ୍ଷୀ ପୂର୍ଣ୍ଣିମା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଚିନ୍ମୟ ବିଦ୍ୟାଳୟ, ଛେଣ୍ଡ ପରିସରରେ ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି । ରାକ୍ଷୀ ପୂର୍ଣ୍ଣିମା ଏକ ସମ୍ପର୍କର ଉତ୍ସବ । ଭଉଣୀ ଭାଇକୁ ରାକ୍ଷୀଟିଏ ବାନ୍ଧି ଦିଏ । ନିଜର ସ୍ନେହ ଓ ଭଲପାଇବାକୁ ଅଜାଡ଼ି ଦିଏ ଏହି ସମ୍ପର୍କର
Read More...

ଓଏସ୍‌ଏପି ଚତୁର୍ଥ ବାଟାଲିୟନ କ୍ୟାମ୍ପସରେ ଇନର ହୁଇଲ ରିଭରସାଇଡ ଦ୍ୱାରା ରକ୍ଷାବନ୍ଧନ ପର୍ବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରକ୍ଷାବନ୍ଧନ ଆମ ଦେଶ ଓ ଜାତିର ଏକ ପବିତ୍ର ପର୍ବ । ଭାଇ ହାତରେ ରାକ୍ଷୀ ବାନ୍ଧି ଭଉଣୀ ରକ୍ଷାକବଚର ପ୍ରତିଶ୍ରୁତି ପାଇଥାଏ । ଓଏସଏପି - ଓଡ଼ିଶାର ସ୍ଵତନ୍ତ୍ର ସଶସ୍ତ୍ର ଆରକ୍ଷୀ ବାହିନୀର ଅଧିକାରୀ ଓ ଜବାନ ଭାଇମାନେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାର ଦାୟିତ୍ୱ
Read More...

ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ବିକେ ଅଞ୍ଜଳି ଓ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ବିକେ ବିମଳା
Read More...

ମିରର ଫାଉଣ୍ଡେସନ ତରଫରୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ରକ୍ଷାବନ୍ଧନ ପର୍ବ ପାଳନ କରାଯାଇଛି । ଅନୁଷ୍ଠାନର ସଭାପତି ବିଶ୍ୱଜିତ ରାଉତଙ୍କ ନେତୃତ୍ୱ ଏବଂ ଉପ ସଭାପତି କାର୍ତ୍ତିକ ରାଉତଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ
Read More...

ସେୟାର ତରଫରୁ ଜାତୀୟ କ୍ରୀଡା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ କ୍ରୀଡା ଅନୁଷ୍ଠାନ ସେୟାର ତରଫରୁ ଜାତୀୟ କ୍ରୀଡା ଦିବସ ସେକ୍ଟର ୬ସ୍ଥିତ ବସ୍ତିଆ ମେମୋରିଆଲ ଟ୍ରଷ୍ଟଠାରେ ପାଳିତ ହୋଇଯାଇଛି । ସେୟାରର ଅଧ୍ୟକ୍ଷ ସରୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଦୀପ୍ତି ରଂଜନ ପ୍ରଧାନଙ୍କ
Read More...

ରାଉରକେଲା ଆଇନ ମହାବିଦ୍ୟାଳୟରେ ନୂତନ ଛାତ୍ରଙ୍କୁ ସ୍ୱାଗତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୧ ସ୍ଥିତ ରାଉରକେଲା ଆଇନ ମହାବିଦ୍ୟାଳୟରେ କଲେଜର ଅଧକ୍ଷ ଡ଼କ୍ଟର ଦେବେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ନୂତନ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାଗତ ଉତ୍ସବର ଆୟୋଜନ କରାଯାଇଥିଲା । ଉତ୍ସବରେ କଲେଜର ପୁରାତନ ଛାତ୍ର ସଂସଦର ସଭାପତି ଡ଼କ୍ଟର ସୁମନ
Read More...

ଇସ୍ପାତ ସାହିତ୍ୟ ସଂସଦରେ ଗଙ୍ଗାଧର ଜୟନ୍ତୀ, ପୁସ୍ତକ ଉନ୍ମୋଚନ, ପ୍ରତିଭା ସମ୍ମାନ ଓ କବିତା ପାଠ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ସଭାଗୃହରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜୟନ୍ତୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ୱାଳଙ୍କ ଆବାହକତ୍ୱରେ ଏବଂ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ
Read More...