Browsing Tag

rourakela news

ରାଷ୍ଟ୍ରୀୟ ସର୍ବଶ୍ରେଷ୍ଠ ଗୁରୁ ଓ ଶିଶୁ କଳାକାର ସମ୍ମାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ସେକ୍ଟର ୫ସ୍ଥିତ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟଠାରେ ରାଷ୍ଟ୍ରୀୟ ସର୍ବଶ୍ରେଷ୍ଠ ଗୁରୁ ଏବଂ ଶିଶୁ କଳାକାର ସମ୍ମାନ ୨୦୨୩ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର
Read More...

ରାଉରକେଲା କଲେଜରେ ଏକ ଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ସ୍ଥିତ ରାଉରକେଲା କଲେଜର ସଭା ଗୃହରେ ଭଜକୃଷ୍ଣ ସାରସ୍ବତ ସ୍ମୃତି ସଂସଦ ଏବଂ ଓଡ଼ିଆ ବିଭାଗର ମିଳିତ ଆନୁକୂଲ୍ୟରେ 'ମାୟାଧର ମାନସିଂହଙ୍କ ସୃଷ୍ଟି ସମୀକ୍ଷା' ଶୀର୍ଷକ ଏକ ଦିବସୀୟ ଜାତୀୟ ଆଲୋଚନାଚକ୍ର ଏବଂ 'ଶବ୍ଦ ସୁରଭି' ପତ୍ରିକାର ଶ୍ରୀ ଜଗନ୍ନାଥ ଓ
Read More...

ପ୍ରାଚୀନ ସାହିତ୍ୟକୁ ନୂତନ ସାମାଜିକ ରୂପ ଦେବାରେ ସିଦ୍ଧହସ୍ତ ଗଙ୍ଗାଧର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଓ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପରିଷଦର କାର୍ଯ୍ୟକାରୀ ସଭାପତି କୁଞ୍ଜବିହାରୀ ସାହୁଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ପରିସରରେ
Read More...

ଦୀପିକା ଇସ୍ପାତ ଶିକ୍ଷା ସଦନରେ ଗଙ୍ଗାଧରଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୮ ଦୀପିକା ଇସ୍ପାତ ଶିକ୍ଷା ସଦନ ଓ ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ସଦନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ସଦନର ପ୍ରଧାନ ଶିକ୍ଷକ ଶିଶିର
Read More...

ଆସନ୍ତା ୫ରେ ମାନବିକତାର ଗୁରୁଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ମାନବିକତା' ପରିବାର ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳରେ ତାର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ଆଗାମୀ ୫ତାରିଖ ଦିନ ଗୁରୁଦିବସକୁ ମହାସମାରୋହରେ ପାଳନ କରିବାକୁ ସ୍ଥିର କରିଛି ।
Read More...

ବାର୍ଷିକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ସବଡେଗା ବ୍ଲକର ଗାଇବିରା କଇଁସାର ଅଷ୍ଟ୍ରୋଟ୍ରଫ ପଡିଆଠାରେ ଚାଲିଥିବା ବାର୍ଷିକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତା ସଫଳତା ପୂର୍ବକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ମୁଖ୍ୟ ବାଲିଶଙ୍କରା କର ଜିଲ୍ଲା ପରିଷଦ ସଭ୍ୟ ବିନୋଦ କୁମାର କୁଜୁରଙ୍କ ଆବାହକତ୍ୱରେ
Read More...

ରୋଟାରୀ କ୍ଲବର ଖାଦ୍ୟ, ବସ୍ତ୍ର ଓ ଆର୍ଥିକ ସହାୟତା ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ରେଲୱେ କଲୋନୀ ନିକଟସ୍ଥ ଶାନ୍ତି ଭବନଠାରେ ପ୍ରାୟ ୧୩୫ ଜଣ ଅନ୍ତେବାସୀଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା । ରୋଟାରୀଆନ ସଂଧ୍ୟା ସାହୁ ଓ ରୋଟାରୀଆନ ଚମ୍ପାବତୀ ଅମାତଙ୍କ ପିଲାମାନଙ୍କ ଜନ୍ମ ଦିନ
Read More...

ବାସନ୍ତୀ ପାଠାଗାରର ନୂତନ କର୍ମକର୍ତ୍ତା ମନୋନୀତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ୨୦୨୩ରୁ ୨୦୨୫ ପର୍ଯ୍ୟନ୍ତ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି । ପାଠାଗାରର ସ୍ୱର୍ଗତ ସଭାପତି ପ୍ରଫେସର ଜେକେ ରାଓଙ୍କ ବିୟୋଗରେ ତଥା ଆଗାମୀ କାର୍ଯ୍ୟକ୍ରମ ଗୁଡିକୁ ଅଧିକ କ୍ରିୟାଶୀଳ କରିବା ପାଇଁ
Read More...

ଭାରତରେ ସାଇବର ଅପରାଧ ଉପରେ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ “ଭାରତରେ ସାଇବର ଅପରାଧ” ବିଷୟରେ ଏକ ଆଲୋଚନାଚକ୍ରର ଆୟୋଜନ କରଯାଇଥିଲା । ଅଧ୍ୟାପିକା ଡଃ ସଂପାଦିକା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ
Read More...

ପବିତ୍ର ରକ୍ଷା ବନ୍ଧନ ଉତ୍ସବରେ ପତାଞ୍ଜଳି ଯୋଗର ଭଉଣୀମାନେ ଭାଇଙ୍କ ଶୁଭ ମନାସି ହାତରେ ରାକ୍ଷୀ ବାନ୍ଧିଲେ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ଆନୁକୂଲ୍ୟରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ସେକ୍ଟର-୨୦ କମ୍ୟୁନିଟି ଯୋଗ କେନ୍ଦ୍ର ପରିସରରେ ପାଳନ କରାଯାଇଥିଲା । ଏହି ଅବସରରେ ଏହି ଉତ୍ସବକୁ ରାଜ୍ୟ ସହ ପ୍ରଭାରୀ ଅକୃର ମାର୍ଥା ବୈଦିକ ମନ୍ତ୍ର
Read More...