Browsing Tag

rourakela news

ବାସନ୍ତୀ ପାଠାଗାରର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାରର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୧୮ ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କେନ୍ଦ୍ରର ଯୋଗଗୁରୁ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଠାଗାରର ସଭାପତି ଡ଼ଃ. ଶକ୍ତିପ୍ରସାଦ
Read More...

ମ୍ୟୁଜିକ୍ ସର୍କଲର ବିଜୟା ଉତ୍ସବ ୨୦୨୪ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ 'ମ୍ୟୁଜିକ୍ ସର୍କଲ' ଆନୁକୂଲ୍ୟରେ ବିଜୟା ଉତ୍ସବ ୨୦୨୪ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବକୁ ଅବସରପ୍ରାପ୍ତ
Read More...

ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି, ସୁନ୍ଦରଗଡ ଜିଲ୍ଲାର ବୈଠକ ସେକ୍ଟର ୨୦ ସ୍ଥିତ କୋଏଲ ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ସ୍ୱାଇଁଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ବାପି ଦା ଫ୍ୟାନ୍ସ କ୍ଲବର ସଂଗୀତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂଆ କରି ଗଠିତ ହୋଇଥିବା ବାପି ଦା ଫ୍ୟାନ୍ସ କ୍ଲବ ତରଫରୁ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଆସନ୍ତାକାଲି ରାଉରକେଲା କ୍ଲବ୍‌ରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଚଳଚ୍ଚିତ୍ର ଜଗତର ଡିସ୍କୋ କିଙ୍ଗ୍ ଭାବେ ପରିଚିତ ବାପି ଲାହିରୀଙ୍କ ଉଦ୍ଦେଶ୍ୟରେ ଗଠିତ
Read More...

ମାନବ ସେବା ପ୍ରତିଷ୍ଠାନର ଶ୍ରଦ୍ଧା ଦାସଙ୍କ କୃତିତ୍ୱ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନ ରାଉରକେଲା ଆଶ୍ରମର ନବମ ଶ୍ରେଣୀ ଛାତ୍ରୀ ଶ୍ରଦ୍ଧା ଦାସ ଜିଲ୍ଲା ସ୍ତରୀୟ ମହକ ପ୍ରତିଯୋଗିତାରେ ହୋଇଥିବା ବକ୍ତୃତା କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନରେ କୃତିତ୍ୱ ଅର୍ଜନ କରି ରାଜ୍ୟସ୍ତରୀୟ ମହକ କାର୍ଯ୍ୟକ୍ରମ ପାଇଁ
Read More...

ରାଉରକେଲାର ଶ୍ରୁତିକା ବିଶ୍ୱ ତାଏକୋଣ୍ଡୋ ପ୍ରତିଯୋଗିତା ପାଇଁ ମନୋନୀତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହଂକଂରେ ହେବାକୁ ଥିବା ବିଶ୍ୱ ତାଏକୋଣ୍ଡୋ ଚାମ୍ପିଅନସିପରେ ଭାରତରୁ ଶ୍ରୁତିକା ଦେବେସୀ ପ୍ରତିନିଧିତ୍ଵ କରିବେ ବୋଲି ସୂଚନା ମିଳିଛି । ୧୭ ବର୍ଷରୁ କମ୍ ବର୍ଗରେ ସେ ମନୋନୀତ ହୋଇଛନ୍ତି । ସୂଚନାଯୋଗ୍ୟ
Read More...

ଖଣ୍ଡାୟତ କ୍ଷତ୍ରିୟ ମହାସଭାର କାର୍ଯ୍ୟାଳୟ ଉଦ୍‌ଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ପରିବର୍ଦ୍ଧିତ କାର୍ଯ୍ୟାଳୟକୁ ମହାସଭାର ସଭାପତି ତଥା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ଏହା ସହ ଶ୍ରୀ
Read More...

ଶିବ ଚରଣ ବୋଇତି ସେବା ସମ୍ମାନ ପାଇଲେ କର୍କଟ ରୋଗ ବିଶେଷଜ୍ଞ ଡ଼ଃ. ଘନଶ୍ୟାମ ବିଶ୍ୱାସ

କର୍କଟ ରୋଗ ଉପରେ ବିଶେଷ ଆଲୋଚନା ଚକ୍ର ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ୟାମ ଅନୁ ଦେବକୀ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ବିଶିଷ୍ଟ ଶ୍ରମିକ ନେତା, ସମାଜସେବୀ ତଥା ଟ୍ରଷ୍ଟର ପ୍ରତିଷ୍ଠାତା ସ୍ୱର୍ଗତ ଶିବ ଚରଣ ବୋଇତିଙ୍କ ଦ୍ଵିତୀୟ ପୂଣ୍ୟ ତିଥି ପାଳନ ସେକ୍ଟର-୧୯ ସ୍ଥିତ ସିଭିକ ସେଣ୍ଟର
Read More...

ଡିସୌଜା ସ୍କୁଲର ୬୬ତମ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ଡିସୌଜା ସ୍କୁଲର ୬୬ତମ ବାର୍ଷିକୋତ୍ସବ ପାଳନ କରାଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଆଲେକଜାଣ୍ଡାର ଡିସୌଜା, ନିର୍ଦ୍ଦେଶିକା ଆନାବୋଲା ଡିସୌଜା, ମହାପ୍ରବନ୍ଧକ ସିଦ୍ଧାର୍ଥ ରଥ, ଅଧ୍ୟକ୍ଷା ଜୟୋତି ଗୁରୁୱରା, ସହ ଅଧ୍ୟକ୍ଷା ଜୟିତା ନାୟକ ପ୍ରମୁଖ
Read More...

ଆଇନ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟରେ "ଜାତୀୟ ସମ୍ବିଧାନ ଦିବସ "ପାଳିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷା ଡ଼ଃ. ସମ୍ପାଦିକା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ସଭାର ଆୟୋଜନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଫିସ
Read More...