Browsing Tag

rourakela news

ପ୍ରଗତି ଉତ୍କଳ ସଂଘର ମୋ ପ୍ରିୟ କବି ଓ କବିତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘର ମୋ ପ୍ରିୟ କବି ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ନବବର୍ଷ ଦିନ ଭଳି ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ
Read More...

ସ୍ୱର୍ଗତ ବାସୁଦେବ ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଜଣାଶୁଣା ସମାଜସେବୀ ତଥା ରାଉରକେଲା ଯାଦବ ସମାଜର ଦକ୍ଷ ସଂଗଠକ ସ୍ୱର୍ଗତ ବାସୁଦେବ ନାୟକଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ବିଦ୍ୟାଧର ବାରିକ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସେକ୍ଟର ୧୪ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରାଙ୍ଗଣରେ
Read More...

ଖ୍ରୀଷ୍ଟିଆନ ଆସୋସିଏସନ୍‌ର ୪୦ତମ ଖ୍ରୀଷ୍ଟମାସ ମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ଖ୍ରୀଷ୍ଟିଆନ ଆସୋସିଏସନ୍ ତରଫରୁ ଦୁଇ ଦିନ ଧରି ଖ୍ରୀଷ୍ଟମାସ ମିଳନ ମିଶନ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ପ୍ରାକ୍ତନ କାଉନସିଲର ରସିଦ ଆସ୍‌ଲମ୍‌ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ଅଜୟ ଖାଲଖୋ ସ୍ୱାଗତ ଭାଷଣ
Read More...

ସେକ୍ଟର ୬ ସରକାରୀ ହାଇସ୍କୁଲରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ସ୍ଥିତ ସରକାରୀ ହାଇସ୍କୁଲର ୪୮ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ସ୍କୁଲ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ରଙ୍କ ସଭାପତିତ୍ୱ ଓ ଶିକ୍ଷକ ନିରଞ୍ଜନ ପରିଡ଼ାଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ଧାମରା ସଂଘ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଧାମରା ସଂଘ ପକ୍ଷରୁ ଛେଣ୍ଡସ୍ଥିତ ନିଜସ୍ଵ କାର୍ଯ୍ୟାଳୟ ପରିସରରେ ହୋଇଯାଇଛି । ଉଦ୍‌ଘାଟକ ଭାବେ ଅବସର ପ୍ରାପ୍ତ ଶିକ୍ଷକ ବିଜୟ କୁମାର ସାହୁ ଉଦ୍‌ଘାଟନ କରିଥିଲେ ଯେ ଧାମରା ସଂଘ ଏକ ଅନନ୍ୟ ଅନୁଷ୍ଠାନ,
Read More...

ହମିରପୁର ଉନ୍ନୟନ ପରିଷଦର ପବିତ୍ର ଖ୍ରୀଷ୍ଟମାସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ବେନ୍‌ଡିକ ଲାକ୍ରାଙ୍କ ବାସଭବନରେ ପବିତ୍ର ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ଏକ ବନ୍ଧୁମିଳନର ଆୟୋଜନ କରାଯାଇଥିଲା । ପରିଷଦର ସଭାପତି ଡ଼ଃ ସୁମନ ଦତ୍ତଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ନିରଞ୍ଜନ ଦାସଙ୍କ ଆବାହକତ୍ଵରେ
Read More...

ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ବାର୍ଷିକ ସାଧାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଧୁନିକତା ସହ ତାଳ ଦେବ ଅର୍ବାନ ବ୍ୟାଙ୍କ । ବ୍ୟାଙ୍କ ପରିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ସଭାପତି ଦିଲ୍ଲିପ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ଗ୍ରାହକଙ୍କ ପାଇଁ ବ୍ୟାଙ୍କର ବହୁ ଶୀଘ୍ର ଏଟିଏମ୍‌
Read More...

ଗଣମାଧ୍ୟମ ପେଶାରେ ଦକ୍ଷତା ଆଣିବାରେ ଅନ୍ତର୍ନିହିତ ଶକ୍ତି ମୁଖ୍ୟ ଅସ୍ତ୍ର ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟଠାରେ ସାମ୍ବାଦିକମାନଙ୍କୁ ନେଇ ଏକ ଆଲୋଚନାଚକ୍ର "ଗଣମାଧ୍ୟମ ପେଶାରେ ଦକ୍ଷତା ଆଣିବାରେ ଅନ୍ତର୍ନିହିତ ଶକ୍ତି ମୁଖ୍ୟ ଅସ୍ତ୍ର" ଅନୁଷ୍ଠିତ ହୋଇଯାଇଛି । ବିକେ ଅଞ୍ଜଳୀଙ୍କ ଆବାହକତ୍ଵ ଓ
Read More...

ନାଗରିକ ସୁରକ୍ଷା କମିଟିର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ନାଗରିକ ସୁରକ୍ଷା କମିଟି ତରଫରୁ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ନେଇ ଏକ ବୈଠକ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଉରକେଲା ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ଏମ୍ସ ଦ୍ଵାରା ପରିଚାଳନା, ପ୍ରଧାନମନ୍ତ୍ରୀଙ୍କ
Read More...

ଓକା ମହୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡିଶା ସଂସ୍କୃତି କଳା ଏକାଡେମୀ ପକ୍ଷରୁ ଜୟଦେବ ଭବନ ପରିସରରେ ଓକା ମହୋତ୍ସବ ଓ ଜାତୀୟସ୍ତରୀୟ ଓଡିଶୀ ନୃତ୍ୟ ଓ ଲୋକ ସଂଗୀତ ନୃତ୍ୟ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି । ସଙ୍ଗୀତ
Read More...