Browsing Tag

rourakela news

ଶ୍ରୀ ଜୟଦେବ ଓ ରଜତ ଜୟନ୍ତୀ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ଗୀତିକବି ସମାଜ, ରାଉରକେଲା ତରଫରୁ ରଜତ ଜୟନ୍ତୀ ଉପଲକ୍ଷେ ଶ୍ରୀ ଜୟଦେବ ଜୟନ୍ତୀ ଜଗଦା ସ୍ଥିତ ବାଟ ମଙ୍ଗଳା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ସମାଜର ସଭାପତି ଶିକ୍ଷାବିତ୍ ତାରିଣୀ ଚରଣ ସାହୁଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଭୋଳେଶ୍ୱର
Read More...

ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭାର ଚୈତ୍ର ମହୋତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଓଡ଼ିଶା କୈବର୍ତ୍ତ ସମାଜର ଯୋବ୍ରା କଟକ ଅନୁବନ୍ଧିତ କଟକ ମହାନଗର କୈବର୍ତ୍ତ ସମାଜ ଆନୁକୂଲ୍ୟରେ ଚୈତ୍ର ମହୋତ୍ସବ ଦୁଇଦିନ ଧରି ପାଳିତ ହୋଇଯାଇଛ । ପ୍ରଥମ ଦିନ ମହାନଗରର ବିଭିନ୍ନ ସାହିରୁ ସାତଟି ଇଷ୍ଟଦେବୀ ମା' ବାସେଳୀଙ୍କୁ ଶୋଭାଯାତ୍ରାରେ ଅଣାଯାଇ
Read More...

ରାଉରକେଲା ବିମାନ ଯାତ୍ରୀ ହନ୍ତସନ୍ତ ବିକାଶ ମଞ୍ଚର ଉଦ୍‌ବେଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତକାଲି ହଠାତ ଶେଷ ମୁହୂର୍ତ୍ତରେ ରାଉରକେଲା - ଭୁବନେଶ୍ୱର ଓ କଲିକତାକୁ ଚଳାଚଳ କରୁଥିବା ଏଲାଇନ୍ସ ଏଆର୍‌ଲାଇନ୍ସର୍‌ ବିମାନରେ ଯାନ୍ତ୍ରିକ ତ୍ରୁଟି ଘୋଷଣା କରି ଏଆର୍‌ଲାଇନ୍ସ କର୍ତ୍ତୃପକ୍ଷ ଚୁପ୍‌ ହୋଇ ବସିଯିବାରୁ ବିମାନରେ ଯାତ୍ରା କରିବାକୁ ଥିବା ଶହଶହ
Read More...

ଦ ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ମାତୃ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଆଜି ସମ୍ପୂର୍ଣ୍ଣା ଅନୁଷ୍ଠାନରେ ମାତୃ ଦିବସ ପାଳନ କରାଯାଇଛି । ଏହାସହ ସମ୍ପୂର୍ଣ୍ଣା ଅନୁଷ୍ଠାନରେ ଥିବା ମହିଳା ମାନଙ୍କ ସହ ମାତୃ ଦିବସ ପାଳନ କରାଯିବା ସହ
Read More...

ଓଡ଼ିଆ ଭାଷା ବିକାଶ ମଞ୍ଚର କାର୍ଲମାର୍କସ ଜୟନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଗଣତନ୍ତ୍ର ଓ ବୈଜ୍ଞାନିକ ସମାଜବାଦର ଯୁଗଳବନ୍ଦୀ ହିଁ ଗଣତନ୍ତ୍ରକୁ ସୁରକ୍ଷିତ ରଖି ପାରିବ । ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲ୍‌ଚରାଲ୍‌ ଏକାଡେମୀ ପରିସରରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଏବଂ ସଭାପତି ପ୍ରଶାନ୍ତ କୁମାର
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ରକ୍ତଦାନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ଏକ ରକ୍ତଦାନ କାର୍ଯ୍ୟକ୍ରମ ଆଇଜିଏଚ୍‌ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା । ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର କୁମାର ସେଠୀ,
Read More...

ଭି. କେ. ପାଣ୍ଡିଆନଙ୍କ ରାଉରକେଲାରେ ପ୍ରଚାର

ରାଉରକେଲା, (ସସ୍ମିତା ପ୍ରଧାନ) : ନବୀନ ଓଡ଼ିଶା ଅଧ୍ୟକ୍ଷ ତଥା ବିଜେଡିର ଷ୍ଟାର୍‌ ପ୍ରଚାରକ ଭି. କେ. ପାଣ୍ଡିଆନ୍‌ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀର ସେକ୍ଟର -୨ ଦୁର୍ଗାପୂଜା ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେଇଥିଲେ । ଏହି ଅବସରରେ ନିଜ ଅଭିଭାଷଣରେ ନବୀନ ବାବୁଙ୍କ ରଘୁନାଥପାଲିକୁ ଭଲ
Read More...

ଜୁଏଲ ଓରାମ ଓ ଦୁର୍ଗା ତନ୍ତୀଙ୍କ ମାରାଥନ୍ ପଦଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟିର ଦଳୀୟ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ ଓ ରଘୁନାଥପାଲୀ ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି ଆଜି ସେକ୍ଟର -୧୬ ଜଗନ୍ନାଥ ପଲ୍ଲିରୁ ପଦଯାତ୍ରା ଆରମ୍ଭ କରି ପିଏଚ୍‌ କଲୋନୀ ପର୍ଯ୍ୟନ୍ତ ଘର ଘର
Read More...

ଅକ୍ଷୟ ତୃତୀୟାରେ ପଣା ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଆମ୍ବାଗାନ ଛକ ଠାରେ ନିଖିଳ ଉତ୍କଳ କୈବର୍ତ୍ତ ସମାଜ ତରଫରୁ ପଥଚାରୀଙ୍କ ପାଇଁ ପଣା ବଣ୍ଟନ କରାଯାଇଥିଲା । କୈବର୍ତ୍ତ ସମାଜର ଉପଦେଷ୍ଟା ଜଗବନ୍ଧୁ ବେହେରା ଓ ସାଧାରଣ ସମ୍ପାଦକ ଭ୍ରମରବର ବେହେରାଙ୍କ ଆବାହକତ୍ଵରେ ଆୟୋଜିତ ଏହି
Read More...

ହାପି ମୋମେଣ୍ଟସ୍‌ ଓ ସିଆଇଏସ୍‌ଏଫ ତରଫରୁ ରକ୍ତଦାନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍‌ ଓ ଆର୍‌ଏସ୍‌ପିର ସିଆଇଏସ୍‌ଏଫର ମିଳିତ ଆନୁକୂଲ୍ୟରେ ଆଇଜିଏଚ୍‌ ଠାରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...