Browsing Tag

rourakela news

ସଚ୍ଚିଦାନନ୍ଦ ସ୍ମୃତି ସମିତିର ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସଚ୍ଚିଦାନନ୍ଦ ସ୍ମୃତି ସମିତି, ଛେଣ୍ଡ ତରଫରୁ ଓଡିଆ ସାହିତ୍ୟର ପ୍ରଥିତଯଶା କବି ଜଗନ୍ନାଥ ଦାସଙ୍କ ସମ୍ପର୍କରେ ଆଲୋଚନାଚକ୍ର ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମିତିର ଆବାହିକା ଶର୍ମିଷ୍ଠା କବି ଶତପଥୀଙ୍କ
Read More...

ପୁଣି ପଦାକୁ ଆସିଲା ଲାଠିକଟା ତହସିଲର କାରନାମା : ଜମି ମାଲିକଙ୍କୁ ନଜଣାଇ ଜମି ବିକ୍ରୀ ହୋଇଥିବା ଅଭିଯୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ଉପଖଣ୍ଡ ଅଞ୍ଚଳରେ ଥିବା ଲାଠିକଟା ତହସିଲ ଅଧୀନରେ ଥିବା ଗର୍ଜନ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗର୍ଜନ ଗ୍ରାମରେ ରହୁଥିବା ଜନ୍ମେଜୟ ପାତ୍ର ନାମରେ କାଲୁଙ୍ଗା ରାଜସ୍ୱ ନିରୀକ୍ଷକଙ୍କ ଅଧୀନରେ ଥିବା ଖାତା ନମ୍ବର : ୨୦୦/୨୭୫ ଏବଂ ପ୍ଲଟ ନମ୍ବର୧୧୧୬ ରେ
Read More...

ମଧୁବାବୁଙ୍କ ୯୩ ତମ ଶ୍ରାଦ୍ଧ ବାର୍ଷିକୀ ପ୍ରଗତି ଉତ୍କଳ ସଂଘ ଦ୍ଵାରା ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୩ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପ୍ରଗତି ଉତ୍କଳ ସଂଘର ବରିଷ୍ଠ କର୍ମକର୍ତ୍ତାଗଣ ସକାଳେ ମଧୁସୂଦନ ମାର୍ଗ ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ମାଲ୍ୟାର୍ପଣ
Read More...

ବିଦ୍ୟୁତ୍ କଲୋନୀ ଉଚ୍ଚ ବିଦ୍ୟାଳୟର ୩୪ତମ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ତରକେରା ସ୍ଥିତ ବିଦ୍ୟୁତ୍ କଲୋନୀ ଉଚ୍ଚ ବିଦ୍ୟାଳୟର ୩୪ତମ ବାର୍ଷିକୋତ୍ସବ ଓ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ସିଂହଙ୍କ ଆବାହକତ୍ୱ, ସ୍କୁଲ ପରିଚାଳନା କମିଟିର ସଭାପତି
Read More...

ରାଉରକେଲା ପୁସ୍ତକ ମହୋତ୍ସବ ଉଦଘାଟିତ : ଉତ୍କଳ ମେଲ ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଭଞ୍ଜ କଲ୍‌ଚରାଲ୍ ଟ୍ରଷ୍ଟ ଓ ରାଉରକେଲା ଇସ୍ପାତ କାରଖାନା ସହଯୋଗରେ ଆୟୋଜିତ ରାଉରକେଲା ପୁସ୍ତକ ମହୋତ୍ସବ ଭଞ୍ଜଭବନ ପ୍ରାଙ୍ଗଣରେ ଉଦଘାଟିତ ହୋଇଛି । ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉତ୍ସବକୁ
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ଷଷ୍ଠତମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସେକ୍ଟର ୬ ସ୍ଥିତ ଇସ୍ପାତ ସରୋବର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର
Read More...

ପରିତ୍ୟକ୍ତ ଚେକ ଡ୍ୟାମର ପୁନରୁଦ୍ଧାର ଏବଂ ସମ୍ପ୍ରସାରଣ ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ବିଧାୟକ ଦୁର୍ଗା ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ବର୍ଷା ସମୟରେ ପାହାଡ଼ରୁ ନିର୍ଗତ ପାଣିର ପ୍ରଖର ସ୍ରୋତର ତାଣ୍ଡବରୁ ପାହାଡ଼ର ପାଦଦେଶରେ ବସବାସ କରୁଥିବା ଆବାଳ ବୃଦ୍ଧବନିତାଙ୍କୁ ରକ୍ଷା କରିବା ସହିତ ପାହାଡରୁ ନିର୍ଗତ ଜଳ ଏବଂ ବର୍ଷା ଜଳକୁ ସଂରକ୍ଷିତ କରି ଜଳସେଚନ ଯୋଜନା ମାଧ୍ୟମରେ ଆଖପାଖର ଚାଷଜମିକୁ
Read More...

ବିଧାୟକଙ୍କ ସହଯୋଗ ଫଳରେ ଚିକିତ୍ସା ପାଇଁ କଟକ ଗଲେ ମିଟୁ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୧୬ ରେ ରହୁଥିବା ମିଟୁ ଗୌଡ଼ ଗତ ପ୍ରାୟ ୬ମାସ ତଳେ କୌଣସି ଏକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଭାବେ ଆହତ ହୋଇ କଟକରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।
Read More...

ରଶ୍ମିପ୍ରଭା ପତ୍ରିକା ପକ୍ଷରୁ ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରରୁ ଗତ କିଛିବର୍ଷ ଧରି ପ୍ରକାଶିତ ତ୍ରୟମାସିକ ସାହିତ୍ୟ ପତ୍ରିକା ରଶ୍ମିପ୍ରଭା ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସେକ୍ଟର-୭ ସ୍ଥିତ ଇସ୍ପାତ ସାହିତ୍ୟ ସଂସଦ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମ
Read More...

ରାଉରକେଲା ପାନପୋଷ ରୋଡର ମା’ ତାରିଣୀଙ୍କ ୪୭ତମ ଜନ୍ମବାର୍ଷିକୀ ଓ ଅଷ୍ଟ ପ୍ରହରୀ ନାମଯଜ୍ଞ

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ରୋଡରେ ଥିବା ମା' ତାରିଣୀଙ୍କ ୪୭ତମ ଜନ୍ମବାର୍ଷିକୀ ପାଳନ ଅବସରରେ, ମନ୍ଦିର ପରିସରରେ ଅଷ୍ଟ ପ୍ରହରୀ ନାମଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ତିନି ଦିନିଆ କାର୍ଯ୍ୟକ୍ରମ ପାଇଁ ମନ୍ଦିର କମିଟି ପକ୍ଷରୁ ମାଆ ତାରିଣୀଙ୍କ ମନ୍ଦିରକୁ
Read More...