Browsing Tag

rourakela news

ଦକ୍ଷିଣ ରାଉରକେଲାରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଆଇ ଡି ଏଲ ସମାଜ ମଙ୍ଗଳ କେନ୍ଦ୍ର ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ
Read More...

ଜୀବନବୀମା ନିଗମ, ଅବସରପ୍ରାପ୍ତ ଅଫିସର ସଂଘର ସ୍ୱତନ୍ତ୍ର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସର୍ବଭାରତୀୟ ଜୀବନ ବୀମା ପ୍ରଥମ ଶ୍ରେଣୀ ଅବସରପ୍ରାପ୍ତ ଅଫିସର ସଂଘର ଓଡିଶା ଶାଖା ଅଧିନସ୍ଥ ସମ୍ବଲପୁର ମଣ୍ଡଳ ୟୁନିଟ ତରଫରୁ ରାଉରକେଲା ଠାରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଶାଖାର କାର୍ଯ୍ୟକାରୀ ସଦସ୍ୟ ନୃସିଂହ ଚରଣ ବିଶ୍ଵାଳଙ୍କ
Read More...

ବିଜୁବାବୁଙ୍କୁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ମହାନ ଜନନାୟକ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସହରର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ ଆଜି
Read More...

ଝିରପାଣିରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜୁ ପଟ୍ଟନାୟକ ଜୟନ୍ତୀ ଉପଲକ୍ଷେ ମାଁ ସର୍ବମଙ୍ଗଳା ଚାରିଟେବୁଲ ଟ୍ରଷ୍ଟ ଓ ହାଇଟେକ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଝିରପାଣି ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି ।
Read More...

ସ୍ଥାପତ୍ୟଙ୍କ ଦ୍ୱିଦିବସୀୟ ଜାତୀୟ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) ଦି ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟର ରାଉରକେଲା ଶାଖା ଓ ଏନ୍ଆଇଟି ତରଫରୁ ମିଳିତ ଆନୁକୂଲ୍ୟରେ ଏ ଏନ୍ ପଟେଲ ମେମୋରିଆଲ ହଲ୍ ଠାରେ ସ୍ଥାପତ୍ୟ ମାନଙ୍କର ଦ୍ୱିଦିବସୀୟ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ " ଟ୍ରେଣ୍ଡସ୍ ଇନ୍ ଆଡଭାନ୍ସ
Read More...

ପ୍ରଫେସର ଡ଼ଃ ଶଶିକାନ୍ତ ଆଚାର୍ଯ୍ୟଙ୍କ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଫେସର ଡକ୍ଟର ଶଶିକାନ୍ତ ଆଚାର୍ଯ୍ୟ ଆଉ ଆମ ଗହଣରେ ନାହାନ୍ତି । ଡକ୍ଟର ଆଚାର୍ଯ୍ୟ ୧୯୪୦ ମସିହାରେ ଜଗତସିଂହପୁର ଜିଲ୍ଲାର ସରିଆବରପାଟଣାରେ ଜନ୍ମ ଗ୍ରହଣ କରିଥିଲେ । ଅଲଣାହାଟ ହାଇସ୍କୁଲ ରେ ପଢିବା ଦିନଠାରୁ ସମାଜସେବା ପ୍ରତି ଆଗ୍ରହୀ ହୋଇଥିଲେ ।
Read More...

ଚଳିତବର୍ଷ ବାସନ୍ତୀ ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହର ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ସ୍ଥିତ ବାସନ୍ତୀ ପରିଷଦର ବାସନ୍ତୀ ପୂଜା ପଡିଆରେ ନିରନ୍ତର ଭାବେ ମା ବାସନ୍ତୀ ଦୁର୍ଗା ପୂଜା ୪୯ ବର୍ଷ ଧରି ପାଳନ କରିଆସୁଛି । ଚଳିତ ବର୍ଷ ମାଁ ଙ୍କର ପୂଜା ୫୦ ବର୍ଷରେ ପଦାର୍ପଣ କରୁଥିବା ବେଳେ ସୁବର୍ଣ୍ଣ ଜୟନ୍ତୀକୁ ଧୂମଧାମରେ ପାଳନ ପାଇଁ ସମସ୍ତ
Read More...

ରାଉରକେଲାରେ ମାଲବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡର ସୋ’ ରୁମ୍ ଉଦ୍‌ଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡର ଷଷ୍ଠ ସୋ' ରୁମ୍ ରାଉରକେଲାର ଉଦିତନଗର ଠାରେ ଉଦ୍‌ଘାଟିତ ହୋଇଯାଇଛି । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ଅତିଥି ଭାବେ ଯୋଗଦେଇ ସୋ' ରୁ୍ୱକୁ
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ଅଜୟ ପ୍ରଧାନଙ୍କ ଆବାହକତ୍ୱ ଓ ସାଂସ୍କୃତିକ
Read More...

ସରକାରୀ ନୋଡାଲ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଫେବୃୟାରୀ ୨୮ କୁ ଜାତୀୟ ବିଜ୍ଞାନ ଦିବସ ରୂପେ ସେକ୍ଟର ୬ ସରକାରୀ ନୋଡାଲ ବିଦ୍ୟାଳୟ ଓ ବିଜ୍ଞାନ ଚେତନା ମଞ୍ଚ ପକ୍ଷରୁ ମିଳିତ ଭାବରେ ପାଳନ କରାଯାଇଛି । ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ସାର୍ ସି.ଭି ରମଣଙ୍କ 'ରମଣ ପ୍ରଭାବ'
Read More...