ସରକାରୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ ପାଳନ
ରାଉରକେଲା, (ସସ୍ମିତା ପ୍ରଧାନ) : ନିୟାବଜାର ସରକାରୀ ଉଚ୍ଚବିଦ୍ୟାଳୟ ଓ ଓଡିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ, କୂଳବୃଦ୍ଧ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ, ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ମିନତି ବେହେରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମଧୁସୂଦନ ଦାସଙ୍କ!-->…
Read More...
Read More...