Browsing Tag

rourakela news

ଚିନ୍ମୟ ପବ୍ଲିକ ସ୍କୁଲର ୨୪ତମ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସାରନଗରୀ ସ୍ଥିତ ଚିନ୍ମୟ ପବ୍ଲିକ ସ୍କୁଲର ୨୪ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ନିର୍ଦ୍ଦେଶକ ତ୍ରିନାଥ ଦାଶ ମୋହନୀଙ୍କ ଅଧ୍ୟକ୍ଷତା, ସମ୍ପାଦିକା ପ୍ରତିଭା ଦାଶ ମୋହନୀଙ୍କ ଆବାହକତ୍ୱ ଓ ଶିକ୍ଷୟିତ୍ରୀ ପୁନମ ଶର୍ମାଙ୍କ
Read More...

ଶ୍ରମିକ ବିରୋଧୀ ଶ୍ରମ କୋର୍ଡ଼ ବାତିଲ, ମନରେଗା ବଞ୍ଚାଅ ଓ ଅନ୍ୟାନ୍ୟ ଦାବି ନେଇ ଦେଶ ବ୍ୟାପି ସାଧାରଣ ଧର୍ମଘଟ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଭିନ୍ନ ଟ୍ରେଡ ୟୁନିୟନ ସମେତ କଂଗ୍ରେସ ସମର୍ଥନରେ ଆଜି ଦେଶ ବ୍ୟାପି ଧର୍ମଘଟର ଡାକରା ଦିଆଯାଇଛି । ସିଆଇଟିୟୁ, ଆଇଏନଟିୟୁସି, ଏଚ୍ଏମ୍ଏସ୍ଆଇୟୁସି, ଏଆଇସିସିଟିୟୁ, ଏଆଇୟୁଟିୟୁସି, ଜିଏମ୍ଏମ୍, ସିଇଏଆର, ଇଣ୍ଡିପେଣ୍ଡେଣ୍ଟ ନ୍ୟାସନାଲ ଫେଡେରେସନ ସହ ସଂଯୁକ୍ତ
Read More...

ନିଶାମୁକ୍ତ ପାଇଁ ସଚେତନତା ପଦଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ଉପଜିଲ୍ଲାପାଳ କାର୍ଯ୍ୟାଳୟ ପାନପୋଷ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ ଉପଲକ୍ଷେ ଏକ ସଚେତନତା ପଦଯାତ୍ରା ଆୟୋଜନ କରଯାଇଥିଲା । ଏହି ରାଲି ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଆର୍‌ଏମ୍‌ସି କାର୍ଯ୍ୟାଳୟ ଦେଇ ସହର ପରିକ୍ରମା କରିଥିଲା । ପାନପୋଷ
Read More...

ଏନ୍‌ଆଇଟି ରାଉରକେଲା ଫୁଡ୍ ଟେକ୍ନୋଲୋଜି ଛାତ୍ରଛାତ୍ରୀଙ୍କର ଗୃହସ୍ଥୀ ମସଲା କାରଖାନା, ଗୃହସ୍ଥୀ ଡେୟାରୀ ଓ ଶ୍ରୀ…

ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍‌ଆଇଟି ରାଉରକେଲାର ଫୁଡ୍ ଟେକ୍ନୋଲୋଜି ବିଭାଗର ୩୦ ଜଣ ଛାତ୍ରଛାତ୍ରୀ ତାଙ୍କ ଫ୍ୟାକଲ୍ଟି ସଦସ୍ୟ ଅରୁଣ ପ୍ରସାଦଙ୍କ ସହ ଶିକ୍ଷାମୂଳକ ଓ ଶିଳ୍ପ ଭ୍ରମଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଗୃହସ୍ଥୀ ମସଲା କାରଖାନା, ଗୃହସ୍ଥୀ ଡେୟାରୀ ଓ ଶ୍ରୀ ଗୋମନ୍ଦିର ଗୋଶାଳା
Read More...

ଗାବ୍ରିଏଲ ପୂର୍ତ୍ତି ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ବ୍ଲକ ଅନ୍ତର୍ଗତ ରାମଯୋଡି ଗ୍ରାମ ପଞ୍ଚାୟତରେ ନେତାଜୀ ୟୁଥ କ୍ଲବ ଦ୍ୱାରା ଆୟୋଜିତ ଦୁଇଦିନିଆ ପ୍ରଥମ ଗାବ୍ରିଏଲ ପୂର୍ତ୍ତି ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି
Read More...

ପଣ୍ଡିତ ଦୀନଦୟାଲଜୀଙ୍କ ବଳିଦାନ ଦିବସକୁ ସମର୍ପଣ ଦିବସ ରୂପେ ପାଳନ କଲା ବିଜେପି

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର,-୩ ସ୍ଥିତ ସୀତାରାମ ମନ୍ଦିର ପ୍ରାଙ୍ଗଣରେ, ବିଜେପି ରାଉରକେଲା ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ତତ୍ୱାବଧାନରେ ଭାରତୀୟ ଜନସଂଘର ପ୍ରଖର ରାଷ୍ଟ୍ରୀୟ ନେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟ ତିଥି ବା ବଳିଦାନ ଦିବସକୁ
Read More...

ଜିଲ୍ଲାର ଜଙ୍ଗଲ ଜମିକୁ ମାଡି ବସିଛନ୍ତି ଶିଳ୍ପନୁଷ୍ଠାନ, ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିକୁ ଦାବିପତ୍ର ଦେଲେ ରେଙ୍ଗାଲି…

ରାଉରକେଲା/ଝାରସୁଗୁଡା, (ସସ୍ମିତା ପ୍ରଧାନ) : ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ ଥିବା ଶିଳ୍ପନୁଷ୍ଠାନ ଗୁଡିକ ବେଆଇନ ଭାବେ ଜଙ୍ଗଲ ଜମିକୁ ମାଡି ବସିଥିବା ଏବଂ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିକୁ ମଙ୍ଗଳବାର
Read More...

ଓଏସ୍‌ଏପି ବିଦ୍ୟାଳୟରେ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ଓଏସ୍‌ଏପି, ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ଚୌଧୁରଙ୍କ ସଭାପତିତ୍ଵରେ, ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସଂଯୋଜନାରେ
Read More...

ଆଇନ ମହାବିଦ୍ୟାଳୟର ତ୍ରିଦିବସୀୟ କ୍ରୀଡା ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ୍ ମହାବିଦ୍ୟାଳୟର ତ୍ରିଦିବସୀୟ କ୍ରୀଡା ମହୋତ୍ସବ ଓ ଖାଦ୍ୟ ମେଳା ମହାବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଯାଇଛି । ଅଧ୍ୟକ୍ଷ ଡଃ. ବିଭୁରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପିକା ଡ. ସମ୍ପାଦିକା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ମିଶନ ସଣ୍ଡେ ପକ୍ଷରୁ ବନ୍ଧୁମିଳନ ୨୦୨୬

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ପରି ଚଳିତ ବର୍ଷ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମିଶନ ସଣ୍ଡେ ପକ୍ଷରୁ ଏକ ବନ୍ଧୁମିଳନ ତଥା ବଣଭୋଜି ରାଉରକେଲା ସ୍ଥିତ ତରକରା ଡ୍ୟାମ ଠାରେ ଗତ ରବିବାର ତା ୦୮.୦୨.୨୦୨୬ ରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ପ୍ରାୟ ୫୦ରୁ ଅଧିକ
Read More...