Browsing Tag

rayagada news

କଲ୍ୟାଣସିଂହପୁର ରେଞ୍ଜରେ ହାତୀ : ଘର ଭାଙ୍ଗି ଖାଇଲେ ଖାଦ୍ୟ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳର ଶିକରପାଇ ସେକ୍ସନର ଭିତର ଝୋଲା ଓ ଭେଜା ମଧ୍ୟରେ ଥିବା ଜଙ୍ଗଲରେ ଏକ ଦନ୍ତା ଓ ମାଈ ହାତୀ ତା'ର ଛୁଆ ସହ ବୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ । ଗତ ଦୁଇଦିନ ପୂର୍ବେ ପଲମା ପଡିଭଟା ଅଞ୍ଚଳରୁ ଉପର
Read More...

ଭିଜିଲାନ୍ସ ଜାଲରେ ରେଞ୍ଜର ଅନ୍ତର୍ୟ୍ୟାମୀ ସାହୁ

ରାୟଗଡ଼ା, ( ଅକ୍ଷୟ କୁମାର ପିଡ଼ିସିକା) : ଭିଜିଲାନ୍ସ ଜାଲରେ ରେଞ୍ଜର ଅନ୍ତର୍ୟ୍ୟାମୀ ସାହୁ । ଓଡିଶା ଭିଜିଲାନ୍ସ ପଞ୍ଚାରେ କାଶୀପୁର ରେଞ୍ଜର ଅନ୍ତର୍ୟ୍ୟାମୀ ସାହୁ ଧରାପଡିଥିବା ସୂଚନା ମିଳିଛି । ଆଜି ରାୟଗଡା ବନ ବିଭାଗ, ଅନ୍ତର୍ଗତ କାଶୀପୁର ରେଞ୍ଜ ଅଧିକାରୀ ଅନ୍ତର୍ୟ୍ୟାମୀ ସାହୁଙ୍କ
Read More...

ମୌଳିକ ସୁବିଧାରୁ ବଞ୍ଚିତ ହିର୍ସୁଳି ଗ୍ରାମବାସୀ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର କରପା ପଞ୍ଚାୟତର ହିର୍ସୁଳି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ରହିଥିବା ଦେଖିବାକୁ ମିଳିଛି । ଏହି ଗ୍ରାମକୁ ଯିବାକୁ ହେଲେ ଜୀବନକୁ ବାଜି ଲଗାଇ ଯିବାକୁ ହୁଏ । ତଲରମ୍ଭା ଠାରୁ ହିର୍ସୁଳି ଗାଁକୁ ୩
Read More...

ବିଷାକ୍ତ ସାପ କାମୁଡାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବିଷାକ୍ତ ସାପ କାମୁଡାରେ ଜଣେ ମହିଳା ସରପଞ୍ଚଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମହିଳା ସରପଞ୍ଚ ଜଣକ ହେଲେ ରାୟଗଡା ସଦର ବ୍ଲକ କୁଲି ପଞ୍ଚାୟତର ମାଙ୍ଗି କାଡ୍ରାକା । ଗତକାଲି ବିଳମ୍ବିତ ରାତିରେ ମାଙ୍ଗି ନିଜ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ
Read More...

ବ୍ୟବସାୟୀଙ୍କୁ ପୁଲିସର ଭୟ ଦେଖାଇ ୯ ଲକ୍ଷ ଟଙ୍କା ଲୁଟ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଖାକି ପୋଷାକରେ ଲାଗିଲା ଦାଗ । ବ୍ୟବସାୟୀଙ୍କୁ ପୁଲିସର ଭୟ ଦେଖାଇ ୯ ଲକ୍ଷ ଟଙ୍କା ଲୁଟ କରିଥିବା ରାୟଗଡା ଟାଉନ୍ ଥାନାରେ ଅଭିଯୋଗ ହୋଇଛି । ଖାଲି ଏତିକି ନୁହେଁ ତିନି ଜଣ ହୋମଗାର୍ଡଙ୍କ ସମେତ ଜଣେ ମହିଳା ଓ ଅନ୍ୟ ତିନି ଜଣଙ୍କ ନାମରେ ଥାନାରେ ମାମଲା
Read More...

ଜ୍ଞାନ ପ୍ରକାଶ ଅନୁଷ୍ଠାନ ପକ୍ଷରୁ ବର୍ଷା କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜ୍ଞାନ ପ୍ରକାଶ ଅନୁଷ୍ଠାନ ତରଫରୁ, ଶିକ୍ଷା, ସମାଜ, ସଂସ୍କୃତି ଏବଂ ସାହିତ୍ୟର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେଳେ ରାୟଗଡ଼ାର ସ୍ଥାନୀୟ ବିବେକାନନ୍ଦ ବିଦ୍ୟାମନ୍ଦିର ଠାରେ, ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର
Read More...

ବିଶ୍ଵ ଆଦିବାସୀ ଦିବସ ପାଳନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ସହିଦ ହୋଇଥିବା ବୀରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଆଦିବାସୀମାନେ ପାରମ୍ପରିକ ସଜବାଜ ହୋଇ ଅସ୍ତ୍ର, ଶସ୍ତ୍ର ଧରି ପାରମ୍ପରିକ ବାଦ୍ୟଯନ୍ତ୍ରରେ ବିରାଟ
Read More...

ଜରାଜୀର୍ଣ୍ଣ ଅବସ୍ଥାରେ କାଠ ପୋଲ : ପ୍ରଶାସନ ଆଖିରେ ଅନ୍ଧପୁଟୁଳି

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜରାଜୀର୍ଣ୍ଣ ଅବସ୍ଥାରେ କାଠ ପୋଲ । ପ୍ରଶାସନ ଆଖିରେ ଅନ୍ଧପୁଟୁଳି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗୋଡ଼ିବାଲି ପଞ୍ଚାୟତର ପଣସଗୁଡା ଗ୍ରାମର ବାସ୍ତବିକ ଚିତ୍ର ଦେଖିବାକୁ ମିଳିଛି । ଲୋକେ ସାତ ଦଶନ୍ଧି ଧରି ବିପଦ ସଂକୁଳ ଅବସ୍ଥାରେ ନଈ
Read More...

ଜିଲ୍ଲା ସାମ୍ୱାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ପ୍ରଦକ୍ଷୀଣ ଗୃହ ସ୍ଥିତ କନଫରେନ୍ସ ହଲରେ ୨୦୨୫ ଆର୍ଥିକ ବର୍ଷର ଜିଲ୍ଲା ସାମ୍ୱାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘର ସଭାପତି ଡ ବାଦଲ କୁମାର ତା'ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଘର ପ୍ରାକ୍ତନ ସମାଜ
Read More...

ବ୍ରେକଫେଲ ହୋଇ ଘର ଉପରେ ମାଡ଼ିଗଲା ଟ୍ୟାଙ୍କର : ଘଟଣାସ୍ଥଳରେ ବୃଦ୍ଧା ମୃତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଘର ଉପରେ ମାଡ଼ିଗଲା ଟ୍ୟାଙ୍କର । ଯାହା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି । ରାୟଗଡ଼ା ଜିଲ୍ଲା ସଦର ବ୍ଲକ ୩୨୬ ନଂ ଜାତୀୟ ରାଜପଥ ଗୁମ୍ମାଗାଁର ରାସ୍ତାକଡରେ ଥିବା ଗୋଟିଏ ଝୁପୁଡ଼ି ଘର ସହିତ ଦୁଇଟି ଦୋକାନ ଗୃହକୁ ଗୋଟିଏ ଟ୍ୟାଙ୍କର
Read More...