Browsing Tag

raurakela news

ରଶ୍ମିପ୍ରଭାର ଉନ୍ମୋଚନ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ତ୍ରୟମାସିକ ସାହିତ୍ୟ ପତ୍ରିକା 'ରଶ୍ମିପ୍ରଭା' ସ୍ଥାନୀୟ ଗୋପବନ୍ଧୁ ପଲ୍ଲୀ ଉନ୍ନିତ ଉଚ୍ଚ ବିଦ୍ୟାଳୟଠାରେ କୋଭିଡ ନିୟମ ପାଳନ କରାଯାଇ ଉନ୍ମୋଚିତ କରାଯାଇଛି । ଶିକ୍ଷାବିତ୍ ରାଧାକୃଷ୍ଣ ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ବିଧାୟକଙ୍କ ଦ୍ୱାରା ‘କାରୁଆ’ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଦ୍ବାରା କୋଏଲନଗର ସ୍ଥିତ ଡି/୪୨ ଠାରେ ସମସ୍ତ ପ୍ରକାର ଖେଳ ସରଞ୍ଜାମ ଓ ଉପକରଣର ସୋ ରୁମ୍ "କାରୁଆ" ଉଦଘାଟିତ ହୋଇଯାଇଛି । ଏହି ସୋ ରୁମ୍ ଓଡିଶାରେ ପ୍ରଥମ କରି ଖୋଲିଥିବା ବେଳେ ଏହା ଖେଳାଳିଙ୍କୁ ଦୃଷ୍ଟିରେ ରଖି
Read More...

ବାସନ୍ତୀ ପାଠାଗାରର ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ହସ୍ତାନ୍ତର

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ୨୦୨୧-୨୦୨୩ ପାଇଁ ନୂତନ କର୍ମକର୍ତ୍ତା ସର୍ବ ସମ୍ମତ କ୍ରମେ ଚୟନ କରାଯାଇଛି । ଏଥିପାଇଁ ପାଠାଗାର ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇ ପୁରାତନ କର୍ମକର୍ତ୍ତା ନୂତନ
Read More...

କୃଷକ ସୈନିକ ସମ୍ମାନ ଦିବସ ପାଳିତ : ଦୀନ୍‌ଦୟାଲ ମେଲର ସଂପାଦକ ଶିବଶରଣ ମିଶ୍ରଙ୍କ ସହ ଅନ୍ୟମାନେ ସମ୍ମାନିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମ ଜୟନ୍ତୀକୁ କୃଷକ ସୈନିକ ସମ୍ମାନ ଦିବସ ରୂପେ ପାଳନ କରାଯାଇଛି । ସେକ୍ଟର ୩ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ କୃଷକ ମୋର୍ଚ୍ଚାର ସଭାପତି ଭମରା ଟପ୍ପୋଙ୍କ ଆବାହକତ୍ୱ ଓ ପାନପୋଷ ସାଂଗଠନିକ ଜିଲ୍ଲା
Read More...

ଓଡିଶା ସାହିତ୍ୟ ଏକାଡେମୀର ଅମୃତ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ହୋଇଯାଇଛି । ରାଉରକେଲାର କୋଏଲନଗର ସ୍ଥିତ ଅବସର ଭବନ, ଭଂଜଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘର, ପ୍ରଗତି ଉତ୍କଳ ସଂଘ ଓ ଛେଣ୍ଡ ସ୍ଥିତ
Read More...

ରାଉରକେଲାଠାରେ ଓଡିଶା ସାହିତ୍ୟ ଏକାଡେମୀର ଅମୃତ ମହୋତ୍ସବ

ରାଉରକେଲା : ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ରାଉରକେଲା ସହର କୋଏଲନଗର ସ୍ଥିତ ଅବସର ଭବନ, ଭଂଜଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘର, ପ୍ରଗତି ଉତ୍କଳ ସଂଘ ଓ ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟଠାରେ
Read More...

ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ ଅଫ୍‌ ରାଉରକେଲାର ସାଧାରଣ ସମ୍ପାଦିକା ହେଲେ ସଂଗୀତା ଜେନା

ରାଉରକେଲା : ରାଉରକେଲାର ଅଗ୍ରଣୀ ସାମ୍ବାଦିକ ସଂଗଠନ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ ଅଫ୍‌ ରାଉରକେଲାରେ ନିତିଦିନ ସମ୍ବାଦପତ୍ର ରାଉରକେଲା ଜିଲ୍ଲା ପ୍ରତିନିଧି ସଂଗୀତା ଜେନାଙ୍କୁ ସାଧାରଣ ସମ୍ପାଦିକା ଭାବେ ମନୋନୀତ କରାଯାଇଛି । ସେକ୍ଟର ୨୧ ସ୍ଥିତ ସଂଘ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ଏହାର
Read More...

କୋଭିଡ ନିୟମ ଉଲଘଂନ ନେଇ ଦୋକାନ ସିଲ୍

ରାଉରକେଲା : କୋଭିଡ ସଂକ୍ରମଣ ସୁନ୍ଦରଗଡ଼ ଜିଲ୍ଲାରେ ସାମାନ୍ୟ କମ ହେବାରୁ ରାଜ୍ୟ ସରକାର କୋହଳ କରି ସମସ୍ତ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଥିଲେ । ଯେଉଁଥିରେ ମଲ୍, ସେଲୁନ ଓ ସ୍ପାକୁ ବାରଣ କରାଯାଇଛି । କିନ୍ତୁ କରୋନାର ଯାହା ମାର୍ଗଦର୍ଶିକା ଅଛି କେତେକ ଦୋକାନ ତାହା ମାନୁନଥିବାରୁ
Read More...

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ

ରାଉରକେଲା : କରୋନା ମହାମାରୀ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ଓ ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ତଥା ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ରଘୁନାଥପାଲୀ ବିଜୁ ଛାତ୍ର ଜନତା ଦଳ ତରଫରୁ ତାପସ
Read More...

୧୮ରୁ ୪୪ ବର୍ଷ ବର୍ଗର ଭିନ୍ନକ୍ଷମଙ୍କୁ ରାଉରକେଲାରେ ଟୀକା ଦିଆଗଲା

ରାଉରକେଲା : ରାଉରକେଲାରେ ୧୮ରୁ ୪୪ ବର୍ଷ ବର୍ଗର ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ କୋଭିଡ୍ ଟୀକା ଦିଆଯାଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ୬ଟି କେନ୍ଦ୍ରରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇଥିଲା । ଆଜି ୧୪୯ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ କୋଭିଡ୍ ଟୀକା ଦିଆଯାଇଛି । ଏଥିପାଇଁ ସଂପୃକ୍ତ
Read More...