Browsing Tag

puri news

ଆଜି ବିଶ୍ଵ ପରିବେଶ ଦିବସ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ବିଶ୍ଵ ପରିବେଶ ଦିବସ ଅବସରରେ ବାଲୁକାଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ୍ ହାଉସ ବେଳାଭୂମିରେ ୧୫ ଫୁଟ ଓସାର ବିଶିଷ୍ଟ ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ୧୨ଟନ ବାଲି ଉପଯୋଗ କରାଯାଇଛି । ଚଳିତ ବର୍ଷର ଥିମ୍ "Only One Earth"କୁ ନେଇ
Read More...

ପୁରୀରେ ବିଶ୍ଵ ସାଇକେଲ ଦିବସ ପାଳନ ଓ ସାଇକେଲ ଶୋଭାଯାତ୍ରା

ପୁରୀ, (ଦିଲୀପ କୁମାର ଧାଉଡିଆ) : ବିଶ୍ଵ ସାଇକେଲ ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ, ଯୁବ ସେବା ଓ କ୍ରୀଡ଼ା ମନ୍ତ୍ରାଳୟ ଓ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଗତକାଲି ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ସାଇକେଲ ଶୋଭାଯାତ୍ରାକୁ ଶ୍ରୀମନ୍ଦିର ନିକଟରୁ ପୁରୀ ଇଣ୍ଡୋର୍‌
Read More...

ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ୫-ଟି ସଚିବ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି
Read More...

୩୭ କିଲୋ ଗଞ୍ଜେଇ ଜବତ ସହ ଦମ୍ପତି ସମେତ ୩ ଗିରଫ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ରେଳଷ୍ଟେସନରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦମ୍ପତି ସହ ଜଣେ ମହିଳାକୁ ଗିରଫ କରିଛି ଆର୍‌ପିଏଫ୍‌ ପୋଲିସ । ସେମାନଙ୍କ ଠାରୁ ପୋଲିସ ୩୭.୬ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ଏହାର ଆନୁମାନିକ ବଜାର ମୂଲ୍ୟ ଚାରି ଲକ୍ଷ ଟଙ୍କା ବୋଲି ଆର୍‌ପିଏଫ୍‌ ପୋଲିସ
Read More...

ବିଶ୍ୱ ସିଜୋଫ୍ରେନିଆ ଦିବସ ଉପଲକ୍ଷେ ବାଲୁକା କଳାରେ ସଚେତନତା ବାର୍ତ୍ତା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ବିଶ୍ୱ ସିଜୋଫ୍ରେନିଆ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସଚେତନତା ସୃଷ୍ଟି କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ହେଉଛି 'କନେକ୍ଟିଂ ୱିଥ୍‌ ହୋପ୍‌' । ଅର୍ଥାତ୍‌
Read More...

ସ୍ୱର୍ଗତ ଚାରଣ ରାମ ଦାସଙ୍କ ଗୋଟିଏ ବର୍ଷ ପୂର୍ତ୍ତି ଅବସରରେ ପବିତ୍ର ଶ୍ରାଦ୍ଧଦିବସ ପାଳନ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ଜଗନ୍ନାଥ ଧାମ, ଶାସ୍ତ୍ର, ଦର୍ଶନର ବିଶାରଦ, ପ୍ରବଚକ, କଥାବାଚକ ସ୍ୱର୍ଗତ ପଣ୍ଡିତ ଚାରଣ ରାମ ଦାସ ଆଉ ଆମ ଗହଣରେ ନାହାନ୍ତି । ଦେଖୁ ଦେଖୁ ତାଙ୍କ ମୃତ୍ୟୁର ଏକ ବର୍ଷ ଅତିକ୍ରାନ୍ତ ହୋଇଗଲା ଓ ଏହି ଅବସର କ୍ରମେ ଗତକାଲି ସ୍ଥାନୀୟ ଜିଲ୍ଲା
Read More...

ବିଶ୍ଵ ମାତୃ ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ବାଲୁକା କଳା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ବିଶ୍ଵ ମାତୃ ଦିବସ ଅବସରରେ ପୁରୀର ଲାଇଟ ହାଉସ୍ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା କଳା ପ୍ରଦର୍ଶନ । ସବୁ ମା'ମାନଙ୍କୁ ସମ୍ମାନ ଜଣାଇ ସେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି । ଏହି ବାଲୁକା କଳାରେ ସେ
Read More...

ଚିଲିକା କୂଳରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଚିଲିକା କୂଳରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ସାହାବାଜ ପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ମଲେଶ୍ଵରୀ ଗାଁର ରାମ ଦୋରା ବୋଲି ଜଣାପଡିଛି । ତେବେ ଏହି
Read More...

ପୁରୀ ସମୁଦ୍ରରେ ଗାଧୋଉଥିବା ସମୟରେ ବୁଡି ଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ

ପୁରୀ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ସମୁଦ୍ରରେ ଗାଧୋଉଥିବା ସମୟରେ ବୁଡି ଯାଉଥିବା ଜଣେ ପର୍ୟ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ ।‌ ଉଦ୍ଧାର ହୋଇଥିବା ପର୍ୟ୍ୟଟକ ଜଣକ ଆସାମ ଅଞ୍ଚଳର ଜୟଶଙ୍କର ଚୌଧୁରୀ ବୋଲି ଜଣାପଡିଛି । ସୂଚନା ଅନୁସାରେ ବୁଧବାର ମଧ୍ୟାହ୍ନ ସମୟରେ ଜୟଶଙ୍କର ସମୁଦ୍ର
Read More...

ଶ୍ରୀକ୍ଷେତ୍ର ପୁରୀରେ ଅଲ୍‌ ଓଡିଶା ଭେଟ୍‌ରେନ୍‌ ସୋଲଜରସ୍‌ ଏସୋସିଏସନ୍‌ର ବନ୍ଧୁ ମିଳନ ଅନୁଷ୍ଠିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଅଲ୍‌ ଓଡିଶା ଭେଟ୍‌ରେନ୍‌ ସୋଲଜରସ୍‌ ଏସୋସିଏସନ୍‌ ତଥା ପୁରୀର ପୂର୍ବତନ ସୈନିକ ଏବଂ ବୀର ନାରୀମାନଙ୍କ ମିଳିତ ଉଦ୍ୟମରେ ଶ୍ରୀ ଗୁଣ୍ଡିଚା ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଲ୍‌ ଓଡିଶା
Read More...