Browsing Tag

puri news

ଶ୍ରୀକ୍ଷେତ୍ରରେ ଶ୍ରୀ ଉତ୍ସବ ପାଳିତ

ପୁରୀ : ପବିତ୍ର ମାର୍ଗଶିର ମାସ ଶେଷ ଗୁରୁବାର ଉପଲକ୍ଷେ ପୁରୀରେ ଶ୍ରୀ ଉତ୍ସବ ପାଳିତ ହୋଇଯାଇଛି । ଲକ୍ଷ୍ମୀ ପୁରାଣର ବିଶ୍ୱବ୍ୟାପୀ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଆଜି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରସ୍ଥିତ ଶ୍ରୀ ଗୌର ଗୋପାଳ ଆଶ୍ରମଠାରେ ଏହି ଉତ୍ସବ ପାଳିତ ହୋଇଥିଲା । ମହିଳାମାନେ
Read More...

ବାଦ୍ୟ ବିନୋଦ ପଣ୍ଡିତ ଉମେଶ କରଙ୍କ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପର୍ଣ୍ଣ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତୀୟ ସଂଗୀତ ଜଗତର ଚର୍ଚ୍ଚିତ ବାଦ୍ୟଗୁରୁ ପ୍ରଫେସର ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ଶେଷ କୃତ୍ୟ ଆଜି ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାର ଠାରେ ସଂପନ୍ନ ହୋଇଛି । ୭୪ ବର୍ଷୀୟ ସ୍ୱର୍ଗତ କର, ଭାରତବର୍ଷର ଅନନ୍ୟ ଶାସ୍ତ୍ରୀୟ ବାଦ୍ୟଗୁରୁ ଭାବେ ଅନେକ ବିଦେଶ
Read More...

ଶ୍ରୀମନ୍ଦିରରେ ସ୍ମାର୍ଟଫୋନ ମନା

ପୁରୀ : ଏଣିକି ଶ୍ରୀମନ୍ଦିରରେ ସ୍ମାର୍ଟଫୋନ୍‌ ବ୍ୟବହାର ହୋଇପାରିବ ନାହିଁ । ଛତିଶା ନିୟୋଗ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । କେବଳ କି ପ୍ୟାଡ ଫୋନ୍‌ ବ୍ୟବହାର କରିପାରିବେ ସେବାୟତ ଓ ପ୍ରାଧିକୃତ ଅଧିକାରୀ । ନୀତି ସମ୍ପର୍କିତ ସୂଚନା ପାଇଁ କେବଳ କମାଣ୍ଡର ସ୍ମାର୍ଟଫୋନ ବ୍ୟବହାର
Read More...

ପୁରୀରେ ହେବ ପ୍ରଥମ କିନ୍ନର ଆଶ୍ରୟ ସ୍ଥଳୀ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀରେ ହେବ ରାଜ୍ୟର ପ୍ରଥମ କିନ୍ନର ଆଶ୍ରୟ ସ୍ଥଳୀ । ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କଠାରୁ ଜିଲ୍ଲା ପ୍ରଶାସନକୁ ସବୁଜ ସଙ୍କେତ ମିଳିସାରିଛି । ସୋମବାର ପୁରୀ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ତାଲିମ ଶିବିରରେ ଏହି ସୂଚନା
Read More...

୯ ଲକ୍ଷ ଟଙ୍କାରୁ ଅଧିକ ବ୍ରାଉନ ସୁଗାର ଜବତ କଲା ଅବକାରୀ ଟିମ୍‌

ପୁରୀ, (ଦଲ୍ଲୀପ କୁମାର ଧାଉଡିଆ) : ଅବକାରୀ ବିଭାଗ ପକ୍ଷରୁ ଗୋପ ଥାନା ମଲ୍ଲିକସାହିରେ ଚଢାଉ କରି ବ୍ରାଉନ ସୁଗାର ଜବତ କରାଯାଇଛି । ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଉପନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ କରାଯାଇଥିଲା ।
Read More...

ପୁରୀ ଜିଲ୍ଲାରେ ବିଶ୍ୱ ଏଡ୍‌ସ ଦିବସ ଉପଲକ୍ଷେ ରାଲି, କୁଇଜ୍ ଓ ରକ୍ତଦାନ ଶିବିର

ପୁରୀ : ଜିଲ୍ଲା ପ୍ରଶାସନ, ଶ୍ରୀଜଗନ୍ନାଥ ମେଡିକାଲ କଲେଜ, ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ମିଳିତ ସହଯୋଗରେ ବାଲିଗୁଆଳିସ୍ଥ ମେଡିକାଲ କଲେଜର ସମ୍ମିଳନୀ କକ୍ଷରେ ବିଶ୍ଵ ଏଡ୍‌ସ ଦିବସ ପାଳନ ଉତ୍ସବକୁ କଲେଜର ଡିନ୍ ତଥା ଅଧ୍ୟକ୍ଷା ପ୍ରଫେସର ମାୟା ପାଢ଼ୀ, ସୁପରିଟେଣ୍ଡେଣ୍ଟ ପ୍ରଫେସର କୌଶିକ
Read More...

ପୁରୀରେ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଉଦ୍‌ଘାଟିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିତ ବାର୍ଷିକ ତାଲିକା ଆଧାରରେ ଚଳିତ ବର୍ଷ ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ଏକ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ପୁରୀ ସ୍ଥିତ ନୀଳାଚଳ ହାଟ ଠାରେ ଆୟୋଜିତ ହୋଇଯାଇଛି । ରାଜ୍ୟର ବିଭିନ୍ନ
Read More...

ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ମାର୍ଗଶୀର ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ବୁଧବାର ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଅନୁଷ୍ଠିତ ହେବ । ଏହା ଗୁପ୍ତନୀତି ହୋଇଥିବାରୁ ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକ ସର୍ମ୍ପକ ବିଭାଗ
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଫୁଡ୍ କୋର୍ଟ ଉଦ୍‌ଘାଟିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ୟୁଥ ହଷ୍ଟେଲ ନିକଟରେ ପର୍ଯ୍ୟଟନ ବିଭାଗ ସହାୟତାରେ ଏସଏସ କନସୋରିଟିୟମର ଭିବ୍ରାନ୍ସ ନାମରେ ଏକ ଫୁଡ କୋର୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ପୁରୀ ଧାର୍ମିକ ଓ
Read More...

ଆଜି ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ ପର୍ବ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ମଙ୍ଗଳବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଓଢ଼ଣ ଷଷ୍ଠୀ ପର୍ବ । ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କ 'ଘୋଡ଼ ଲାଗି' ନୀତି ହେବ । ଠାକୁର ଶୀତବସ୍ତ୍ର ପରିଧାନ କରିବେ । ଶ୍ରୀମନ୍ଦିରର ପାରମ୍ପରିକ ଦର୍ଜୀ ସେବକ ଏହି ଘୋଡ଼ ପ୍ରସ୍ତୁତି କରି
Read More...