ଶ୍ରୀକ୍ଷେତ୍ରରେ ହୋଟେଲ ଛାତରୁ ଖସି ପର୍ଯ୍ୟଟକଙ୍କ ମୃତ୍ୟୁ
ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀକ୍ଷେତ୍ରରେ ସମୁଦ୍ରକୂଳ ଥାନା ଚକ୍ରତୀର୍ଥ ରୋଡରେ ଥିବା ହୋଟେଲ ନୀଳାଚଳର ଛାତରୁ ଖସି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ମୃତ ପର୍ଯ୍ୟଟକ ଜଣକ ହେଉଛନ୍ତି ଛତିଶଗଡ଼ର ଅଶୋକ ଅଗ୍ରୱାଲ । ଅଶୋକ ହୋଟେଲ ନୀଳାଚଳରେ ତାଙ୍କ!-->…
Read More...
Read More...