ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡି ଉପରକୁ ଅଣ୍ଡା ମାଡ
ପୁଇଁନ୍ତଲା, (କେପିଏନ୍ଏସ୍) : ପୁଇଁନ୍ତଲା ପେକ୍ସ ଠାରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡି ଉପରକୁ ଅଣ୍ଡା ମାଡ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ପୁଇଁନ୍ତଲା ମଣ୍ଡି ପରିଦର୍ଶନରେ ଯାଇଥିବା ସମୟରେ ବିଜେଡି କର୍ମୀ ଅଣ୍ଡାମାଡ କରିଛନ୍ତି!-->…
Read More...
Read More...