ଭାରତୀୟ ବିଦ୍ୟା ନିକେତନ ବିଲେଇସର୍ଡାରେ ମାତୃ ସମ୍ମିଳନୀ ଅନୁଷ୍ଠିତ
ପୁଇଁନ୍ତଲା, (କେପିଏନ୍ଏସ୍) : ପୁଇଁନ୍ତଲା ବ୍ଳକ୍ ଅନ୍ତର୍ଗତ ବିଲେଇସର୍ଡା ସ୍ଥିତ ଭାରତୀୟ ବିଦ୍ୟା ନିକେତନରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଶଶୀକଳା ସାହୁଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ୫୦ରୁ ଊଦ୍ଧ୍ୱର୍ ମାଁ ଯୋଗ ଦେଇଥିଲେ । ସମାଜକୁ!-->…
Read More...
Read More...