Browsing Tag

puintala news

ଅଇଁଲାସାରି ଗ୍ରାମରେ ଗୋଷ୍ଠୀ ସଂଘର୍ଷ : ୧୨ ଗିରଫ, ୨ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

ପୁଇଁନ୍ତଲା, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ପୁଇଁନ୍ତଳା ବ୍ଲକ ଅଇଁଲାସାରି ଗ୍ରାମରେ ଗୋଷ୍ଠୀ ସଂଘର୍ଷର ଖବର ମିଳିଛି । ଏହି ଘଟଣାରେ ଦଳିତପଡାର ପ୍ରାୟ ୩୦ଟି ପରିବାରର ଘର ଓ ସାମଗ୍ରୀକୁ ନଷ୍ଟ କରି ଦିଆ ଯାଇଥିବା ବେଳେ ୨ଜଣ କ୍ଷତାକ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆହୁରି ୧୨
Read More...

ଚିତି ସାପ କାମୁଡ଼ିବାରୁ ଯୁବକଙ୍କ ମୃତ୍ୟୁ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ଚିତି ସାପ କାମୁଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ପୁଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ ପିପଲବାହାଲିର ଦ୍ୱିତିକୃଷ୍ଣ ନନ୍ଦଙ୍କ ପୁଅ ଦୀପକ ନନ୍ଦ(୧୮)ଙ୍କୁ ଗତରାତିରେ ଖଟରେ ଶୋଇଥିବା ବେଳେ ପ୍ରାୟ ରାତି ୨ଟା ସମୟରେ ଏକ ବିଷଧର ଚିତି
Read More...