ପୁଣି ଅଡ଼ୁଆରେ ପାଟଣାଗଡ଼ ବିଧାୟକ : ତାଙ୍କ କୋଠା ନିର୍ମାଣ ବେଳେ ବିଦ୍ୟୁତ ସଂସ୍ପର୍ଶରେ ଶ୍ରମିକଙ୍କ ପ୍ରାଣହାନୀ :…
ପାଟଣାଗଡ଼, (କେପିଏନ୍ଏସ୍) : ଆଜି ସକାଳେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଘରକାମ କରୁଥିବା ସମୟରେ ଚଙ୍ଗିରିଆ ଗାଁର ଡିଙ୍ଗର ବରିହା ୪୬ ବର୍ଷର ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବରରୁ ଜଣାଯାଏ, ଆଜି ସକାଳେ ପାଟଣାଗଡ଼ ବିଧାୟକଙ୍କ ଛାତ ସ୍ଲାପ ଖୋଲୁଥିବା ସମୟରେ!-->…
Read More...
Read More...