Browsing Tag

patanagarh news

ବେଲପଡା ଜିଲ୍ଲାପରିଷଦ ଜୋନ ନଂ ୨୫ରେ ୮ନଂ ରାଉଣ୍ଡରେ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ଶବ୍ଦ ମିର୍ଦ୍ଧା ଆଗୁଆ : ଗଣତି…

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ତ୍ରିତାରୀୟ ପଂଚାୟତ ନିର୍ବାଚନରେ ଆଜି ଭୋଟ ଗଣତି ପାଟଣାଗଡ଼ ଜବାହରଲାଲ ମହାବିଦ୍ୟାଳୟରେ ଜାରି ରହିଛି । ଖପ୍ରାଖୋଲ ଜୋନ ନଂ ୪ରେ ୭ ନଂ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ପ୍ରମିଳା ପାଥର ୧୦୧୨ ଭୋଟରେ ଆଗୁଆ ଥିବା ବେଳେ ସେହିପରି
Read More...

ପାଟଣାଗଡ଼ ଜବାହରଲାଲ କଲେଜରେ ଭୋଟ ଗଣିତ କେନ୍ଦ୍ରକୁ ପରିଦର୍ଶନ କଲେ ଜିଲ୍ଲାପାଳ ଚଞ୍ଚଳ ରାଣା

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିରେ ଗତକାଲି ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡର ୩ଟି ଜୋନ ପାଇଁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯେଉଁଥିରେ ପାଟଣାଗଡ଼ ବ୍ଲକ ୧୪ ନମ୍ବର ଜିଲ୍ଲା ପରିଷଦ ସହ ୧୧ଟି ପଂଚାୟତ ବେଲପଡା ବ୍ଲକର ୨୪ ନମ୍ବର ଜିଲ୍ଲା ପରିଷଦ
Read More...

ପାଟଣାଗଡ଼ ଜିଲ୍ଲାପରିଷଦ ଜୋନ୍‌ ନଂ ୩, ୧୪, ୨୬ରେ ପଞ୍ଚମ ରାଉଣ୍ଡରେ ବିଜେଡି ଆଗୁଆ, ଗଣତି ଜାରି

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ ଜୋନ୍‌ ନଂ ୩ରେ ତିନି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସଂଯୁକ୍ତା ମେହେର ୧୨୫୨ ଭୋଟରେ ଆଗୁଆ ଥିବା ବେଳେ ପାଟଣାଗଡ଼ ଜୋନ ନଂ ୧୪ର ପାଞ୍ଚ ରାଉଣ୍ଡ ସୁଦ୍ଧା ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ବିଶେଶ୍ୱରୀ ବରିହା ୩୦୪୧
Read More...

ଧଣ୍ଡାମୁଣ୍ଡା ରେଞ୍ଜ କେନ୍ଦୁପତ୍ର କର୍ମଚାରୀ ସଙ୍ଘର ନୂତନ କମିଟି ଗଠନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଅଧିନସ୍ଥ ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ରେଞ୍ଜର ସମସ୍ତ ମୁନ୍ସୀ, ଚପରାସି, ଚେକର ସମସ୍ତ କେନ୍ଦୁପତ୍ର କର୍ମଚାରୀମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମାଞ୍ଚଳ କେନ୍ଦୁପତ୍ର ସଙ୍ଘ ସଭାପତି ନିରଞ୍ଜନ ବିଶିଙ୍କ
Read More...

ପାଟଣାଗଡ଼ କେନ୍ଦୁପତ୍ର ବନଖଣ୍ଡରେ ଫରେଷ୍ଟର ରାଜ ଚାଲିଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : କେନ୍ଦୁପତ୍ରକୁ ସବୁଜ ସୁନା କୁହାଯାଉଥିବା ବେଳେ କେନ୍ଦୁପତ୍ରରୁ ଓଡିଶା ସରକାରଙ୍କୁ ବାର୍ଷିକ ଶହ ଶହ କୋଟି ଟଙ୍କା ଲାଭାଂଶ ପ୍ରଦାନ କରିଥାଏ । ସାରା ବିଶ୍ୱରେ ପାଟଣାଗଡ଼ ବନଖଣ୍ଡର ପତ୍ରର ମାନ ଅତି ଉଚ୍ଚ କୋଟିର ଅଟେ ତେଣୁ ପାଟଣାଗଡ଼ ବନଖଣ୍ଡ ସାରା ବିଶ୍ୱରେ
Read More...

ଲୋକଙ୍କ ଖାଇବା ଚାଉଳ ଯାଉଛି ଦଲାଲ ହାତକୁ, ତେବେ କାହାପାଇଁ ଯୋଜନା ?

ପାଟଣାଗଡ଼, (ଗୋରେଖନାଥ ବରିହା) : ରାଜ୍ୟ ସରକାର ଗରିବ ହିତାଧିକାରୀମାନଙ୍କ ଉଦେଶ୍ୟରେ ବିଭିନ୍ନ ଯୋଜନା କରିଛନ୍ତି । ରାଜ୍ୟରେ କେହିବି ଯେମିତି ଭୋକିଲା ନ ରହିବେ, ସେଥି ପାଇଁ ସମସ୍ତ ଗରିବ ଲୋକଙ୍କୁ ମାଗଣାରେ ଚାଉଳ ବଣ୍ଟନ କରୁଛନ୍ତି । କିନ୍ତୁ ଗାଁର ଚିତ୍ର ଦେଖିଲେ ଯୋଜନା କାହାପାଇଁ ବୋଲି
Read More...

ଧଣ୍ଡାମୁଣ୍ଡା ପଂଚାୟତରେ ମନରେଗା ଯୋଜନାରେ ଦୁର୍ନୀତିର ଗନ୍ଧ : ମନରେଗା ଯୋଜନାରେ କାମ କରି ପାଉଣା ପାଇନଥିବା ଅଭିଯୋଗ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଗ୍ରାମ ପଂଚାୟତ ମାଲପଡା ଗ୍ରାମର ଶ୍ରମିକମାନେ ମାଲପଡା ଗାଁର କନ୍ଦାଡୁଙ୍ଗୁରୀ ଜଙ୍ଗଲଠାରେ ୧୨ ଦିନ ଧରି ଷ୍ଟ୍ରେଜର ଟ୍ରେଞ୍ଚ କାମ କରିଥିଲେ । ତେବେ ସେମାନେ ୨୨/୧୨/୨୦୨୧ରେ କାମ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଟଙ୍କା
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଭୋଟ ନ ଦେବା ପାଇଁ ନିଷ୍ପତ୍ତି ନେଲା ଗୁହୁରିଆମୁଣ୍ଡା ଆଦିବାସୀ ସଂଘ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଗୁହୁରିଆମୁଣ୍ଡା ଗ୍ରାମ ଆଦିବାସୀ କଲ୍ୟାଣ ସଂଘର ସଭାପତି ଚନ୍ଦ୍ର ଧରୁଆଙ୍କ ସଭାପତିତ୍ୱରେ ଏକ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାର
Read More...

ଜୋନ୍ ନଂ ୧୪ରେ ବିଧାୟକ ସରୋଜ କୁମାର ମେହେରଙ୍କ ଭୋଟ ପ୍ରଚାର

ପାଟଣାଗଡ଼, (ଗୋରେଖନାଥ ବରିହା) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ସୁନାମୁଦି, ଦେଉଳ ଗାଁ, ତମିଆଁ, ଘସିଏନ, ଖୁଣ୍ଟସମଲାଇ, ଗେର୍ଡା, ଫଟାମୁଣ୍ଡା, ଲରମ୍ଭା, ଡାଙ୍ଗବାହାଲ, ଭରତବାହାଲ, ଖୁର୍ସେଲ ମଣ୍ଡଳୀରେ ନିର୍ବାଚନ ପ୍ରଚାର ସେତିକି ଉଷ୍ମତା ବଢ଼ିବାକୁ ଲାଗିଛି ।
Read More...

ବଲାଙ୍ଗିର ଜିଲ୍ଲା ପରିଷଦ ୧୫ନଂ. ଜୋନରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବିଜେଡ଼ି ପ୍ରାର୍ଥିନୀ ଶ୍ରୀମତୀ କସ୍ତୁରୀ…

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିଷଦ ୧୫ନଂ.ର ସଦସ୍ୟ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବିଜେଡ଼ି ପ୍ରାର୍ଥିନୀ ଶ୍ରୀମତୀ କସ୍ତୁରୀ ସେଠ୍‌ । ଶଙ୍ଖ ଚିହ୍ନରେ ଭୋଟଦେଇ ତାଙ୍କୁ ଜୟଯୁକ୍ତ କରାଇବା ପାଇଁ ସେ ଘରକୁ ଘର ବୁଲି ଭୋଟର ମାନଙ୍କୁ ଅନୁରୋଧ କରିଛନ୍ତି । ଏହି
Read More...