Browsing Tag

patanagarh news

ଦୃତ ଗତିରେ ଯାଉଥିବା ମଧ୍ୟାହ୍ନ ଭୋଜନ ଚାଉଳ ବୋଝେଇ ମିନିଟ୍ରକକୁ ଅଟକାଇଲା ପାଟଣାଗଡ଼ ପୋଲିସ

ପାଟଣାଗଡ଼, (ଗୋରେଖନାଥ ବରିହା) : ଦୃତ ଗତିରେ ଯାଉଥିବା ମଧ୍ୟାହ୍ନ ଚାଉଳ ବୋଝେଇ ମିନିଟ୍ରକ୍ ଓଆର୍‌-୦୨କ୍ୟୁ-୯୯୧୫କୁ ପାଟଣାଗଡ଼ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଗୁରୁବାର ଅପରାହ୍ନ ୪ଟା ସମୟରେ ଉକ୍ତ ମିନିଟ୍ରକ୍‌ ଯୋଗୀମୁଣ୍ଡା ସ୍ଥିତ ଆର୍‌ଏମ୍‌ସିରୁ ଛୋଟ
Read More...

ଖପ୍ରାଖୋଲ ସରକାରୀ ନୋଡାଲ ହାଇସ୍କୁଲରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା ) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ସରକାରୀ ନୋଡାଲ ହାଇସ୍କୁଲ ପରିସରରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ଆର.ବି.ଏସ୍‌.କେ ଏମୋ ମଧୁମିତା ମେହେର ମାସିକ ଋତୁସ୍ରାବରେ ନିଜକୁ ସ୍ୱଚ୍ଛତା କିପରି ରଖିବା ତା ଉପରେ
Read More...

ମହିଳା ସଶକ୍ତିକରଣ କ୍ଷେତ୍ରରେ ସମନ୍ୱିତ କୃଷି ବ୍ୟବସ୍ଥା, ଫଳ ଓ ପନିପରିବାରେ ଉନ୍ନତ ଚାଷର ପ୍ରାଣାଳୀ ଉପରେ ସଚେତନତା…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉଦ୍ୟାନ ବିଭାଗ ଓ ଖପ୍ରାଖୋଲ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିକଳ୍ପର ମିଳିତ ଆନୁକୂଲ୍ୟରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ସମନ୍ୱିତ କୃଷି ବ୍ୟବସ୍ଥା, ଉନ୍ନତମାନର ଫଳ ଓ ପନିପରିବା ଚାଷର ପ୍ରାଣାଳୀ ଉପରେ ସଚେତନତା କାର୍ଯ୍ୟକ୍ରମ ଖପ୍ରାଖୋଲ ବ୍ଲକ
Read More...

ହରିଶଙ୍କର ଠାରେ ସର୍ବଭାରତୀୟ ବିଂଝାଲ ସମାଜର ଶୀତଳ ଷଷ୍ଠୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପବିତ୍ର ଜ୍ୟେଷ୍ଠ ଷଷ୍ଠୀ କୁ ଶୀତଳ ଷଷ୍ଠୀ ରୂପରେ ସାରା ବିଶ୍ୱରେ ପାଳନ କରାଯାଉଥିବା ବେଳେ ମାତା ପାର୍ବତୀ (ମାଁ ବିନ୍ଧ୍ୟ ବାସିନୀ ) ଏବଂ ବାବା ଭୋଳା ଶଙ୍କରଙ୍କ ବିବାହ ପରେ ଏହି ଦିନ ହିଁ ଯୁଗଳ ମୂର୍ତ୍ତି ଭକ୍ତଙ୍କୁ ଦର୍ଶନ ଦେବାର ମାନ୍ୟତା ଏବଂ ପରମ୍ପରା
Read More...

ମାଲବାହୀ ମିନି ଟ୍ରକ ଦୁର୍ଘଟଣା, ଜଣେ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ଥାନା ସ୍ଥାନୀୟ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଶୁକ୍ରବାର ଦିନ ଏକ ମାଲବାହି ମିନି ଟ୍ରକ ଭାରସାମ୍ୟ ହରାଇ ନିମ୍ବ ଗଛରେ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମୁତାବକ ରାୟପୁର
Read More...

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଅଜଣା ଗାଡି ଗାଡି ଧକ୍କାରେ ମଟରସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଟେଣ୍ଡପଦର ପୋଡ଼ମୁଣ୍ଡ ଗାଁର ସୁଶୀଲ କାଣ୍ଡ । ସୂଚନା ଅନୁସାରେ ସୁଶୀଲ ଏକ ବିବାହ ଭୋଜି ଖାଇ ଫେରୁଥିବା ବେଳେ ଏକ ଅଜଣା ଗାଡି ସହ ଉଲବା ଛକଠାରେ ଧକ୍କା ହୋଇଥିଲା । ପରେ
Read More...

ବିଦେଶୀ ନକଲି ମଦ ଜବତ ଘଟଣାର ମୁଖ୍ୟ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ

ଶୁଆଁ ଖାଇଲାଧାନ ବଗ ପଡିଛେ ଧରା : କୋଶଳ ମୁକ୍ତି ମୋର୍ଚ୍ଚା ପାଟଣାଗଡ଼, (ଗୋରେଖନାଥ ବରିହା) : ଗତକାଲି ପାଟଣାଗଡ଼ ଅବକାରୀ ବିଭାଗ ଓ ଅବକାରୀ ଭିଜିଲାନ୍ସ ବିଭାଗ ସମ୍ବଲପୁରର ମିଳିତ ଚଢ଼ାଉରେ ଖପ୍ରାଖୋଲ ଓ ପାଟଣାଗଡ଼ ବିଦେଶୀ ମଦ ଦୋକାନରୁ ବିପୁଳ ପରିମାଣର ବିଦେଶୀ ନକଲି ମଦ ଜବତ କରାଯାଇଛି
Read More...

କ୍ରିଷ୍ଣାଙ୍କ ପାଖକୁ ପହଞ୍ଚିଲା କନ୍ୟାକିରଣ ଫାଉଣ୍ଡେସନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ତେନ୍ତୁଲିମୁଣ୍ଡା ଗ୍ରାମରେ କ୍ରିଷ୍ଣା ଭୋଇଙ୍କ ଜନ୍ମ । ବୟସ ମାତ୍ର ୮ ବର୍ଷ । ପାଠ ପଢିବାରେ କ୍ରିଷ୍ଣାଙ୍କ ବହୁତ ଆଗ୍ରହ ହେଲେ ସେ ଜନ୍ମରୁ ପୋଲିଓ ଗ୍ରସ୍ତ । ଚାଲିବାରେ ସେ ଅକ୍ଷମ । ତେନ୍ତୁଳିମୁଣ୍ଡା ଗ୍ରାମର ପ୍ରାଥମିକ
Read More...

୧୯୬ ବୋତଲ ନକଲି ବିଦେଶୀ ମଦ ଜବତ : ବିଦେଶୀ ମଦ ଦୋକାନରେ କାମ କରୁଥିବା ୨ କର୍ମଚାରୀ ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ଅବକାରୀ ଗୋଇନ୍ଦା ବିଭାଗ ସମ୍ବଲପୁର ଓ ପାଟଣାଗଡ଼ ଅବକାରୀ ବିଭାଗର ମିଳିତ ଭାବେ ଚଢ଼ଉ କରି ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ରାମବ୍ରତ ସାହୁ ଓ ଗୌତମ ମହନ୍ତ । ମିଳିଥିବା ରିପୋର୍ଟ
Read More...

ପୁଣି ଏକ ଦାଦନ ଶ୍ରମିକଙ୍କ ଶବକୁ ଇଟା ଭାଟି ମାଲିକ ପୋଡ଼ି ଦେଇଥିବା ଅଭିଯୋଗ : ତଦନ୍ତ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ସରୁନି ଦାଦନ ଦୁଃଖ । ଶିଳ୍ପ ବିହୀନ ବଲାଙ୍ଗିର ଜିଲ୍ଲାରେ କାମଧନ୍ଦା ଅଭାବରୁ ପେଟପାଟଣା ପାଇଁ ବାହାର ରାଜ୍ୟ ଆନ୍ଧ୍ର ପ୍ରଦେଶ, କେରଳ, ଚେନ୍ନାଇ ଓ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ । ହେଲେ ଦୁଃଖର
Read More...