Browsing Tag

patanagarh news

ବେଲପଡ଼ା ଆଦିବାସୀ କର୍ମଚାରୀ ସଂଘ ତରଫରୁ କମଳ ବରିହାଙ୍କୁ ଆର୍ଥିକ ସହଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରତ୍ୟେକ ମଣିଷ ଭିତରେ ରହିଛି ଅନେକ ସ୍ୱପ୍ନ । ସ୍ୱପ୍ନକୁ ସାକାର କରିବା ପାଇଁ ଦୃଢ ମନୋବଳ, ଇଚ୍ଛା ଶକ୍ତି ଓ ବାରମ୍ବାର ପରିଶ୍ରମ ହିଁ ମଣିଷର ସଫଳତାକୁ ଆଗକୁ ନେଇଥାଏ । କିନ୍ତୁ ଏମିତି ବି ଅଘଟଣ ଆସେ ଇଚ୍ଛା ଶକ୍ତି ଥାଇ ବି ମଣିଷର ଆଗରେ ହାର ମାନେ ଆର୍ଥିକ
Read More...

ଡୁମରପଦରରେ କେନ୍ଦୁପତ୍ର ସିଜନାଲ କର୍ମଚାରୀଙ୍କ ଜରୁରୀକାଳୀନ ବୈଠକ

-ଖାଲି ପଦବୀ ପୂରଣ କରିବା ସହ ମୁନସୀ ଓ ଚପରାଶିଙ୍କ କାର୍ଯ୍ୟ ବୃଦ୍ଧି କରିବା ପାଇଁ ଦାବୀପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଯୋଗିମୁଣ୍ଡା ରେଞ୍ଜର କେନ୍ଦୁପତ୍ର ସିଜନାଲ କର୍ମଚାରୀଙ୍କ ଏକ ଜରୁରୀକାଳୀନ ବୈଠକ ଡୁମେରପଦର ଗ୍ରାମର ପତ୍ରଫଡି ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ଆର୍ଥିକ ସାକ୍ଷରତା ଅର୍ନ୍ତଭୁକ୍ତ କରଣ ସଚେତନତା ଶିବିର ଅନୁଷ୍ଠିତ

-ସ୍ୱଳ୍ପ ସଞ୍ଚୟ କରିବା ଦ୍ୱାରା ଭବିଷ୍ୟତର ଉପକାରିତାପାଟଣାଗଡ଼, (ଗୋରେଖନାଥ ବରିହା) : ରାଜ୍ୟ ସରକାରଙ୍କ ସ୍ୱଳ୍ପ ସଞ୍ଚୟ ଜମା ସଚେତନତା ଶିବିର ପାଟଣାଗଡ ବ୍ଲକ ଅଧିନସ୍ଥ ଭଇଁଷା ପଞ୍ଚାୟତ ଅଫିସ କାର୍ଯ୍ୟାଲୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିଜୟ କୁମାର ଶତପଥି
Read More...

ଜିଲ୍ଲା ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡଠାରେ ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ପଙ୍କଜିନୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପୂର୍ବ
Read More...

ବେଆଇନ ଚାଲାଣ ବେଳେ ୪ଟି ବାଲି ବୋଝେଇ ଟ୍ରାକ୍ଟର ଜବତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଦୀର୍ଘଦିନ ଧରି ପାଟଣାଗଡ଼ ଅଞ୍ଚଳରେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ଆଜି ପାଟଣାଗଡ଼ ତହସିଲ ଅଫିସ ପକ୍ଷରୁ ରାମପୁର ନିକଟରେ ୪ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି । ଏନେଇ ତହସିଲଦାର ଡାକ୍ତର ପୁଷ୍ପାଞ୍ଜଳି ପଣ୍ଡା ସୂଚନା ଦେଇଛନ୍ତି । ମିଳିଥିବା
Read More...

ଉଇହୁଙ୍କା ପରି ଝାପୁଡି କୁଡିଆରେ ଜୀବନ କାଟୁଛନ୍ତି ଦୁଃଖ ଦେଇ

-ଦୁଃଖ ଦେଇଙ୍କ ଭାଗ୍ୟ ଦୀପତଳ ଅନ୍ଧାର ପରିପାଟଣାଗଡ଼, (ଗୋରେଖନାଥ ବରିହା) : ଝାପୁଡି କୁଡିଆରେ ଜୀବନ ଅତିବାହିତ କରୁଛନ୍ତି ୭୦ ବର୍ଷିଆ ବୃଦ୍ଧା । ପଶୁ ପକ୍ଷୀଙ୍କ ଘର ପରି ଦିଶୁଥିବା ୩ ଫୁଟିଆ ଝାପୁଡିରେ ଦୀର୍ଘ ୮ବର୍ଷଧରି ମୁଣ୍ଡଗୁଞ୍ଜୁଛନ୍ତି ଆଦିବାସୀ ମହିଳା ଦୁଃଖ ଦେଇ ବିଶି । ଏହାରି
Read More...

ଭିନ୍ନକ୍ଷମ ସାଜିଲେ ଭିନ୍ନକ୍ଷମଙ୍କ ଦରଦୀ ବନ୍ଧୁ

ପାଟଣାଗଡ଼, (ଗୋରେଖନାଥ ବରିହା) : ଭିନ୍ନକ୍ଷମ ସାଜିଲେ ଭିନ୍ନକ୍ଷମଙ୍କ ଦରଦୀ ବନ୍ଧୁ ଏହା କୌଣସି ନାଟକ ର ଡାଇଇକ୍ ନୁହେଁ ତାହା ସତ୍ୟ ଘଟଣା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆମ ପାଟଣାଗଡ଼ ସହର କଚେରି କୋର୍ଟ ପରିସରରେ । ସତରେ ଭଗବାନ କାହାକୁ କେଉଁ ବୁଦ୍ଧି ବିବେକ ଦେଇଛନ୍ତି । ଦୁନିଆରେ
Read More...

ପୁଣି ଗାଁ ମୁହାଁ ହାତୀପଲ : ଲୋକେ ଆତଙ୍କିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ରେଞ୍ଜ ଯୋଗୀମୁଣ୍ଡା ଅନ୍ତର୍ଗତ ବାଙ୍କିବାହାଲ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ଗତକାଲି ପ୍ରାୟ ୧୫ଟି ହାତୀ ବିଶିଷ୍ଟ ଏକ ହାତୀପଲ ଅସେିଛନ୍ତି । ଜଙ୍ଗଲରୁ ହାତୀପଲ ଆସି ବାଙ୍କୀବାହାଲ, ପାଢେଲ ସର୍କଲର ବାଙ୍କୋଡେ ସଂରକ୍ଷିତ ଜଙ୍ଗଲରେ ରହିଥିବା ବେଳେ
Read More...

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ପାଟଣାଗଡ଼, (ଗୋରେଖନାଥ ବରିହା) : ଫର୍ଣ୍ଣିଚର ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ମୁଖ୍ୟ ରାସ୍ତାରେ ଥିବା ମାଧବୀ ଟ୍ରେଡର୍ସ ଫର୍ଣ୍ଣିଚର ଦୋକାନରେ ଗତ ମଧ୍ୟରାତ୍ରୀରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ଦୋକାନରେ ଥିବା ଲକ୍ଷ ଲକ୍ଷ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ
Read More...

ପ୍ରକୃତି ବନ୍ଧୁ ପୁରସ୍କାର-୨୦୨୨ ପାଇଲେ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦମକିପାଲିର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇଙ୍କୁ ବୃକ୍ଷ ରୋପଣ ଓ ପରିବେଶ ସଚେତନତା ପାଇଁ ବିଶ୍ୱ ପରିବେଶ ଦିବସରେ ପ୍ରକୃତି ବନ୍ଧୁ-୨୦୨୨ ପୁରସ୍କାର ମିଳିଛି । ସେ ପୂର୍ବରୁ ୨୦୧୬ ପାଇଁ ମଧ୍ୟ
Read More...