ଖପ୍ରାଖୋଲରେ ବୀମା ଟଙ୍କା ପାଇବାରେ ବିଳମ୍ବ ପ୍ରତିବାଦରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ
ପାଟଣାଗଡ, (ସଦାଶିବ ସରାଫ) : ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କୃଷି ବୀମା ପାଇବାରେ ବିଳମ୍ବ ହୋଇଥିବାରୁ ତାର ପ୍ରତିବାଦରେ ଏକ ସଭା ତାପସ ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚାଷୀମାନେ ଗତବର୍ଷ କୃଷି ବୀମା କରିଥିଲେ ମଧ୍ୟ ଆଜି ଯାଏଁ ପାଇ!-->…
Read More...
Read More...