Browsing Tag

patanagarh news

ପାଟଣାଗଡରେ ବିଭିନ୍ନ ସ୍ଥାନରେ ଅଂହିସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଛାତ୍ରଛାତ୍ରୀଙ୍କ ଦେଶାତ୍ମକବୋଧକ ନୃତ୍ୟ ଶୈଳୀ ହୃଦୟରେ ଦେଶାତ୍ମକ ଭାବାନା ଜାଗ୍ରତ କରିଥିଲା ପାଟଣାଗଡ, (ଗୋରେଖନାଥ ବରିହା) : ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ତଥା ରାଜ୍ୟ ଆଜାଦୀ ଅମୃତ କା ମହୋତ୍ସବ ପାଳନ କରିଆସିଛି । ଗାନ୍ଧୀଜୀଙ୍କ ଅଂହିସା ପରମଧର୍ମ ମହାମନ୍ତ୍ର ନେଇ
Read More...

ଚଚରାଭଟାରେ ଦାଦନ ଶ୍ରମିକ ଅଧିକାର ଓ ଶ୍ରମ କାର୍ଡ ପଞ୍ଜିକରଣ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକର ଚଚରାଭଟା ଗ୍ରାମରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଖପ୍ରାଖୋଲର ନେତୃତ୍ୱରେ ଦାଦନ ଶ୍ରମିକମାନଙ୍କ ସଚେତନତା ପାଇଁ ଏକ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ବ୍ଲକ ଡ଼. ସୁଜିତ କୁମାର ଶତପଥୀ ଅଧ୍ୟକ୍ଷତା କରି ଦାଦନ ଶ୍ରମିକମାନଙ୍କୁ ସରକାରୀ
Read More...

ପାଟଣାଗଡ଼ ଏନ୍‌ଏସିରୁ ଜନ୍ମ ପ୍ରମାଣ ପତ୍ର ପାଇବାରେ ବଞ୍ଚିତ ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ସହ ହିତାଧିକାରୀଙ୍କ ବହୁବିଧ ସ୍ୱାର୍ଥ ପାଇଁ ୫ଟି ଯୋଜନାରେ ଅନେକ ଯୋଜନା ହାତକୁ ନେଇଥିବା ବେଳେ ଏଥିରୁ ବଞ୍ଚିତ ହେବା ସହ ଅଧିକାରୀଙ୍କ ମନମୂଖୀ ଶାସନ ଯୋଗୁଁ ଜନ୍ମଗତ ପ୍ରମାଣ ପତ୍ର ପାଇବାରେ ବଞ୍ଚିତ ଥିବା ଅଭିଯୋଗ
Read More...

୨୦୨୧ ବର୍ଷର ବୀମା ରାଶି ପ୍ରଦାନ ଦାବୀରେ ତହସିଲ ଅଫିସ ଘେରାଉ କଲେ ଚାଷୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ଶତାଧିକ ଚାଷୀ ଗତକାଲି ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ୨୦୨୧ ବର୍ଷର କୃଷି ବୀମା ପାଇ ନଥିବାରୁ ଚାଷୀମାନେ ଘେରାଉ କରି ଅଭିଯୋଗ କରିଛନ୍ତି । ଏନେଇ ଖପ୍ରାଖୋଲ ବ୍ଲକ ସମ୍ମୁଖରୁ ଶତାଧିକ ଚାଷୀ ଏକ ବିଶାଳ
Read More...

ଫସଲ ଅବଶେଷକୁ ଗୋଖାଦ୍ୟ ରୂପେ ବ୍ୟବହାର ପାଇଁ ତାଲିମ ଶିବିର

ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ଥାନୀୟ ବ୍ଲକ୍ ପ୍ରାଣୀ ସମ୍ପଦ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ ପରିସରର କୃଷିଜାତ ଫସଲର ଅବଶେଷ ପୃଷ୍ଟିସାର ଗୋଖାଦ୍ୟ ପ୍ରସ୍ତୁତ ତାଲିମ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା ସୁଜିତ କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡର ଯୁବ ସାମ୍ବାଦିକ ସୁବୋଧ କୁମାର ମେହେରଙ୍କ ମା’ ସୁମିତ୍ରା ମେହେରଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଥିବା ଜଣାପଡିଛି । ସେ ବୃଦ୍ଧାବସ୍ଥା ଜନିତ ରୋଗରେ ପୀଡିତ ଥିଲେ । ଜଣେ ପରୋପକାରୀ, ଧର୍ମପରାୟଣା ମହିଳା ଭାବରେ ଅଞ୍ଚଳରେ ଖ୍ୟାତି ଅର୍ଜନ କରିଥିଲେ ।
Read More...

ନୂଆଁଖାଇରେ ଦୁଇ ଦିନ ସରକାରୀ ଛୁଟି ଦାବୀରେ ଧୂମାଭଟା ସରପଞ୍ଚ ବନମାଳୀ ନାଏକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି ପ୍ରେରଣ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକର ଧୂମାଭଟା ପଞ୍ଚାୟତ ସରପଞ୍ଚ ବନମାଳୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି ପ୍ରେରଣ କରିଛନ୍ତି । ସରପଞ୍ଚ ଶ୍ରୀ ନାଏକ ତାଙ୍କ ଚିଠିରେ ଉଲ୍ଲେଖ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ କରିଛନ୍ତି ଯେ, ପଶ୍ଚିମ ଓଡ଼ିଶାର ତଥା
Read More...

କୋଶଲ ଯୁବ ଶକ୍ତିର ଉପଖଣ୍ଡ ସ୍ତରୀୟ କର୍ମକର୍ତ୍ତା ଚୟନ

ପାଟଣାଗଡ, (କେପଏନ୍‌ଏସ୍‌) : ପାଟଣାଗଡ ବ୍ଲକ ଅନ୍ତର୍ଗତ ଘସିଏନ ହନୁମାନ ମନ୍ଦିର ପରିସରରେ କୋଶଲ ଯୁବ ଶକ୍ତି ସଂଗଠନର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଶଲ ସଂଗ୍ରାମୀ ଶାନ୍ତନୁ କୁମାର ବୁଧିଆଙ୍କ ଆହ୍ୱାନ କ୍ରମେ ବଲାଙ୍ଗିର ତଥା ବରଗଡ ଜିଲ୍ଲାର ଶତାଧିକ କୋଶଲ ପ୍ରେମୀ ଯୁବକ
Read More...

ନୂତନ ପେନ୍‌ସନ୍‌ ଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ସାଙ୍ଗଠାନିକ ସଭା ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ୍ ସ୍ତରୀୟ ନୂତନ ପେନ୍‌ସନ୍‌ ଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ଏକ ସାଂଗଠାନିକ ବୈଠକ ଅରୁଣ କୁମାର ତ୍ରିପାଠୀ, ମଣି କୁମ୍ଭାର ତଥା ଲାଲଚନ ବଗର୍ତ୍ତୀଙ୍କ ଆହ୍ୱାନରେ ସ୍ଥାନୀୟ ବାଳକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ବ୍ଲକ୍
Read More...

କେବୁଲ ତାର ଚୋରି ମାମଲାରେ ୩ ଗିରଫ, ସହ ଚୋରି ସମାଗ୍ରୀ ଜବତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଗତ ୨୯/୭/୨୦୨୧ ଦିନ ରାତିରେ ପିଏଚ୍‌ଡି କାର୍ଯ୍ୟାଳୟ ପରିସରରୁ ମଟର କେବୁଲ ତାର ଚୋରି କରିଥିବା ଏନେଇ ବିଭାଗୀୟ ଜେଇ ଡୁବୁଲିଆ ସିଂହ ପୁର୍ତି ଥାନାରେ ଲିଖିତ ଏତାଲା ଦେଇଥିଲେ । ପାଟଣାଗଡ଼ ଥାନା କେସ ନଂ ୧୩୪/୨୨ରେ ଏକ ମାମାଲ ରୁଜୁ କରି ପୋଲିସ
Read More...