ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ତ୍ରିଲୋଚନ ସାହୁ
ପାଟଣାଗଡ଼, (କେପିଏନ୍ଏସ୍) : ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି ତ୍ରିଲୋଚନ ସାହୁ । ପାଟଣାଗଡ଼ ବ୍ଲକର ତ୍ରିଲୋଚନ ସାହୁ ଯିଏ କି ତମିଆଁ ଗ୍ରାମର ନିବାସୀ । ଚଳିତ ବର୍ଷ ୨୦୨୨-୨୩ ପାଇଁ ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି । ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସରେ ତାଙ୍କୁ ପୁରସ୍କୃତ!-->…
Read More...
Read More...