ପାଟଣାଗଡ଼ ପୋଲିସ ପଞ୍ଝାରେ ପାଞ୍ଚ ଜଣ ଚୋର
ପାଟଣାଗଡ଼, (ଅଶୋକ କୁମାର ବାଗ) : ଆଜି ପାଞ୍ଚ ଜଣ ଯୁବକ ସୋଲାର୍ ପ୍ୟାନେଲ୍ ଚୋରି ଅଭିଯୋଗରେ ପାଟଣାଗଡ଼ ପୋଲିସ ଦ୍ୱାରା ଗିରଫ୍ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଦଲଦଲି ଗ୍ରାମରେ ରହିଥିବା ହିଲ୍ଡ଼୍ ଏନାର୍ଜି ନାମକ ଏକ ସୋଲାର୍ ପ୍ରାଇଭେଟ୍ କମ୍ପାନୀରେ!-->…
Read More...
Read More...