ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟ ପାଟଣାଗଡ଼ ବାର୍ଷିକ ଉତ୍ସବ
ପାଟଣାଗଡ଼, (କେପିଏନ୍ଏସ୍) : ପାଟଣେଶ୍ୱରୀ ସାହିତ୍ୟ ସଂସଦ୍ ଟ୍ରଷ୍ଟ ପାଟଣାଗଡ଼ ବାର୍ଷିକ୍ ଉତ୍ସବ ୨୦୨୧ ପାଟଣାଗଡ଼ ଓଁ କଲ୍ୟାଣ ମଣ୍ଡପ ଠାରେ ଗତକାଲି ପାଲିତ ହୋଇ ଯାଇଛି । ପ୍ରଥମ ଅଧିବେଶନରେ ସାହିତ୍ୟସଭା ସାରସ୍ୱତ ସଙ୍କଳନ "ପାଟଣା ସୈରଭ" ଉନ୍ମୋଚନ ସହ ସମ୍ମାନ ପ୍ରଦାନ କରିଥିଲେ ।!-->…
Read More...
Read More...