ବେକରେ ରଶି ଲଗାଇ ଗଛରେ ଝୁଲୁଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର
ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ ନିକଟସ୍ଥ ଗଙ୍ଗାସାଗର ନିକଟରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଆଜି ପାଟଣାଗଡ଼ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ସକାଳୁ କିଛି ଗ୍ରାମବାସୀ ଜଣେ ଯୁବକଙ୍କ ମୃତ ଦେହ ଗଛରେ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।!-->…
Read More...
Read More...