Browsing Tag

patanagarh news

ମହିଳା ସଶକ୍ତିକରଣ ଏମିତି ଚାଳିଛି : ମହିଳା ସରପଞ୍ଚଙ୍କ କ୍ଷମତା ତାଙ୍କ ସ୍ୱାମୀଙ୍କ ହାତରେ ଚାଲୁଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : କେନ୍ଦ୍ର ଓ ରାଜ୍ୟ ସରକାର ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଆଗେଇ ନେବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମହିଳା ସଶକ୍ତିକରଣକୁ ସଶକ୍ତ କରିବା ପାଇଁ ରାଜନୈତିକ କ୍ଷେତ୍ରରେ ମହିଳା ମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ସୂଚନା
Read More...

ପାରିଶ୍ରମିକ ମିଳିବା ଦାବୀରେ ଶ୍ରମିକ ମାନେ ବେଲପଡା ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା

ପାଟଣାଗଡ଼, (ଗୋରେଖନାଥ ବରିହା) : କରୋନା ମହାମାରୀ ଯୋଗୁଁ ସରକାର ଏହି ବର୍ଷ କୋଟି କୋଟି ଟଙ୍କା ବିନିଯୋଗ କରି ଅନେକ ଯୋଜନା ଉନ୍ନତି ମୂଳକ କାର୍ଯ୍ୟ କରୁଛନ୍ତି । କିନ୍ତୁ ଠିକ ଭାବରେ ମଜୁରିଆ ମାନଙ୍କୁ ନ ମିଳିବା ଅଭିଯୋଗ ଦିନକୁ ଦିନ ଆସୁଛି । ସୂଚନା ଯୋଗ୍ୟ ଯେ ପାଟଣାଗଡ଼ ଉପଖଣ୍ଡ ବେଲପଡା
Read More...

ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଆଶାୟୀ ହିତାଧିକାରୀଗଣ ହଇରାଣ ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସହାୟତା ପାଇବାକୁ ଆବେଦନ କରିଥିବା ଅସହାୟ ବିଧବା ମହିଳାମାନଙ୍କ ଆଶା ଆକାଂକ୍ଷା ପ୍ରତି ଖପ୍ରାଖୋଲ ବ୍ଳକରେ ଗୁରୁତ୍ଵ ଦିଆଯାଇଥିବାରୁ ବହୁ ଆବେଦନକାରୀ ବଞ୍ଚିତ ହେଉଛନ୍ତି । ବହୁତ ଗୁଡ଼ାଏ ଆବେଦନ ଫର୍ମ ଯାଞ୍ଚ ଆଳରେ
Read More...

ଚାଷୀ ନାଁରେ ଚେକ୍‌ଡ୍ୟାମ୍ ଚାଷୀଙ୍କ କାମରେ ଆସୁନି : ଯୋଜନାଟି ଧଳା ହାତୀ ପୋଷାରେ ଅର୍ଥ ବିନିଯୋଗ ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଖପ୍ରାଖୋଲ, ବେଲପଡା, ପାଟଣାଗଡ଼ ଆଦି ବ୍ଳକରେ ଥିବା ଅଣଜଳ ସେଚିତ ଅଞ୍ଚଳର ଜମି ଗୁଡିକୁ ସର୍ବ ନିମ୍ନ ଗୋଟିଏ ଚାଷ ପାଇଁ ସମ୍ପର୍ଣ୍ଣ ଜଳ ଯୋଗାଇ ଦେବା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ଵାରା ବର୍ଷାଜଳ ପ୍ରବାହିତ ନାଳା
Read More...

ହିତାଧିକାରୀଙ୍କ ଠାରୁ ନେଇଥିବା ଅଧା ପ୍ରୋତ୍ସାହନ ରାଶି ଫେରାଇଲେ ଦଲାଲ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଗରିବ ଲୋକଙ୍କ ପାଇଁ ବିଜୁପକ୍କା ଘର, ପ୍ରଧାନ ମନ୍ତ୍ରୀ ଆବାସ ଘର ଦେଉଛନ୍ତି । ଏହି ଆବାସ ଘରକୁ ୪/୫ମାସ ଭିତରେ ଘର ସମ୍ପୂର୍ଣ୍ଣ ନିର୍ମାଣ କଲେ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ମିଲୁଛି । ହେଲେ ଏହି ପ୍ରୋତ୍ସାହନ ରାଶି
Read More...

କେନ୍ଦୁପତ୍ର ବିଭାଗରେ ନିୟୋଜିତ ସିଜିନାଲ ଅସ୍ଥାୟୀ କର୍ମଚାରୀଙ୍କୁ ତିନି ମାସିଆ କାମ ପରିବର୍ତ୍ତେ ଛଅମାସ ବର୍ଦ୍ଧିତ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଯୋଗିମୁଣ୍ଡା କେନ୍ଦୁପତ୍ର ବିଭାଗ ରେଞ୍ଜ ଅଧିନରେ ନିୟୋଜିତ ହେଇଥିବା ଅସ୍ଥାୟୀ କର୍ମଚାରୀଙ୍କ ମାସିକ କାର୍ଯ୍ୟର ସମୟସୀମା ବଢ଼ାଇବାକୁ ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ଯୋଗିମୁଣ୍ଡା କେନ୍ଦୁପତ୍ର ବିଭାଗ ରେଞ୍ଜ ଅଧିନରେ ନିୟୋଜିତ ଥିବା ଚେକର, ବାଇଂଡିଙ୍ଗ
Read More...

କୋସଲି ଡେରା ପକ୍ଷରୁ ଅନଲାଇନ କୋସଲି କବିତା ଆସର ଆୟୋଜିତ

ପାଟଣାଗଡ, (ପୁସ୍ତମ ଯୁଆଡି) : ପାଟଣାଗଡର ସାହିତ୍ୟ ଅନୁଷ୍ଠାନ କୋସଲିଡେରାର ଏକ କୋସଲି କବିତା ଆସର ଗୁଗୁଲ ମିଟ୍'ରେ ମାଧ୍ୟମରେ ଆୟୋଜିତ ହୋଇଯାଇଛି । କୋସଲ ଓ କୋସଲି ଭାବକୁ ଆଧାର କରି ହୋଇଥିବା କାର୍ଯ୍ୟକ୍ରମରେ ଅଧ୍ୟାପକ ଦିଲୀପ କୁମାର ପସାୟତ ଓ ରାମଭକ୍ତ ଫରିକାର ଅତିଥି ଭାବରେ ଯୋଗଦେଇ
Read More...

ଅଳିଆ ଆବର୍ଜନାରେ ଭରା ବେଲପଡା ଡ଼ାକବଙ୍ଗଳା

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ପ୍ରତ୍ୟେକ ଜିଲ୍ଲାର ସଦର ମହକୁମା ସହର ଓ ବ୍ଳକ ଗୁଡିକରେ ବିଭିନ୍ନ ସରକାରୀ ସଭାସମିତି କରିବା ସହ ବିଭିନ୍ନ ସମୟରେ ସରକାରୀ ଉଚ୍ଚ କର୍ତ୍ତୃପକ୍ଷ ଏବଂ ମନ୍ତ୍ରୀଙ୍କ ଆଗମନ ହେଇଥାଏ । ଏହି ଆଗମନରେ ଅତିଥି ମାନଙ୍କୁ ଡ଼ାକବଙ୍ଗଳାରେ କିଛି ସମୟ ବିଶ୍ରାମ
Read More...

ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ସାମ୍ୱାଦିକଙ୍କ ବିୟୋଗରେ ଅଶୃଳ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ପାଟଣାଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ କୈଳାଶ ଚନ୍ଦ୍ର ସାହୁ ଓ ଯୁବ ସାମ୍ବାଦିକ ଯତିଶ ଖମାରୀଙ୍କ ବିୟୋଗରେ ବେଲପଡା ସ୍ଥିତ ପଞ୍ଚାୟତ କଲେଜ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ
Read More...

ଘର ନାଇଁ କି ଭତ୍ତା ନାଇଁ : ଚାହିିଁ ବସିଛନ୍ତି ଆଶାୟୀ ବୃଦ୍ଧ ବୃଦ୍ଧା, ପ୍ରଶାସନର ନିଘା ନାହିଁ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ୟ୍ୟକାରୀ କରିଛନ୍ତି । ସାମାଜିକ ସୁରକ୍ଷା ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ପେନସନ ଯୋଜନା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା ଯୋଗାଇ ଦେଉଛନ୍ତି । ହେଲେ ଅନେକ କ୍ଷେତ୍ରରେ ଯୋଜନା ପ୍ରକୃତ ଯୋଗ୍ୟ
Read More...