Browsing Tag

padmapur news

ମୁଖ୍ୟମନ୍ତ୍ରୀଙ୍କ ବରଗଡ ଜିଲ୍ଲା ଗସ୍ତକୁ ବିରୋଧ : ୨୦୧୬ ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାବାସୀଙ୍କୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ଗସ୍ତକୁ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏକ ପ୍ରେସବାର୍ତ୍ତାରେ ବିରୋଧ କରିଛନ୍ତି । ଶ୍ରୀ ପୁରୋହିତ କରିଛନ୍ତି ଯେ, ୨୦୧୬ ମସିହାରେ
Read More...

ପାଇକମାଲ ବ୍ଲକସ୍ତରୀୟ ତୈଳିକ ସାହୁ ସମାଜର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସ୍ଥିତ ସ୍ୱ-ଜାତୀୟ ଧର୍ମଶାଲାରେ ପାଇକମାଲ ବ୍ଲକସ୍ତରୀୟ ତୈଳିକ ସାହୁ ସମାଜର ଏକ ବୈଠକ ପାଇକମାଲ ବ୍ଲକ ସଭାପତି ତଥା ଯୁବ ଆଇନଜୀବୀ ରାଜ କିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ସମାଜର
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ପରିଚାଳନା କମିଟିର ସଭାପତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଳିତେଣ୍ଡୁ ନାୟକ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ଅତିଥି
Read More...

ଜର୍ଜଗଡ଼ ଗ୍ରାମର ମୃତ ନମିତାଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ସାହାଯ୍ୟର ପ୍ରତିଶୃତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମର ନମିତା ଶତନାମୀ(୨୧)ଙ୍କୁ ଗତ ୧୬ ତାରିଖ ଦିନ ସକାଳ ପ୍ରାୟ ୯ଟା ସମୟରେ ନାଳକୁ ଶୌଚ ପାଇଁ ଯାଇଥିବା ବେଳେ ସେଠାରେ ଆଗରୁ ଲୁଚି ରହିଥିବା ଇନ୍ଦ୍ର ଧରୁଆ ନମିତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ହତ୍ୟା କରିଥିଲା ।
Read More...

କାମ ହେବାର ଏକ ମାସ ମଧ୍ୟରେ ଦବିଲା ପୋଲ ଓ ରାସ୍ତାରୁ ଉଠିଲା ପିଚୁ : ସାଧାରଣରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : କାମ ହେବାର ଏକ ମାସ ମଧ୍ୟରେ ଦବିଲା ପୋଲ ଓ ରାସ୍ତାରୁ ଉଠିଲା ପିଚୁ । ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁସାରେ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟେମରୀ ଗ୍ରାମରୁ ଟେମରୀ ହାଇସ୍କୁଲ ପର୍ଯ୍ୟନ୍ତ
Read More...

ଦିବାରାତ୍ରି ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମରେ ଦିବାରାତ୍ରି ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ପଲସଦା ୟଙ୍ଗଷ୍ଟାର ବ୍ୟାଟମିଣ୍ଟନ କ୍ଲବ ପଲସଦା ଆନୁକୂଲ୍ୟରେ ଚାଲିଥିବା ଏହି ଦିବାରାତ୍ରି ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ
Read More...

ଜିଲ୍ଲା ପରିଷଦଙ୍କ ତାଗିଦ୍ ପରେ ମାତ୍ର ୧୦ ଦିନରେ ସୁଧୁରିଗଲା ରାସ୍ତାର ଅବସ୍ଥା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନ ପ୍ରତିନିଧି ରାସ୍ତାକୁ ଓହ୍ଲାଇଲେ କିଭଳି ପରିବର୍ତ୍ତନ ହୁଏ ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ନାଥପାଲିରୁ ଲେବିଡି ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ । ସୂଚନା ଅନୁସାରେ ସେ ଗତ ବର୍ଷ
Read More...

ଟ୍ଵିଟର ଗାର୍ଲ ଦୀପାଙ୍କ ପ୍ରୟାସରେ ଦୀର୍ଘଦିନ ଧରି ଅବହେଳିତ ପାଇକମାଲ ନବୋଦୟ ବିଦ୍ୟାଳୟ ରାସ୍ତା ହେବ ମରାମତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ପାଇଁ ସଦାସର୍ବଦା ତତ୍ପର ରହୁଥିବା ସ୍ୱେଚ୍ଛାସେବୀ ଦୀପା ବାରିକ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହି ପରିପ୍ରେକ୍ଷୀରେ ଟ୍ଵିଟର ଗାର୍ଲ ଦୀପାଙ୍କ ପ୍ରୟାସରେ ଦୀର୍ଘଦିନ ଧରି ଅବହେଳିତ ପାଇକମାଲ
Read More...

ଜର୍ଜଗଡ଼ ଗ୍ରାମ ନିକଟସ୍ଥ ନାଳ ପାଖରେ ଯୁବତୀଙ୍କ ତଣ୍ଟି କାଟି ଯୁବକ ଫେରାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜର୍ଜଗଡ଼ ଗ୍ରାମ ନିକଟସ୍ଥ ନାଳ ପାଖରେ ଯୁବତୀଙ୍କ ତଣ୍ଟି କାଟି ଯୁବକ ଫେରାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମ ନିକଟରେ ଥିବା ନାଳକୁ ଆଜି ସକାଳ ୯ଟା ସମୟରେ ନମିତା ଶତନାମୀ(୨୧) ଓ ତାଙ୍କ ସାନ ଭଉଣୀ
Read More...

ଇଏସସିସି ସ୍ପଟିଙ୍ଗ ଜର୍ଜଗଡ଼ ୨୭ତମ କ୍ରିକେଟ କପ : ଅତର୍ଲା ଚାମ୍ପିୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ନୃସିଂହନାଥ ହାଇସ୍କୁଲ ଖେଳ ପଡିଆରେ ଇଏସସିସି ସ୍ପଟିଙ୍ଗ ଜର୍ଜଗଡ଼ ୨୭ତମ କ୍ରିକେଟ କପ ଫାଇନାଲ୍‌ ଖେଳ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଫାଇନାଲ୍‌ ଖେଳ ପାଇକମାଲ ଦମକଳ ବିଭାଗ ଟିମ୍‌ ଓ ଅତର୍ଲା ମଧ୍ୟରେ ହୋଇଥିଲା । ଦମକଳ ଦଳ ଟସ୍‌ ଜିଣି
Read More...