Browsing Tag

padmapur news

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃଭାଷା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବାଳିକା ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ସାହିତ୍ୟ ଶିକ୍ଷକ ବୃନ୍ଦାବନ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ମାତୃଭାଷା ଦିବସ
Read More...

ଜନ ଭାରତ ରଙ୍ଗ ଅବସରରେ ସଚେତନ ହେମାର ନାଟକ ପରିବେଷଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଭାରତୀୟ ନାଟ୍ୟ ବିଦ୍ୟାଳୟ ନୂଆଦିଲ୍ଲୀ ତଥା ସଂସ୍କୃତି ମନ୍ତ୍ରାଳୟ ଭାରତ ସରକାରଙ୍କ ଆନୁକୂଲ୍ୟରେ ସଚେତନ ହେମା ଅନୁଷ୍ଠାନ ଦ୍ୱାରା ପଞ୍ଚପ୍ରାଣ ଉପରେ ଆଧାରିତ ନାଟକ 'ନିଅ ଫେରିଆସେ ସୁନାର ଚଡେଇ' ପ୍ରଦର୍ଶିତ ହୋଇଛି ।
Read More...

ଜଙ୍ଗଲ ନିଆଁ ନିରାକରଣ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ବନଖଣ୍ଡ ପଦ୍ମପୁର ବନାଞ୍ଚଳ ତରଫରୁ ରାଜବୋରାସମ୍ବର ବ୍ଲକ ଅନ୍ତର୍ଗତ ଜମରତଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଲ୍ଲାଙ୍କ
Read More...

ଅମଠି ଗ୍ରାମ ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ : ବରଗଡ଼ ଜିଲ୍ଲା ଚମ୍ପିୟାନ ମହିଳା କ୍ରିକେଟ ଦଳକୁ ସମ୍ବର୍ଦ୍ଧିତ କଲେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଅମଠି ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅମଠି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗ
Read More...

ପ୍ରକୃତି ପ୍ରେମୀ ଗୋବର୍ଦ୍ଧନ ଅଗ୍ରୱାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ଜଣାଶୁଣା ବ୍ୟକ୍ତିତ୍ୱ ସମାଜସେବୀ ଗୋବର୍ଦ୍ଧନ ଅଗ୍ରୱାଲ । ଯିଏ କି ଗୋବର୍ଦ୍ଧନ ଭାଇ ନାମରେ ପରିଚିତ ଏବଂ ପାଇକମାଲ ଲାୟନ୍ସ କ୍ଲବର ସଭାପତି । ବର୍ଷ ସାରା ଦୁଃଖୀ, ଗରିବଙ୍କ ସେବା କରିବା ସଙ୍ଗେ ସଙ୍ଗେ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରି
Read More...

ରାଜ ବୋରାସମ୍ବର ବ୍ଲକ ସ୍ତରୀୟ ବେଟି ବଚାଓ ବେଟି ପଢ଼ାଓ ଓ ବ୍ଲକ ସ୍ତରୀୟ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବେଟି ବଚାଓ ବେଟି ପଢ଼ାଓ ଓ ବ୍ଲକ ସ୍ତରୀୟ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମାର୍ଦ୍ଧରେ ଚାରିଗୋଟି ଜୋନର ବାଳିକାମାନଙ୍କ ମଧ୍ୟରେ ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ଫୁଟବଲ ମ୍ୟାଚ୍‌ ଅନୁଷ୍ଠିତ
Read More...

ସୀମାନ୍ତ ଝାରବନ୍ଧ ବ୍ଲକରେ ‘ଚା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିକଶିତ ରାଷ୍ଟ୍ର ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା କରିବାର ଉଦ୍ଦେଶ୍ୟ ନେଇ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ଝାରବନ୍ଧର ଚାନ୍ଦିନୀ ଚୌକଠାରେ "ଚା ପେ ଚର୍ଚ୍ଚା"
Read More...

ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ନେଇ ସ୍ମାରକପତ୍ର ପ୍ରଦାନ କଲା ପ୍ରାଥମିକ ଶିକ୍ଷକ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଉଠାଇଲା ଦାବି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ, ବିଡ଼ିଓ, ବିଇଓଙ୍କୁ ସଂଘ ଦେଇଛି ସ୍ମାରକପତ୍ର । ବିଇଓଙ୍କ ମାଧ୍ୟମରେ
Read More...

ଆନ୍ତର୍ଜାତୀୟ ଆଥେଲେଟିକ୍‌ ସୂର୍ଣ୍ଣ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆନ୍ତର୍ଜାତୀୟ ମାଷ୍ଟର୍ସ୍ କ୍ରୀଡାବିତ୍ ତଥା ଚଳିତ ଖେଲୋ ଇଣ୍ଡିଆ ଜାତୀୟ ମାଷ୍ଟର୍ସ ଗେମ୍ ଦିଲ୍ଳୀଠାରେ ଆୟୋଜିତ ପ୍ରତିଯୋଗିତାର ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ବିଜେତା (ଆଥେଲେଟିକ୍‌) ସନ୍ତୋଷ କୁମାର ପଧାନଙ୍କୁ ପାଇକମାଲ ସ୍ଥିତ ବିଜେପି କାର୍ଯ୍ୟାଳୟରେ ପଦ୍ମପୁର
Read More...

ଦେଖ ଦେଖ ଛେକ ଛେକରେ ଚାଲିଛି ଡାକ୍ତରଖାନା : ଡାକ୍ତର ଏବଂ ନର୍ସ ପଦବୀ ପୂରଣ ହେବ କେବେ, ସାଧାରଣରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ଦେଖ ଦେଖ ଛେକ ଛେକରେ ଚାଲିଛି । ଦୀର୍ଘଦିନ ହେଲା ଅଚଳାବସ୍ଥା ଲାଗି ରହିଛି । ଏହି ସି.ଏଚ୍‌.ସିରେ ଡାକ୍ତର ଯଥା-ଭେଷଜ ବିଭାଗୀୟ ଡାକ୍ତର, ଶିଶୁରୋଗ ବିଶେଷଜ୍ଞ, ଦନ୍ତରୋଗ
Read More...