Browsing Tag

padampur news

୧୪ରୁ ଗନ୍ଧମାର୍ଦ୍ଦନ ପର୍ବତମାଳାରେ ଦୁର୍ଗେଇ ଖୋଲ ପୂଜା : ପାହାଚ ଓ ବିଦ୍ୟୁତ ସଂଯୋଗ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପର୍ବତମାଳାରେ ବିଜେ ପ୍ରତ୍ୟକ୍ଷ ଠାକୁରାଣୀ ଦୁର୍ଗେଇ ଦେବୀଙ୍କ ମହା ଆଡମ୍ବରରେ ପୂଜାର୍ଚ୍ଚନା ହେବ । ୧୪ ପ୍ରାତଃରୁ ପୂଜାରମ୍ଭ କରାଯାଇ ମଧ୍ୟରାତ୍ରୀରେ ମାନସିକ ବଳିପୂଜା ହେବ ବୋଲି ପରିଚାଳନା କମିଟି ସଭାପତି ମଧୁସୂଦନ ପାଣ୍ଡେ ସୂଚନା
Read More...

ବରିଷ୍ଠ ସାମ୍ୱାଦିକ ଡିଗ୍ରୀଧର ସାହୁଙ୍କ ଆଶୁ ଆରୋଗ୍ୟ କାମନା କଲେ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ଗ୍ରାମର ବରିଷ୍ଠ ସାମ୍ବାଦିକ ତଥା ଗନ୍ଧମାର୍ଦ୍ଦନ ଆନ୍ଦୋଳନର ବରିଷ୍ଠ କର୍ମୀ ଡିଗ୍ରୀଧର ସାହୁଙ୍କ ଗତ ୮ ତାରିଖ ରବିବାର ଦିନ ସକାଳ ସମୟରେ ପାଇକମାଲ ଧାନ ମଣ୍ଡିକୁ ଧାନ ବିକ୍ରି କରିବା ପାଇଁ ସାଇକେଲ ଯୋଗେ
Read More...

ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବର ବାଣିଜ୍ୟ ମେଳା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଆସନ୍ତା ୧୮ ତାରିଖରୁ ସାଂସ୍କୃତିକ ପର୍ବ ଆରମ୍ଭ ହେବାକୁ ଯାଉଥିବା ବେଳେ ଆଜି ସ୍ଥାନୀୟ ଅଶୋକ ଖେଳପଡ଼ିଆ ଠାରେ ବାଣିଜ୍ୟ ମେଳା ଉଦ୍‌ଘାଟିତ ହୋଇଯାଇଛି । ଏହି ବାଣିଜ୍ୟ ମେଳାରେ
Read More...

ପର୍ବତାରୋହୀ ତଥା ପ୍ରକୃତି ପ୍ରେମୀଙ୍କ ପ୍ରକୃତି ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ମନ୍ଦିର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର । ମନ୍ଦିରର ମୁକୁଟ ସଦୃଶ ଗନ୍ଧମାର୍ଦ୍ଦନ ପର୍ବତ ଅସରନ୍ତି ଶୋଭାର ଗନ୍ତାଘର । ସେହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ନିମିତ୍ତ ଅନେକ ସମୟରେ ପର୍ବତାରୋହୀ
Read More...

ଶିକ୍ଷକ ଚକ୍ରଧର ନାୟକଙ୍କୁ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଧନ୍ଦାମୂଳକ ପ୍ରଶିକ୍ଷକ ଚକ୍ରଧର ନାୟକ ତାଙ୍କ ଚାକିରିରୁ ଅବ୍ୟାହତି ନେଇଛନ୍ତି । ଏହି ଅବସରରେ ବିଦ୍ୟାଳୟ ପରିସରରେ ତାଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ
Read More...

ନିୟମିତ ହେଲେ ୩୨ ଜଣ କନିଷ୍ଠ ଶିକ୍ଷକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ମେ ୨୦୧୮ରୁ କାର୍ଯ୍ୟରତ ୩୨ ଜଣ କନିଷ୍ଠ ଶିକ୍ଷକ,ଶିକ୍ଷୟତ୍ରୀଙ୍କ ଚାକିରୀ ନିୟମିତ ହୋଇଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାରଙ୍କ ପତ୍ରସଂଖ୍ୟା
Read More...

ବିଧାୟକଙ୍କ ଦାବି ସତ ନା ବିଭାଗୀୟ ତଥ୍ୟ ସତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିଲେ ଧାନର ମୂଲ୍ୟ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବ ବୋଲି ବିଜେପି ଦଳ ତାର ନିର୍ବାଚନୀ ଏଜେଣ୍ଡାରେ ଘୋଷଣା କରାଯାଇଥିଲା । ନିର୍ବାଚନରେ ବିଜୟୀ ହେଲା ପରେ ଏବଂ ଭାରତୀୟ ଜନତା ପାର୍ଟି
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସଂକଳ୍ପ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଉଚ୍ଚ ବିଦ୍ୟାଳୟ ନବ ନିଯୁକ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ପାଇଁ ଉପଖଣ୍ଡ ସ୍ତରୀୟ ସଂକଳ୍ପ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟତ୍ରୀ ଗୋପାଳଜୀ ପ୍ରସାଦ
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଉଚ୍ଚ ପ୍ରାଥମିକ ଶିକ୍ଷକ ମାନଙ୍କ ପାଇଁ ବ୍ଲକ ସ୍ତରୀୟ ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଉଦ୍‌ଘାଟନୀ ସଭାରେ
Read More...

ବରଗଡ଼ ଜିଲ୍ଲା ସୋହେଲା ଗସ୍ତ ସମୟରେ ପଦ୍ମପୁର ଠାରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ ପାଣୀ) : ଧାନ କ୍ଵିଣ୍ଟାଲ ପିଛା ସର୍ବନିମ୍ନ ମୂଲ୍ୟ ଉପରେ ୮୦୦ ସହାୟତା ରାଶି ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମ ପାଇଁ ବରଗଡ଼ ଜିଲ୍ଲା ସୋହେଲା ଇଚ୍ଛାପାଲି ଠାରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ଯୋଗଦାନ ଦେବା ନିମନ୍ତେ ବିମାନରେ ଆସି ପଦ୍ମପୁର ମାଟିରେ ପହଞ୍ଚିଥିବା
Read More...