Browsing Tag

padampur news

ଗୀତା ଦେବୀ ଅଗ୍ରୱାଲଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ବରିଷ୍ଠ ଆଇନଜୀବୀ ସ୍ୱର୍ଗତ କହ୍ନେଇ ଲାଲ ଅଗ୍ରୱାଲଙ୍କ ଧର୍ମପତ୍ନୀ ଗୀତା ଦେବୀଙ୍କ ଆଜି ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୮୬ ବର୍ଷ ବୟସ ହେଉଥିଲା । ମୃତ୍ୟୁ ପରେ ଶ୍ରୀମତୀ ଅଗ୍ରୱାଲଙ୍କ ଦୁଇ ଚକ୍ଷୁକୁ ପରିବାର ବର୍ଗ ସହାୟତାରେ
Read More...

ବୈଦିକ ସଂସ୍କୃତି ସଂରକ୍ଷଣ ସମିତି ତରଫରୁ ବୈଦିକ ଯଜ୍ଞ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମର ବୈଦିକ ଯଜ୍ଞ ପୀଠରେ ବୈଦିକ ସଂସ୍କୃତି ସଂରକ୍ଷଣ ସମିତି ତରଫରୁ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯଜ୍ଞ ବ୍ରହ୍ମା ଭାବରେ ପଣ୍ଡିତ
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଆତ୍ମାସୁରକ୍ଷା ଓ ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବରଗଡ ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ରାଜବୋରାସମ୍ବର ଆନୁକୂଲ୍ୟରେ ଏକ ତ୍ରିଦିବାସୀୟ ରାଣୀ ଲକ୍ଷ୍ମୀବାଇ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଓ ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ଦ୍ୱୟର
Read More...

ବିଳାସପୁରରେ ବସୁଧା ଯୋଜନା ବାଟବଣା

ଅଧିକାରୀଙ୍କୁ ଅଭିଯୋଗ କଲେ କହୁଛନ୍ତି ତୁମ ଗାଁ ଲୋକେ ବୁଝିବ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଳାସପୁର ଗ୍ରାମ ଆଦିବାସୀ ଅଧ୍ୟୁଷିତ ଦାଦନ ପ୍ରବଣ ଅଞ୍ଚଳ । ପ୍ରତ୍ୟେକ ଘରକୁ ଜଳଯୋଗାଣ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା
Read More...

ସପ୍ତମ ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଗୋଇବାହାଲି ୨୦୨୫ ପାଇଁ କଂସ ବରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୧ ଫେବୃୟାରୀ ଠାରୁ ତାରିଖ ୭ ଫେବୃୟାରୀ ପର୍ଯ୍ୟନ୍ତ ହେବାକୁ ଥିବା ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ପାଇଁ ଚୟନ ହୋଇଥିବା କଳାକାରମାନଙ୍କୁ ପ୍ରଥମେ ବାଜା, ବାଣ ଫୁଟାଇ ପରେ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରାଯାଇଥିଲା ତାପରେ ଶୈବ ମନ୍ଦିରର ପୂଜକ
Read More...

ପାଇକମାଲରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲାୟନ୍ସ କ୍ଳବ, ପାଇକମାଲ ଓ ନୃସିଂହ ମେଡିକାଲ ଷ୍ଟୋର ଦ୍ୱାରା ସ୍ଥାନୀୟ ମାରୱାଡି ଧର୍ମଶାଳାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ହୋଇଯାଇଛି । ଏଥିରେ ୧୩୫ଜଣ ଚକ୍ଷୁ ପରୀକ୍ଷା କରାଇଥିଲେ । ୩୫ଜଣ ରୋଗୀଙ୍କ ଚକ୍ଷୁ ଅସ୍ତ୍ରୋପଚାର ପାଇଁ
Read More...

ଗନ୍ଧମାର୍ଦ୍ଦନ ପର୍ବତମାଳାରେ ବିଜେ ପ୍ରସିଦ୍ଧ ଠାକୁରାଣୀ ମାଁ ଦୁର୍ଗେଇ ଦେବୀଙ୍କ ଯାତ୍ରା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପର୍ବତମାଳାରେ ବିଜେ ପ୍ରତ୍ୟକ୍ଷ ଠାକୁରାଣୀ ଦୂର୍ଗତି ନାଶିନୀ ମାଁ ଦୁର୍ଗେଇ ଦେବୀଙ୍କ ଯାତ୍ରା ୨ ଦିନ ଧରି ମହା ସମାରୋହରେ ପାଳନ ହୋଇଯାଇଛି । ତ୍ରୟୋଦଶ ଶତାବ୍ଦୀରୁ ମାଁ ଦୁର୍ଗେଇ ଦେବୀ ଭାବରେ ପୂଜାପାଇ ଆସୁଛନ୍ତି । ମନଭଙ୍ଗ ଗାଁ
Read More...

ଛେତଗାଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପକେନ୍ଦ୍ରକୁ ଜାତୀୟ ଗୁଣାବତ୍ତା ଆସ୍ୱାସନ ମାନକ ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଛେତଗାଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପକେନ୍ଦ୍ରକୁ ଜାତୀୟ ଗୁଣାବତ୍ତା ଆସ୍ୱାସନ ମାନକ ପ୍ରଦାନ କରାଯାଇଛି । ଚଳିତ ଡିସେମ୍ବର ୬ ତାରିଖ ଜାତୀୟ ଗୁଣାବତ୍ତା ଆସ୍ୱାସନ
Read More...

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ପଦ୍ମପୁରରେ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ : ଭାରତ ସରକାରଙ୍କ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଗଣହତ୍ୟା, ଧର୍ଷଣ, ସମ୍ପତ୍ତି ଲୁଣ୍ଠନ ବିରୁଦ୍ଧରେ ଆଜି ବରଗଡ ଜିଲ୍ଲା ପଦ୍ମପୁରରେ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ସ୍ଥାନୀୟ ରାଜାଜୀ ଟାଉନ ହଲ୍‌ ଠାରୁ ବାହାରି ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ
Read More...

ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଭାରତୀୟ ଭାଷା ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟର ସମ୍ମେଳନ ପ୍ରକୋଷ୍ଠଠାରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଭାଷା ଦିବସ ପାଳିତ ହୋଇଯାଇଛି । ଶ୍ରୀ ପଣ୍ଡା ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଏହାର ମହତ୍ତ୍ଵ କହିଥିଲେ । ଡଃ.
Read More...