Browsing Tag

padampur news

ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କପ୍

ସମ୍ବଲପୁରକୁ ହରାଇ ସେମିଫାଇନାଲରେ ରାଞ୍ଚି ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୮ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ ଗ୍ରୁପ ବି ପର୍ଯ୍ୟାୟରେ ତୃତୀୟ ଲିଗ୍
Read More...

ଗନ୍ଧମାର୍ଦ୍ଦନ ଆନ୍ଦୋଳନର ସହିଦ ମାଧବ ସିଂ ଠାକୁର ଓ ରମେଶ ସାହୁଙ୍କ ୧୪ତମ ସହିଦ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ଆନ୍ଦୋଳନର ବରିଷ୍ଠ କର୍ମୀ ତଥା ବିଜେପି ପାଇକମାଲ ମଣ୍ଡଳର ପୂର୍ବତନ ସଭାପତି ସ୍ୱର୍ଗତ ମାଧବ ସିଂ ଠାକୁର ଓ ସ୍ୱର୍ଗତ ରମେଶ ସାହୁଙ୍କ ୧୪ତମ ସହିଦ ଦିବସ ପାଳିତ ହୋଇଯାଇଛି । ୨୦୧୦ ମସିହାରେ ଡିସେମ୍ବର ୨୭ ତାରିଖରେ ଗନ୍ଧମାର୍ଦ୍ଦନ ସୁରକ୍ଷା
Read More...

କ୍ରିଷ୍ଣା କପ୍‌ କ୍ରିକେଟ : ସେମି ଫାଇନାଲରେ ମହୁଲପାଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆଠାରେ କେସିସି ଦ୍ଵାରା ଆୟୋଜିତ ୨୧ତମ କ୍ରିଷ୍ଣା କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୨ୟ ଦିନ ଖେଳରେ ୬ଟି ଦଳ ଅଂଶଗ୍ରହଣ କରିଥିଲେ । କ୍ୱାଟର ଫାଇନାଲ ମ୍ୟାଚରେ ମହୁଲପାଲି ଦଳ ବୁଡ଼େନ ଦଳକୁ ହରାଇ ଦ୍ୱିତୀୟ ଦଳ ରୂପେ
Read More...

ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କପ୍‌ର ତୃତୀୟ ଦିବସ

ପ୍ରୟାଗରାଜକୁ ହରାଇ ଫାଇନାଲରେ କଣ୍ଟାବାଞ୍ଜି ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ରାଇଜିଂ ଷ୍ଟାର କ୍ରିକେଟ କ୍ଲବ ତରଫରୁ ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୮ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍
Read More...

ଭାରତରତ୍ନ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ଜୟନ୍ତୀ ପାଇକମାଲ ଠାରେ ସାଂସଦ ପ୍ରଦୀପ ପୁରୋହିତଙ୍କ ବାସଭବନ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି । ଏହି ଦିବସକୁ ସରକାର ସୁଶାସନ ଦିବସ ରୂପେ
Read More...

ପଞ୍ଚ ଦିବସୀୟ ଶୀତକାଳୀନ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଶିକ୍ଷା ଜିଲ୍ଲା ଆନୁକୂଲ୍ୟରେ ବରଗଡ଼ର ଅନନ୍ୟ କାର୍ଯ୍ୟକ୍ରମ 'ବିଜେତା' ଅନ୍ତର୍ଗତ ଏକ ପଞ୍ଚ ଦିବସୀୟ ଶୀତକାଳୀନ ଶିବିର ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହେଉଛି । ଉକ୍ତ ଶିବିରକୁ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ
Read More...

ସାନ ମହାରାଜ ନନ୍ଦଲାଲ ତ୍ରିବେଦୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଅଂଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ନନ୍ଦଲାଲ ତ୍ରିବେଦୀ (୯୫)ଙ୍କ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ବରଗଡ଼ ସ୍ଥିତ ଘରୋଇ ହସ୍ପିଟାଲ ବିକାଶରେ ଚିକିତ୍ସିତ ହେଉଥିଲେ । ଆଜି ବରଗଡରୁ
Read More...

ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କପ୍‌ର ଦ୍ୱିତୀୟ ଦିବସ

ବଲାଙ୍ଗିରକୁ ହରାଇ ସେମିଫାଇନାଲରେ ପ୍ରୟାଗରାଜ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୮ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍‌ର ଦ୍ୱିତୀୟ ଦିବସରେ ବଲାଙ୍ଗିରକୁ ହରାଇ
Read More...

ପଦ୍ମପୁରରେ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମର୍ଯ୍ୟାଦା ପୁରୁଷୋତ୍ତମ ମହାପ୍ରଭୁ ଶ୍ରୀରାମଙ୍କ ପାଖରେ ଛପନ ଭୋଗ ଅର୍ପଣ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତିନଗର ଠାରେ ଚାଲୁଥିବା ନବମ ବର୍ଷ ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ଏ଼ହି ଅବସରରେ ଆଜି ଛପନ ଭୋଗର କମିଟି ଭକ୍ତଙ୍କ ତରଫରୁ ମର୍ଯ୍ୟାଦା ପୁରୁଷୋତ୍ତମ
Read More...

ନୂତନ ବର୍ଷ ପ୍ରଥମ ଦିନ ଅଖଣ୍ଡ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ଅବସରରେ ସଂକଳ୍ପ ପରିବାରର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗାମୀ ନୂତନ ବର୍ଷ ପ୍ରଥମ ଦିନ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସାଧୁ ଗିରିଜା ଶଙ୍କର ଦାସଙ୍କ ପ୍ରତିଷ୍ଠିତ ମହିମା ଆଶ୍ରମ ପଲସାନୀ, (ବୁକୁରାମୁଣ୍ଡା, ମହୁଲପାଲି) ଓ ସଂକଳ୍ପ ପରିବାର ବରଗଡର ମିଳିତ ଆୟୋଜନରେ ଗତ ନବବର୍ଷ ଭଳି ଅନୁଷ୍ଠିତ ହେବ ।
Read More...