Browsing Tag

padampur news

ଆମର୍ ସାହିତ୍ୟ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ସ୍ଥାନୀୟ ରାଜୀବ ଟାଉନ୍ ହଲରେ ଦୁବାଇ ପ୍ରବାସୀ ପ୍ରଶାନ୍ତ କୁମାର ମେହେରଙ୍କ ଆବାହକତ୍ୱ ତଥା କେଶରଞ୍ଜନ ପ୍ରଧାନ ଓ ଅଶୋକ କୁମାର ବହିଦାରଙ୍କ ସଂଯୋଜନାରେ ତୃତୀୟ "ଆମର ସାହିତ୍ୟ ଉତ୍ସବ୍" ଏକ ବର୍ଣ୍ଣାଢ଼୍ୟ ପରିବେଶ ଭିତରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଧାନମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ବୁଝିଲେ ବରଗଡ଼ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଷୀଙ୍କ ପାଇଁ ଧାନମଣ୍ଡି ଖୋଲା ଯାଇଥିବା ବେଳେ କେତେକ ମଣ୍ଡିରେ ଚାଷୀ ଅନେକ ସମସ୍ୟା ଭୋଗୁଥିବା ଖବର ସାମ୍ନାକୁ ଆସୁଛି । ଏଭଳି ସ୍ଥିତି ଅନୁଧ୍ୟାନ କରି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି
Read More...

ପାଇକମାଲ ବ୍ଲକରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକରେ ଶ୍ରୀ ଅନ୍ନ ଅଭିଯାନ ତରଫରୁ ପିପଲପାଲି ଗ୍ରାମରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଦାମ ଚରଣ ସେଠୀ ମଣ୍ଡି ଉଦ୍‌ଘାଟନ କରିଥିଲେ । ଏହି
Read More...

ଚତୁର୍ଥ ଅଭିଭାବକ ଶିକ୍ଷକ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାରଙ୍କ ଏକ ପ୍ରୟାସ ଅନୁସାରେ ଚତୁର୍ଥ ଅଭିଭାବକ ଶିକ୍ଷକ ତଥା ପରିଚାଳନା କମିଟି ସଦସ୍ୟ
Read More...

ପାଇକମାଲ ହାଇସ୍କୁଲରେ ଅଭିଭାବକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଡ଼. ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଏସ୍‌ଏମ୍‌ଡିସି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ଟାଇଲ ଚନ୍ଦ୍ର ଭୋଇ,
Read More...

ପାଇକମାଲରେ ଦାଦନ ଶ୍ରମିକ ଶବ ରଖି ରାସ୍ତାରୋକ ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ମୁଖ୍ୟ ଛକରେ ଶୁକ୍ରବାର ରାସ୍ତାରୋକ ଆନ୍ଦୋଳନ ହୋଇଯାଇଛି । ଦାଦନ ଶ୍ରମିକର ଶବକୁ ରଖି ଆନ୍ଦୋଳନ କରିଥିଲେ ଲୋକେ । ମୃତକ ଜଣକ ହେଲେ ପାଇକମାଲ ବ୍ଲକ କାଂସଡା ପଂଚାୟତ ବରପାଲି ଗ୍ରାମର ଜୟସିଂ ବିଶ୍ୱାଳ (୨୫) ପ୍ରାପ୍ତ ବିବରଣୀରୁ
Read More...

ହୃଦଘାତରେ ଯୁବ ଫୁଟବଲ ଖେଳାଳୀଙ୍କ ମୃତ୍ୟୁ

କ୍ରୀଡା ପ୍ରେମୀ ମହଲରେ ଶୋକର ଛାୟା ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଦେଉଳି ଗ୍ରାମର ଜଣାଶୁଣା ଫୁଟବଲ ଖେଳାଳୀ ଚିତ୍ତରଞ୍ଜନ ସିଂ ଶ୍ରୀଦାର (୪୭)ଙ୍କ ଶୁକ୍ରବାର ହୃଦଘାତରେ ଦେହାନ୍ତ ହୋଇଯାଇଛି । ସେ ଦେଉଲିର ଗୌନ୍ତିଆ ସ୍ୱର୍ଗତ ଲୋଚନ ଶ୍ରୀଦାରଙ୍କ ଚତୁର୍ଥ ପୁଅ ଥିଲେ ।
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ପଦ୍ମପୁରରୁ ନୃସିଂହନାଥ ସାଇକେଲ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ମୁକୁଟ ମଣି ତଥା ବରଗଡ଼ ଜିଲ୍ଲାର ପାଇକମାଲ ସ୍ଥିତ ନୃସିଂହନାଥ ଶୈବପୀଠ ଓ ବଲାଙ୍ଗିର ଜିଲ୍ଲାରେ ଖପ୍ରାଖୋଲ ସ୍ଥିତ ହରିଶଙ୍କର ଲାଗିରହିଥିବା ପାହାଡ଼ ପର୍ବତ ପାଦ ଦେଶରେ । ଅଶି ଦଶକରେ ଜନଗଣ ଗନ୍ଧମାର୍ଦ୍ଦନକୁ ବଞ୍ଚାଇବା ପାଇଁ ବାଲକୋ
Read More...

ବୁକୁରାମୁଣ୍ଡାକୁ ବ୍ଲକ ଘୋଷଣା ପାଇଁ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡାକୁ ବ୍ଲକ ଘୋଷଣା ପାଇଁ ଦାବି ହେଉଛି । ଏହିକ୍ରମରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୁଜାରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ଅଞ୍ଚଳବାସୀ ସ୍ମାରକପତ୍ର ପ୍ରଦାନ କରିଥିଲେ । ବ୍ଲକ
Read More...

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଟାଲ ଗ୍ରାମ ଠାରେ ଆଜି ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ କରାଗଲା । ଆସନ୍ତା ୧୯.୦୧.୨୫ରୁ ୨୪.୦୧.୨୫ ତାରିଖ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହେବ ।
Read More...