Browsing Tag

padampur news

ୱିନର୍ ବ୍ରାଇଟ୍ ଫ୍ୟୁଚର ସ୍କଲରେ ଶିଶୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲର ଉଭୟ ପଦ୍ମପୁର ଏବଂ ଖୁଣ୍ଟପାଲି ପରିସରରେ ଶିଶୁ ଦିବସ ପାଳନ କରାଯାଇଥିଲା । ସର୍ବପ୍ରଥମେ ଚନ୍ଦନ ଲଗାଇ ଏବଂ ପୁଷ୍ପବୃଷ୍ଟି କରି ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ୍ ପରିସରକୁ ସ୍ଵାଗତ କରାଯାଇଥିଲା । ଏହି ଉତ୍ସବରେ
Read More...

ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।
Read More...

ପ୍ରଥମ ରାଜ୍ୟ ସ୍ତରୀୟ ଗନ୍ଧମାର୍ଦ୍ଦନ ନାଟକ ମହୋତ୍ସବ ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ମଞ୍ଚ ନାଟକ ପରମ୍ପରାର ଶହେ ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ଅଗ୍ରଣୀ ନାଟ୍ୟ ସଂସ୍ଥା ଅବର୍ଣ୍ଣିରଗୁଁଡ଼ା ନାଟ୍ୟ ସଂସଦ ଦ୍ୱାରା ଆୟୋଜିତ ପ୍ରଥମ ଗନ୍ଧମାର୍ଦ୍ଦନ ନାଟକ ମହୋତ୍ସବ -୨୦୨୫ ଉଦଯାପିତ ହୋଇଯାଇଛି । ସଂସଦର ସଭାପତି ଚିନ୍ମୟ କୁମାର
Read More...

ପଦ୍ମପୁରରେ ଜାତୀୟ ଶିକ୍ଷା ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ କଲେଜରେ ଜାତୀୟ ଶିକ୍ଷା ଦିବସ ୨୦୨୫ କଲେଜର ସମ୍ମେଳନ ପ୍ରକୋଷ୍ଠରେ ଉତ୍ସାହମୟ ପରିବେଶରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସଭାପତିତ୍ୱ କରୁଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଖଗେଶ୍ୱର ଦାଶ ଶିକ୍ଷାର ଗୁରୁତ୍ୱ ଓ ଜାତୀୟ ଶିକ୍ଷା ଦିବସ
Read More...

ପାଇକମାଲ ପୋଲିସ ଦ୍ୱାରା ଟେମରୀ ହାଇସ୍କୁଲରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ଟେମରୀ ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ଡ଼ୋଳାମଣୀ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଇକମାଲ ଥାନାଧିକାରୀ କୈଳାସ ଚନ୍ଦ୍ର
Read More...

ପାଇକମାଲ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ତରୀୟ ମସ୍ତ୍ୟ ଓ ପ୍ରାଣୀ ସମ୍ପଦ ମେଳା ସୋମବାର ହାଇସ୍କୁଲ ପଡିଆରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ ପାଇକମାଲ ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରଗଡ
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ୱ ବୈଜ୍ଞାନିକ ପ୍ରଫେସର ଶିବେଶ କୁମାର ଜସ୍ ପେସିଫଙ୍କ ଉଦବୋଧନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ଵ ବୈଜ୍ଞାନିକ ଶିବେଶ କୁମାର ଜସ୍ ପେସିଫ ଦୀପ ପ୍ରଜ୍ୱଳନ ପୂର୍ବକ ଶିଶୁ ଭାଇ ଭଉଣୀମାନଙ୍କୁ ବିଶ୍ଵ ବ୍ରହ୍ମାଣ୍ଡ ଗଠନ ବିଷୟରେ ମାର୍ଗଦର୍ଶନ କରିଥିଲେ । ସେ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସଗରା ପଞ୍ଚାୟତ
Read More...

ବହୁ ପ୍ରତିଭାର ଅଧିକାରୀ ଶିକ୍ଷକ ସହଦେବ : ହାସ୍ୟ ଅଭିନେତା ଭାବେ ବେଶ ଜଣାଶୁଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ମଣିଷ ଭିତରେ ଯେଉଁ କଳା ଥାଏ, ତାହା ନିଶ୍ଚିତ ଭାବରେ ଲୋକଲୋଚନକୁ ଆସିଥାଏ । ଏହିପରି ଏକ ବହୁ କଳା ଓ ପ୍ରତିଭାର ବ୍ୟକ୍ତିତ୍ଵ ହେଉଛନ୍ତି ଶିକ୍ଷକ ନରେନ୍ଦ୍ର ଦାଉ । ତାଙ୍କ ପରିଚୟ କହିଲେ ପାଇକମାଲ ବ୍ଲକ ବରତୁଣ୍ଡା ପଞ୍ଚାୟତ ପୁରେନା ଗାଁ ଯୁବକ ତଥା ଶିକ୍ଷକ
Read More...

କାର୍ତ୍ତିକ ପର୍ଣ୍ଣିମା ଅବସରରେ ତାରିଣୀ ମନ୍ଦିର ଠାରେ ଅନ୍ନଭୋଗ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କାର୍ତ୍ତିକ ପର୍ଣ୍ଣିମା ଅବସରରେ ସ୍ଥାନୀୟ ତାରିଣୀ ମନ୍ଦିର ଠାରେ ଏକ ଅନ୍ନଭୋଗ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁରର ଏକ ଯୁବଗୋଷ୍ଠୀ ଦ୍ଵାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ମା' ତାରିଣୀଙ୍କ ପୂଜାର୍ଚ୍ଚନା ପରେ ଅନ୍ନଭୋଗ ବଣ୍ଟନ
Read More...

ନୃସିଂହନାଥରେ ସରିଲା ପଞ୍ଚୁକ :ପୂର୍ଣ୍ଣମା ଦିନ ବୋଇତ ବନ୍ଦାଣରେ ପ୍ରବଳ ଭିଡ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ନୃସିଂହନାଥ ପୀଠରେ ବୁଧବାର ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହୋଇଥିଲା । ଏଠାରେ ଶହ ଶହ ମହିଳାମାନେ ରହି ସବୁଦିନ ଗାଧୋଇ ସାରି ତୁଳସୀ ଚଉରାରେ ପୂଜାପାଠ କରି କାର୍ତ୍ତିକ ପୁରାଣ ଗାଉଥିଲେ ଓ ଶୁଣୁଥିଲେ । ପ୍ରାୟ କାର୍ତ୍ତିକ ମାସର ଶେଷ ସପ୍ତାହରେ ବୁଡ଼
Read More...