Browsing Tag

padampur news

ଦର୍ଲିପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ଅଧିନସ୍ଥ ଦର୍ଲିପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥି ଅବସର ପ୍ରାପ୍ତ
Read More...

ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକୋତ୍ସବ ଆଲୋକବର୍ତିକା ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା କଳ୍ପନାରାଣୀ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ‘ଫର୍ଟିଚିଉଡ଼ ୦୨

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ତା ସହିତ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ମନର ସଂଶୟ ବଢ଼ି ବଢ଼ି ଚାଲିଛି । ଏହାକୁ ଲାଘବ କରିବା ପାଇଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପାଳଜୀ ପ୍ରସାଦ
Read More...

ବରଗଡ଼ ସାଂସଦଙ୍କୁ ଦୁଇ ଦଫା ଦାବୀପତ୍ର ଦେଲେ ମିଳିତ ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦଙ୍କ ପାଇକମାଲ ସ୍ଥିତ ବାସଭବନରେ ମିଳିତ ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି ସଦସ୍ୟ ତଥା ଅଲ୍‌ ଓଡିଶା ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି ଦୁଇ ଦଫା ଦାବୀ ସମ୍ବଳିତ ଦାବୀ ପ୍ରାଥମିକ ଶିକ୍ଷାରୁ ଚୁକ୍ତିଭିତ୍ତିକ ପ୍ରଥା ସ୍କିମାଟିକ ପ୍ରଥା ଉଚ୍ଛେଦ,
Read More...

ଅଞ୍ଚଳ ମହାବିଦ୍ୟାଳୟରେ ନୂତନ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କୁ ସ୍ଵାଗତ ଅଭିନନ୍ଦନ କାର୍ଯ୍ୟକ୍ରମ ସମ୍ପନ୍ନ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତଅଞ୍ଚଳ ମହାବିଦ୍ୟାଳୟ ଠାରେ ଏବିଭିପି ଦ୍ୱାରା ଯୁକ୍ତଦୁଇ ପରୀକ୍ଷାର୍ଥୀମାନଙ୍କ ଉଦ୍ଦେଶ୍ୟରେ ଅଭିନନ୍ଦନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ଏହି ଅବସରରେ ଅଞ୍ଚଳ ମହାବିଦ୍ୟାଳୟ ପ୍ରବେଶ ଦ୍ୱାର ଠାରେ ଏବିଭିପି କାର୍ଯ୍ୟ କର୍ତ୍ତାମାନେ ଛିଡ଼ା
Read More...

ମାଣ୍ଡୋସିଲ ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ବାର୍ଷିକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଭୂତମୁଣ୍ଡା ଡେମ ଠାରେ ସ୍ଥାୟୀ ସଭାପତି ଲଳିତ ଜଗତଙ୍କ ସଭାପତିତ୍ୱରେ ମାଣ୍ଡୋସିଲ ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଧରୋଲ, ଭୂତମୁଣ୍ଡା,
Read More...

ଜାତୀୟ ସିନିୟର୍ କବାଡି ରେଫରୀ ପାଇଁ ଅଜିତଙ୍କୁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଟକର ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆସନ୍ତା ୨୦ରୁ ହେବାକୁ ଥିବା ୭୧ତମ ସିନିୟର୍ ଜାତୀୟ କବାଡି ଚମ୍ପିୟାନସିପ୍ (ପୁରୁଷ) ରେଫରୀ ଭାବରେ ଦାୟିତ୍ଵ ନେବେ ପଦ୍ମପୁର ଉପଖଣ୍ଡ ପାଇକମାଲ ଲକ ମାଣ୍ଡୋସିଲ ପଞ୍ଚାୟତ ଭୂତମୁଣ୍ଡା ଗାଁର ଅଜିତ କୁମାର
Read More...

ପାଇକମାଲ ବ୍ଲକ ସ୍ତରୀୟ ନିପୁଣ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ତରୀୟ ନିପୁଣ ମେଳା ବ୍ରାହ୍ମଣଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଇଓ ଚୁଡାମଣି ବାରିକଙ୍କ ସଭାପତିତ୍ୱରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଇକମାଲ ବିଡିଓ ପ୍ରଫୁଲ କୁମାର ଓଦୁ, ସମ୍ମାନିତ
Read More...

ଶାଗୁଆନ ଜଙ୍ଗଲରେ ଲାଗିଲା ନିଆଁ, ତିନି ଏକର ବିଶିଷ୍ଠ ଜଙ୍ଗଲ ନଷ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ନିକଟସ୍ଥ ଜର୍ଜଗଡ଼ ଗ୍ରାମର ଚନ୍ଦ୍ରକାନ୍ତି ଶତପଥିଙ୍କ ଶାଗୁଆନ ଜଙ୍ଗଲରେ ସୋମବାର କୌଣସି ଏକ ଦୁର୍ବୃତ୍ତ ଅପରାହ୍ନ ପ୍ରାୟ ୨ ଟାରେ ନିଆଁ ଲଗାଇ ଦେଇ ଥିବାରୁ ତିନି ଏକର ବିଶିଷ୍ଠ ଶାଗୁଆନ ଗଛ ନଷ୍ଟ ହୋଇଯାଇଛି । ଫାୟାର
Read More...

ତେଲେଙ୍ଗାନାରେ ଦାଦନ ଶ୍ରମିକଙ୍କୁ ନିର୍ଯ୍ୟାତନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ରଂଜିତପୁର (ଭାଙ୍ଗଖୁଟି) ଗ୍ରାମର କେତେକ ପରିବାର ତେଲେଙ୍ଗାନା ରାଜ୍ୟକୁ ଇଟା ଗଢିବାକୁ ଯାଇ ପୀଡିତ ଅବସ୍ଥାରେ ନିର୍ଯ୍ୟାତିତ ହେଉଛନ୍ତି । ଏନେଇ ଶ୍ରମିକ ମାନଙ୍କ ଭାଇ ପରମାନନ୍ଦ ମହାନନ୍ଦ
Read More...