Browsing Tag

padampur news

ତ୍ରିଦିବସୀୟ ପ୍ରଗତି ତାଲିମ ଶିବିର ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଟାଉନ୍ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଚାଲିଥିବା ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ ତ୍ରିଦିବସୀୟ ପ୍ରଗତି ପ୍ରଶିକ୍ଷଣ ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ମୁଖ୍ୟତଃ ପ୍ରଧାନ ଶିକ୍ଷକ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିମନ୍ତେ
Read More...

ପାଇକମାଲ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଡ. ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ରୂପେ ବିଇଓ ଚୁଡ଼ାମଣି ବାରିକ ଓ
Read More...

ବିନ୍ଧ୍ୟ ବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟ ବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନଙ୍କ ତତ୍ୱାବଧାନରେ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟାପିକା ମଧୁସ୍ମିତା ପ୍ରଧାନଙ୍କ ଦାୟିତ୍ୱରେ
Read More...

କଳାକାରଙ୍କୁ ବରଗଡ଼ ସାଂସଦଙ୍କ ଦ୍ଵାରା ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବୁଡାମାଲ ପଂଚାୟତ ଭେଲୁଆପଦର ଗ୍ରାମର ସହଦେବ ସାହୁଙ୍କୁ ଆଜି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଉପଢୌକନ ଦେଇ ନିଜ ପାଇକମାଲ ସ୍ଥିତ ବାସ ଭବନରେ ସମ୍ମାନିତ କରିଥିଲେ । ଶ୍ରୀ ସାହୁ ଅନେକ ମଞ୍ଚରେ କଂସ, ରାବଣ ଓ ମୁରାସୁର ଭୂମିକାରେ
Read More...

ପାଚିକା ସହାୟିକଙ୍କ ଅପ୍ରେନ୍‌ ଯୋଗାଇ ସିଆରସିସି ମାଲେମାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକରେ ପାଚିକା ସହାୟିକଙ୍କ ଅପ୍ରେନ୍‌ ଯୋଗାଇ ପାଇକମାଲ ବ୍ଲକ ପରିସରରେ ଥିବା ସିଆରସିସି ମାଲେମାଲ ହେଉଛନ୍ତି । ପାଚିକା ସହାୟିକଙ୍କ ତାଲିମ ସମୟରେ ଅପ୍ରେନ୍‌ ପିନ୍ଧି ଆସିବାକୁ ଗୋଷ୍ଠୀ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ । ଏହାର
Read More...

ଝାରବନ୍ଧ ବ୍ଲକରେ ମଣ୍ଡି ବ୍ୟବସ୍ଥା ପ୍ରହସନ

ବ୍ୟପାରୀ ଏବଂ ମିଲ ଏଜେଣ୍ଟଙ୍କ ମର୍ଜିରେ ଚାଲିଛି ଧାନ କିଣା ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ବିଭିନ୍ନ ମଣ୍ଡି ବ୍ୟବସ୍ଥା ସମ୍ପୂର୍ଣ ଭାବେ ବ୍ୟପାରୀ, ମିଲ ଏଜେଣ୍ଟଙ୍କ ମର୍ଜିରେ ଚାଲିଛି । ପ୍ରସାଶନର ଅପାରଗପଣିଆ ଯୋଗୁଁ ମଣ୍ଡି
Read More...

୧୪ରୁ ଗୁଦେରପାଲି ୟୁଜିୟୁପି ସ୍କୁଲର ଶତବାର୍ଷିକୀ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ମଧ୍ୟ ଇଂରାଜୀ ବିଦ୍ୟାଳୟର ଆସନ୍ତା ୧୪ ଏବଂ ୧୫ ତାରିଖରେ ଶତବାର୍ଷିକୀ ଉତ୍ସବ ମହାଆଡ଼ମ୍ବରରେ ପାଳିତ ହେବାକୁ ଯାଉଛି । ଏହି ଅବସରରେ ଗୁଦେରପାଲି ଗାଁ ମୁଣ୍ଡରେ ୨୦ ଫୁଟ୍‌ ଉଚ୍ଚତା ଏବଂ ୨୪ ଫୁଟ
Read More...

ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଶୁଭ ଉଦ୍‌ଘାଟନ କଲେ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ କଂସର ପଞ୍ଚାୟତ ଅନ୍ତର୍ଗତ ଗଡ଼ଭାଟି ଗ୍ରାମରେ ଉପ ସ୍ଵାସ୍ଥ୍ୟକେନ୍ଦ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରେ ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଉଦ୍‌ଘାଟନ କରିଥିଲେ ।
Read More...

ଧାନ ବୋଝେଇ ଟ୍ରକ ଧକ୍କାରେ ଯୁବକ ମୃତ : ଝାରବନ୍ଧ ପାଇକମାଲ ରାସ୍ତା ବନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝାରବନ୍ଧ ରାସ୍ତା ଚୁହାପାଲି ବ୍ରିଜ ପାଖରେ ଏକ ମର୍ମନ୍ତୁଦ ଟ୍ରକ ଦୁର୍ଘଟଣାରେ ଜଣେ ଯୁବକର ଅକାଳ ମୃତ୍ୟୁ ହୋଇଯାଇଛି । ମୃତକ ହେଲେ ଚୁହାପାଲି ଗ୍ରାମର ରାଜେଶ କୁମ୍ଭାର (୨୦) । ପ୍ରାପ୍ତ ବିବରଣୀରୁ ଜଣାପଡିଛି ଯେ ସୋମବାର
Read More...

ତ୍ରିଦିବସୀୟ ପ୍ରଗତି ତାଲିମ୍ ଶିବିର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡିଆଇଇଟି ବରଗଡ଼ ଆନୁକୁଲ୍ୟରେ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ ତ୍ରିଦିବସୀୟ ପ୍ରଗତି ପ୍ରଶିକ୍ଷଣ ସ୍ଥାନୀୟ ଟାଉନ୍ ଉଚ୍ଚ ବିଦ୍ୟାଳୟ ପଦ୍ମପୁର ପରିସର ମଧ୍ୟରେ ଉଦ୍‌ଘାଟିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ମୁଖ୍ୟତଃ ପ୍ରଧାନ ଶିକ୍ଷକ ଓ ସହ ଗୋଷ୍ଠୀ
Read More...