Browsing Tag

padampur news

କାହିଁକି ମନେ ପଡୁନଥିଲା ଏଥେଲେଟିକ ଆସୋସିଏସନ : ଦରକାର ନଥିଲା ନା ଇଚ୍ଛା ଶକ୍ତିର ଥିଲା ଅଭାବ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ କ୍ରୀଡା ପ୍ରେମୀ, ଖେଳାଳି ଓ ସଂସ୍କୃତିର ମାଟି ଅଟେ । ଏହି ମାଟିରୁ ବିଗତ ଦିନମାନଙ୍କରେ ଏଥେଲେଟିକର ବିଭିନ୍ନ ଶ୍ରେଣୀରେ ବୋହୁ ଖେଳାଳି ରାଜ୍ୟ ତଥା ରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଖେଳରେ ଭାଗ ନେଇ ଅଞ୍ଚଳ ପାଇଁ ସୁନାମ ଆଣିଛନ୍ତି ଯାହା ପଛରେ
Read More...

ଚବିଶ ପ୍ରହରୀ ନାମଯଜ୍ଞ ଉଦଯାପିତ : ରାଧା କୃଷ୍ଣ ପ୍ରେମରସରେ ନାଚିଲେ ଭକ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବୈସ୍ନୋଦେବୀ ରାଇସମିଳ ପରିସରରେ ଚାରିଦିନ ଧରି ଚାଲିଥିବା ଚବିଶ ପ୍ରହରୀ ନାମଯଜ୍ଞ ବୁଧବାର ଉଦଯାପିତ ହୋଇଯାଇଛି । ରବିବାର କଳସଯାତ୍ରାରେ ଶତାଧିକ ମହିଳାମାନେ ପାଇକମାଲ ସ୍ଥିତ ଶିବ ମନ୍ଦିର ନିକଟ ଝରଣାରୁ ପବିତ୍ର
Read More...

ଶିକ୍ଷକ ନେତା ଅବନୀ କୁମାର ବରାଳଙ୍କ ୯୧ତମ ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ପ୍ରତିଷ୍ଠାତା ଶିକ୍ଷକ ନେତା ପ୍ରଫେସର ଅବନୀ କୁମାର ବରାଳଙ୍କ ୮୧ତମ ଜୟନ୍ତୀ ବରଗଡ଼ ଜିଲ୍ଲା ବେସରକାରୀ କଲେଜ ଶିକ୍ଷକ ସଂଘ ଆନୁକୂଲ୍ୟରେ ପଦ୍ମପୁର ସ୍ଥିତ ମହିଳା କନିଷ୍ଠ ମହା ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ।
Read More...

ମାଣ୍ଡୋସିଲ ପୁରାତନ ଛାତ୍ରର ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ପିଏମ ଶ୍ରୀ ହାଇସ୍କୁଲର ପୁରାତନ ଛାତ୍ର ସଂସଦର ଏକ ସମ୍ବର୍ଦ୍ଧନା ସଭା ସଭାପତି ଗୋକୁଳାନନ୍ଦ ଦଣ୍ଡସନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବରେ ଓଡିଆ ଅଧ୍ୟାପକ ସନ୍ତୋଷ ସିଂ ଠାକୁର ଓ
Read More...

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ
Read More...

ଧର୍ମପରାୟଣ ମହିଳା ସ୍ୱର୍ଗତ କେଶରୀ ରାୟ ସ୍ମୃତିରେ ବୃକ୍ଷରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ଜାମସେଠ ଗ୍ରାମର ଧର୍ମପରାୟଣ ମହିୟସୀ ମହିଳା ସ୍ୱର୍ଗତ କେଶରୀ ରାୟ ସ୍ମୃତିରେ ଆଜି ବୃକ୍ଷରୋପଣ କରାଯାଇଛି । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ସକ୍ରିୟ ସଦସ୍ୟ ତଥା ପୂର୍ବତନ ସରପଞ୍ଚ ପ୍ରମୋଦ ରାୟ ମା ଥିଲେ ସ୍ୱର୍ଗତ
Read More...

ରାଜସ୍ୱ ନିରୀକ୍ଷକ ସୁରେନ୍ଦ୍ର ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ ଅନ୍ତର୍ଗତ ଭେଙ୍ଗରାଜପୁର ରାଜସ୍ୱ ସର୍କଲର ରାଜସ୍ୱ ଅଧିକାରୀ ସୁରେନ୍ଦ୍ର ସାହୁଙ୍କ ଅବସର ସଭା ପାଇକମାଲ ତହସିଲ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ଅତିରିକ୍ତ ତହସିଲଦାର ପ୍ରତାପ ଚନ୍ଦ୍ର ପୂଝାରୀ, ବଡ଼
Read More...

ଟେମେରୀରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମେରୀ ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଡୋଳାମଣି ପ୍ରଧାନଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଲଳିତ ମୋହନ ଭୋଇଙ୍କ
Read More...

ଲକ୍ଷ୍ମୀ ବସ ଧକ୍କାରେ ବାଇକ ଆରୋହୀର ଭାଙ୍ଗିଲା ଗୋଡ : ଡାକ୍ତରଖାନାରେ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା କେଶ ନଂ ୧୧୬ / ୨୫ଧାରା ୨୮୧/୧୦୬(୨) ବି ଏନ ଏସ ଅନୁସାରେ ଏକ ମାମଲା ରୁଜୁ କରାଯାଇ ଲକ୍ଷ୍ମୀବସ ଡ୍ରାଇଭରକୁ ଶୁକ୍ରବାର ପାଇକମାଲ ପୋଲିସ କୋର୍ଟ ଚାଲାଣ କରିଛି । ପ୍ରକାଶଥାଉକି ଗୁରୁବାର ୧୨ଟା ୫୦ ମିନିଟରେ କୁଦୋଗୁଡା
Read More...

ଛୁରା ମାଡରେ ଘଟଣାରେ ଫେରାର ଥିବା ଅଭିଯୁକ୍ତ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ କଲୋନୀପଡା ପଡା ନିକଟସ୍ଥ କେନାଲ ରାସ୍ତାରେ ଜନୈକ ଯୁବକକୁ ଛୁରା ଓ ଖଣ୍ତା ମାଡ ଘଟଣାରେ ପାଇକମାଲ ପୁଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରି ପଦ୍ମପୁର କୋଟକୁ ପଠାଇଥିବା ବେଳେ ଆଜି ଫେରାର ଥିବା ଜଣେ ଅଭିଯୁକ୍ତ ପାଇକମାଲ ଥାନା
Read More...