ବିପଦ ସଙ୍କୁଳ ଅବସ୍ଥାରେ ଜାମସେଠ ହାଇସ୍କୁଲ
ଫାଟକ ସମ୍ମୁଖରେ ଯାଇଛି ୩୩ କେଭି ମୁକୁଳା ତାର
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଜାମସେଠ ହାଇସ୍କୁଲ ମୁଖ୍ୟ ଫାଟକ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ୩୩ କେଭି ମୁକୁଳା ତାର ଯାଇଛି ଓ ଖୁଣ୍ଟ ମଧ୍ୟ ପୋତା ଯାଇଛି । ଯାହାଫଳରେ ଛାତ୍ରଛାତ୍ରୀମାନେ ସେହି ବାଟରେ!-->!-->!-->…
Read More...
Read More...