Browsing Tag

padampur news

ଜାମସେଠ ଡାକ୍ତରଖାନାରେ ତାଲା ପକାଇଲେ ଅଞ୍ଚଳବାସୀ

ଡାକ୍ତର ନିଯୁକ୍ତି ଓ ଠିକ୍ ସମୟରେ କର୍ମଚାରୀମାନେ ଆସୁନଥିବା ଅଭିଯୋଗ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ଜାମସେଠ ଡାକ୍ତରଖାନାରେ ଶନିବାର ଅଞ୍ଚଳବାସୀ ଦ୍ୱାରା ତାଲା ବନ୍ଦ କରାଯାଇଥିଲା । ଜଣେ ଏମ୍‌ବିବିଏସ୍‌ ଡାକ୍ତର ନିଯୁକ୍ତି ନଥିବା ହେତୁ ଆୟୁଷ
Read More...

ପାଇକମାଲ ହାଇସ୍କୁଲର ୪ ଜଣ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ୪ ଜଣ ଶିକ୍ଷକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବରଗଡ଼ ଡିଇଓ ବିଶ୍ଵନାଥ ସାହୁ, ଏଡିଇଓ ବିନୟ ପ୍ରକାଶ ସଏ, ଡାଏଟ ଅଧ୍ୟକ୍ଷ, ବରଗଡ଼ ଏ.ଡି.ଏମ୍‌,
Read More...

ଅତିରିକ୍ତ ଜିଲ୍ଲାପାଳଙ୍କ ମାତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡୁଙ୍ଗୁରିପାଲି ନିବାସୀ ତଥା ଜଗଦଲପୁର ହାଇସ୍କୁଲର ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ପୂର୍ଣ୍ଣାନନ୍ଦ ଭୋଇଙ୍କ ଧର୍ମପତ୍ନୀ ଓ ଅତିରିକ୍ତ ଜିଲ୍ଲାପାଳ ବେଦଭୂଷଣ ଭୋଇଙ୍କ ମାତା କୁଞ୍ଜଲତା ଭୋଇଙ୍କ ଶୁକ୍ରବାର
Read More...

ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଜଗବନ୍ଧୁ ବାବୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଲକ ଅଧୀନସ୍ଥ ବେଣ୍ଟକାରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗବନ୍ଧୁ ବାବୁଙ୍କୁ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪-୨୫ ପାଇବା ପାଇଁ ମନୋନୀତ କରାଯାଇଛି । ଶୁକ୍ରବାର
Read More...

ସର୍ଗିବାହାଲରେ ଲୁପ୍ତପ୍ରାୟ ସଙ୍ଗୀତ ଉପରେ ଆଲୋଚନା ଚକ୍ର ଓ ପ୍ରଦର୍ଶନ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଶିଶୁ ମନ୍ଦିରରେ ସଚେତନ ହେମା ଢୋଲବନ୍ଧ ତରଫରୁ ଏକଦିନିଆ ସେମିନାର ଓ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନାଟ୍ୟକାର ରାଜକୁମାର ସାହୁ ଲୁପ୍ତପ୍ରାୟ ଲୋକକଳା ଉପରେ ଗଭୀର ଆଲୋଚନା କରି
Read More...

ସାତ ମାସ ହେଲା ବିନା ଦରମାରେ ପଦ୍ମପୁର ଅନ୍ୱେଷା ଛାତ୍ରାବାସ କର୍ମଚାରୀ : ସାଂସଦଙ୍କୁ ଫେରାଦ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ଅନ୍ୱେଷା ଛାତ୍ରାବାସରେ କାର୍ଯ୍ୟରତ ୱାଡେନ୍, ମେଟ୍ରନ୍ ଓ ରୋଷେୟା ମାନେ ଗତ ସାତ ମାସ ହେଲା ବିନା ପାରିଶ୍ରମିକରେ କାର୍ଯ୍ୟ କରୁଥିବା ନେଇ ସାଂସଦ ପ୍ରଦୀପ ପୁରୋହିତଙ୍କୁ ସାକ୍ଷାତ କରି ଫେରାଦ୍ ହୋଇଛନ୍ତି । ଛାତ୍ରାବାସରେ
Read More...

ସେପ୍ଟେମ୍ବର ୩ରେ ନୃସିଂହନାଥଠାରେ ଅନୁଷ୍ଟିତ ହେବ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୩ ତାରିଖ ସକାଳ ୯ ଘ ସମୟ ରେ ପାଇକମାଲ ସ୍ଥିତ ନୃସିଂହନାଥ ମହର୍ଷି ଦୟାନନ୍ଦ ଗୁରୁକୁଳ ଆଶ୍ରମ ପରିସରରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ଆୟୋଜନ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ରମେଇ ଚରଣ ଦାଶଙ୍କ
Read More...

ପାଇକମାଲରେ ସରକାରୀ ଜାଗାରେ ଥିବା ଘର ଭାଙ୍ଗିଲା ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲରେ ବହୁ ପ୍ରତିକ୍ଷିତ ଘର ଭଙ୍ଗା କାର୍ଯ୍ୟକ୍ରମର ଅନ୍ତ ଘଟିଛି । ବୁଧବାର ସକାଳ ୧୦ ଟାରୁ ପାଇକମାଲ ସଡ଼କପଡ଼ାରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ନୃସିଂହପଡ଼ା ଯାଏ ଘର ଭଙ୍ଗା କାର୍ଯ୍ୟକ୍ରମ ଚାଲିଥିଲା । ଏଥିରେ ଝାରବନ୍ଧ
Read More...

ସୋଢାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ସୋଢା ଗାଁରେ ରବିବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୋଢା ଗାଁରୁ ପଲସଦା ଯିବାରାସ୍ତାର ଉଭୟ ପାଖରେ ପ୍ରାୟ ୧୦୦ଗୋଟି ବିଭିନ୍ନ ପ୍ରଜାତିର ଗଛ ଲଗାଯାଇଥିଲା । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ,
Read More...

ପାଇକମାଲରେ କଂଗ୍ରେସ କର୍ମୀ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ଧର୍ମଶାଳା ଠାରେ ବରଗଡ ଜିଲ୍ଲା କଂଗ୍ରେସ କମିଟି ତରଫରୁ କର୍ମୀ ସମ୍ମିଳନୀ ଏବଂ ସଭାପତି ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ଉପସଭାପତି ତଥା
Read More...