ଧାନ ମଣ୍ଡି ଚତୁଃପାର୍ଶ୍ୱରେ ପାଚେରୀ ନିର୍ମାଣ ପାଇଁ ଦାବୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁଡେନ ଗ୍ରାମର ପାନାଲାଲ ବେହେରା (୬୫)ଙ୍କ ଏକ ଅଭିଯୋଗ ଦେଖିବାକୁ ମିଳିଛି । ଅଭିଯୋଗ ଅନୁସାରେ ତାଙ୍କ ଗ୍ରାମରେ ଥିବା ଖାତା ନମ୍ବର ୮୬/୧୧୨ରେ ଏ ୧. ୪୦ଡି ରୟତି ଜମିରେ ପ୍ରତିବର୍ଷ ଚାଷ କରି ଆସୁଛନ୍ତି ଏବଂ ଏହି ଜମି ସଂଲଗ୍ନରେ ଥିବା ୬୦!-->…
Read More...
Read More...