ପାଇକମାଲକୁ ଏନ୍ଏସି ଦାବୀ ନେଇ ବିଜୁ ଜନତା ଦଳ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲକୁ ଏନ୍ଏସି ଦାବୀ ନେଇ ବୁଧବାର ବିଜୁ ଜନତା ଦଳ ପକ୍ଷରୁ ଦିଆଯାଇ ଥିବା ବନ୍ଦ ଡାକରାରେ ପାଇକମାଲ୍ଲରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବିଗତ ବିଜେଡି ସରକାର ସମୟରେ ପାଇକମାଲକୁ ଏନ୍ଏସି ଘୋଷଣା କରାଯାଇଥିଲା । ଚଳିତ ସରକାର!-->…
Read More...
Read More...