Browsing Tag

padampur news

ବନଦୁର୍ଗା ମନ୍ଦିର ଠାରେ ନବଦୁର୍ଗା ପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ପାଖ ବନଦୁର୍ଗା ମନ୍ଦିର ଠାରେ ଗତ ସୋମବାର ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦା ତା.୨୨.୦୯.୨୦୨୫ ସକାଳ ଟାରେ କର୍ତ୍ତା ଅରୁଣ କୁମାର ଦାନି ଓ ତାଙ୍କ ଧର୍ମପତ୍ନୀ ରୂପା ରାଣୀ ସାହୁଙ୍କ ସମେତ ଶତାଧିକ ମହିଳା ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ,
Read More...

ନିଜ ଗାଁ ପାଇକମାଲରେ ଶାରଦୀୟ ନବରାତ୍ର ଦୂର୍ଗାପୂଜାରେ ମା’ଙ୍କୁ ଦର୍ଶନ କଲେ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲରେ ଶାରଦୀୟ ନବରାତ୍ର ଦୂର୍ଗାପୂଜା ମହାଆଡମ୍ବର ଅନୁଷ୍ଠିତ ହୋଇଯାଇଛି । ସାଂସଦଙ୍କ ନିଜ ଗାଁ ପାଇକମାଲରେ ଶାରଦୀୟ ନବରାତ୍ର ଦୂର୍ଗାପୂଜା ହେଉଥିବା ବେଳେ ନବରାତ୍ରର ତୃତୀୟ ଦିନରେ ମା' ଚନ୍ଦ୍ରଘଣ୍ଟା ରୂପ ଧାରଣ
Read More...

ନିଆରା ଢଙ୍ଗରେ ଜନ୍ମଦିନ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମର କୁମୁଦିନୀ ପଟେଲ, କୀର୍ତ୍ତି ଚନ୍ଦ୍ର ପଟେଲଙ୍କ ଝିଅ ହେମାଙ୍ଗିନୀ ପଟେଲ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ମା' ପାଇଁ ଗଛ ଟିଏ ଲଗାଇଥିଲେ । ସେ ମା, ବାପାଙ୍କ ଠାରୁ ପ୍ରେରଣା ପାଇ
Read More...

ମାଣ୍ଡୋସିଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାଲ ବୈଜ୍ଞାନିକ ଓ ହସ୍ତକଳା ପ୍ରଦର୍ଶନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ମଙ୍ଗଳବାର ବାଲ ବୈଜ୍ଞାନିକ ଓ ହସ୍ତକଳା ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ସଭାପତି ଗୋକୁଳାନନ୍ଦ ଦଣ୍‌ଣ୍ଡସେନା ଓ ମହେନ୍ଦ୍ର କୁମାର ଖୁଣ୍ଟିଆ ଯୋଗଦେଇ
Read More...

ନୃସିଂହନାଥ ଶ୍ରୀ ଶ୍ରୀ ବିନ୍ଧ୍ୟାବାସିନୀ ଦେବୀଙ୍କ ପୀଠରେ ମହାନବମୀ ପୂଜାର ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ପରିସରରେ ଥିବା ମା' ବିନ୍ଧ୍ୟାବାସିନୀ ଦେବୀଙ୍କ ମହାଷ୍ଟମୀ ପୂଜା, ଭାଇଜିଉନ୍ତିଆ ଓ ମହାନବମୀ ପୂଜା ପାଇଁ ପାଇକମାଲ, ମୁନିକେଲ, ଗୁରୁଣ୍ଡା, ବରତୁଣ୍ଡା ଓ ବଇଦପାଲି ଗ୍ରାମର ଗୌନ୍ତିଆ ଓ ଭଦ୍ରବ୍ୟକ୍ତି, ନୃସିଂହନାଥ
Read More...

ଦଶମ ଆୟୁର୍ବେଦ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦଶମ ଆୟୁର୍ବେଦ ଦିବସ ପାଳନ ଅବସରରେ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ ପାଇକମାଲରେ ଆୟୁର୍ବେଦ ଆହାର ଆଧାରିତ "ଆୟୁର ଫୁଡ଼ ଫେଷ୍ଟିଭାଲ" ମଙ୍ଗଳବାର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର
Read More...

ପଦ୍ମପୁର ବନଦୁର୍ଗା ମନ୍ଦିରରେ ସାର୍ବଜନୀନ ଶାରଦୀୟ ନବରାତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ, ପଦ୍ମପୁର ସ୍ଥିତ ବନଦୁର୍ଗା ମନ୍ଦିରରେ ସାର୍ବଜନୀନ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆଗାମୀ ୨୨ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖରେ ସମାପନ ହେବ । ପୂଜା କର୍ତ୍ତା ଭାବେ ଅରୁଣ କୁମାର ଦାନୀ ଓ ଧର୍ମପତ୍ନୀ ରୁପାରାଣୀ ସାହୁ ଦାୟିତ୍ୱ
Read More...

ମାଓବାଦୀଙ୍କ ଦ୍ୱାରା ନିହତ ଗୃହରକ୍ଷୀଙ୍କ ପୁଅକୁ ନିଯୁକ୍ତି ପାଇଁ ଏସ୍.ପି.ଙ୍କୁ ଗୁହାରି

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୧୨ ମସିହାରେ ମାଓବାଦୀଙ୍କ ଦ୍ୱାରା ନିହତ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ନାରାୟଣ ସୁନାଙ୍କ ପୁଅ ଲମ୍ବୋଦର ସୁନାଙ୍କୁ ତାଙ୍କ ବାପାଙ୍କ ସ୍ଥାନରେ ନିଯୁକ୍ତି ଦେବାକୁ ମୃତ ନାରାୟଣଙ୍କ ପତ୍ନୀ ଲକ୍ଷ୍ମୀ ସୁନା
Read More...

ପଞ୍ଚାୟତ ସ୍ତରୀୟ ଇସି ସଂଘ ପୁନଃଗଠନ ନେଇ ସାଂସଦଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକର ୨୨ଟି ପଞ୍ଚାୟତର ସମସ୍ତ ପଞ୍ଚାୟତ ସ୍ତରୀୟ ଇସି ସଂଘ ଗଠନ କରାଯାଇଥିଲା । ହେଲେ ସଂଘର ଅଜାଣତରେ ପଞ୍ଚାୟତ ସ୍ତରୀୟ ଇସି ସଂଘ ଗଠନ କରାଯାଇଥିବା ବେଳେ ତାକୁ ପୁନଃଗଠନ କରିବା ନେଇ ଆଜି ଶତାଧିକ ଇସି ସଂଘର
Read More...

ପରିଚୟ ଦେଇଛି ସାଂସ୍କୃତିକ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏବେ ଚାଲିଛି ପୂଜା ପାର୍ବଣ ଋତୁ । ନୂଆଁଖାଇ ଠାରୁ ଆରମ୍ଭ କରି ଦଶହରା ପର୍ଯ୍ୟନ୍ତ ଗାଁ ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ହେଲେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ଯୁବକମାନଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । ଅଳ୍ପ ବୟସରେ ଖୋଲା
Read More...