Browsing Tag

padampur news

କେର୍ମେଲାବାହାଲ ଓ ମାଝୀପାଲିରେ ସୋଲାର ଲାଇଟ୍ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ କେର୍ମେଲାବାହାଲ ଓ ମାଝୀପାଲି ବସଷ୍ଟାଣ୍ଡରେ ସୋଲାର ଲାଇଟ୍ ସାଂସଦ ପ୍ରଦୀପ କୁମାର ପୁରୋହିତ ଓ ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ରାସ୍ତା ଓ ଗୃହନିର୍ମାଣ ନିର୍ମାଣ
Read More...

ସ୍ୱାସ୍ଥ୍ୟମନ୍ତ୍ରୀ ଓ ସାଂସଦଙ୍କ ଦ୍ଵାରା ଦବାଇ ଇଣ୍ଡିଆ ଜେନେରିକ ଫାର୍ମାସୀ ମେଡିକାଲ ଷ୍ଟୋର ଉଦଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ନୃସିଂହନାଥ ଯିବା ରାସ୍ତାରେ ଜିତେନ୍ଦ୍ରିୟ ଦାଶଙ୍କ ଦବାଇ ଇଣ୍ଡିଆ ଜେନେରିକ ଫାର୍ମାସିଷ୍ଟ ମେଡିକାଲ ଷ୍ଟୋରକୁ ଆଜି ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି
Read More...

ନାରୀ ଶକ୍ତି ସ୍ୱରୂପା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଏନ୍‌ଜିଓ ବା ସ୍ୱେଚ୍ଛାସେବୀ ସଂସ୍ଥା 'ପ୍ରୟାସ' ତରଫରୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ 'ନାରୀ ଶକ୍ତି ସ୍ୱରୂପା' କାର୍ଯ୍ୟକ୍ରମରେ ଜନ୍ମ ନେଇଥିବା ନବଜାତ ଶିଶୁ କନ୍ୟାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସଭାପତି ପ୍ରକାଶ
Read More...

ମାଣ୍ଡୋସିଲ ସାର୍ବଜନୀନ ଦୁର୍ଗାପୂଜାରେ ମା’ଙ୍କୁ ଦର୍ଶନ କଲେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲରେ ହେଉଥିବା ୭୪ତମ ସାର୍ବଜନୀକ ଦୁର୍ଗାପୂଜା ନବମୀ ଦିନେରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମା'ଙ୍କ ଦର୍ଶନ କରି ଆସିଥିଲା । ଏନେଇ ପୂଜା କମିଟି, ଉପଦେଷ୍ଟା, ସଦସ୍ୟ ତଥା ଗ୍ରାମବାସୀମାନେ ସ୍ୱାଗତ ଜଣାଇ
Read More...

ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରଙ୍କର ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହୁଲପାଲି ସ୍ଥିତ ବ୍ରଜ ମୋହନ ସାହୁଙ୍କ ଆମ୍ବ ବଣରେ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ୧୯୮୮ ବ୍ୟାଚର ଛାତ୍ର ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ୟାବିନେଟ ମନ୍ତ୍ରୀ ମୁକେଶ
Read More...

ପାଇକମାଲରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳାରେ ବରିଷ୍ଠ ନାଗରିକ ସଂଘର ସଭାପତି ହାଡୁ ସାହୁଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘରେ ୩୦ ଜଣ ବରିଷ୍ଠ ନାଗରିକ ନୂତନ ଭାବରେ ଯୋଗଦାନ କରିଥିଲେ
Read More...

ମାଣ୍ଡୋସିଲ ସାର୍ବଜନୀନ ଦୁର୍ଗାପୂଜାରେ ନବ କୁମାରୀ ପୂଜନ : ଆସନ୍ତାକାଲି ରାବଣ ପୋଡ଼ି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲରେ ହେଉଥିବା ୭୪ତମ ସାର୍ବଜନୀକ ଦୁର୍ଗାପୂଜାରେ ମଙ୍ଗଳବାର ମା'ଙ୍କ ଅଷ୍ଟମୀ ବିହିତ ପୂଜା, ହୋମ, ଆରତୀ ହୋଇଥିବା ବେଳେ ବୁଧବାର ନବମୀ ବିହିତ ପୂଜା, ନବ କୁମାରୀ ପୂଜନ, ହୋମ ଆରତୀ ହୋଇଯାଇଛି । ଆଜି ସନ୍ଧ୍ୟାରେ
Read More...

ପଦ୍ମପୁର ରାଜବାଟୀ ଦୁର୍ଗାପୂଜାରେ ମା’ଙ୍କୁ ଦର୍ଶନ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜବାଟୀ ୧୨୩ତମ ପୂର୍ତ୍ତି ଅବସରରେ ଚାଲିଥିବା ସାର୍ବଜନୀନ ଦୁର୍ଗାପୂଜା ନବମୀ ଦିନ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମା'ଙ୍କୁ ଦର୍ଶନ କରିବାକୁ ଆସିଥିଲେ । ଏନେଇ ପୂଜା କମିଟି ସଭାପତି ପ୍ରତାପ ମିଶ୍ର, ସମ୍ପାଦକ ଯୁଗଳ କିଶୋର
Read More...

ଭୁବନେଶ୍ଵରପୁରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଠାରେ ଫ୍ରେଣ୍ଡସ କ୍ଲବ୍ ଭୁବନେଶ୍ୱରପୁର ଓ ତ୍ରିଲୋଚନ ନେତ୍ରାଳୟ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିଭାଗର ଚକ୍ଷୁ ଡାକ୍ତରଙ୍କ ଦ୍ୱାରା
Read More...

ଡୁମ୍ବେରବାହାଲରେ ଷୋହଳ କୋଠି ଓ ଡାଲଖାଇ ପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଲୋପ ପାଉ ଯାଉଥିବା ଲୋକ ସଂସ୍କୃତି ପରମ୍ପରା ଓ ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ଡୁମ୍ବେରବାହାଲ ଗାଁର ଗୌଡପଡ଼ାରେ ଷୋହଳ କୋଠି ଓ ଡାଲଖାଇ ପୂଜା ତିନି ଦିନ ଧରି ପାଳିତ ହୋଇଯାଇଛି ।
Read More...